ମହିଳାଙ୍କର ବଡ ଥିଲେ ଏହି ଅଙ୍ଗ, ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ- Ajira Anuchinta

ବନ୍ଧୁଗଣ ଏଭଳି କୁହା ଯାଇଥାଏ ଯେ, ମହିଳା ମାନଙ୍କୁ ବୁଝିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । ସୃଷ୍ଟି ର ରଚୟତା ବ୍ରମହା ଙ୍କ ର ନାରୀ ଏକ ଏଭଳି ରଚନା ଅଟେ ଯାହା ସ୍ୱୟଂ ବ୍ରମହା ମଧ୍ୟ ବୁଝି ପାରି ନଥିଲେ । ପ୍ରାଚୀନ କାଳରେ ଅନେକ ବିଦ୍ୱାନ ନାରୀ ମାନଙ୍କ ସମ୍ବନ୍ଧରେ ଅନେକ ଗ୍ରନ୍ଥ ର ରଚନା କରିଛନ୍ତି ।

କିନ୍ତୁ ସେମାନେ ମଧ୍ୟ ସଠିକ ଭାବରେ ନାରୀ ମାନଙ୍କର ସ୍ୱଭାବ କୁ ବୁଝିପାରି ନଥିଲେ । ଏମିତି ରେ ଘରର ସ୍ତ୍ରୀ କୁ ଘରର ଲକ୍ଷ୍ମୀ ବୋଲି ମାନା ଯାଇଥାଏ । ଘରର ବୈଭବ ସେହି ଘରେ ଥିବା ସ୍ତ୍ରୀ ର ଚରିତ୍ର ଉପରେ ନିର୍ଭର କରିଥାଏ । କୁହାଯାଇ ଥାଏ ଯେ ଘରର ସ୍ତ୍ରୀ ଘରକୁ ସ୍ୱର୍ଗ ସଦୃଶ ବନାଇ ଥାଏ । କିନ୍ତୁ ସେହି ସ୍ତ୍ରୀ ଘରକୁ ନର୍କ ମଧ୍ୟ ବନାଇ ଥାଏ ।

ଶାସ୍ତ୍ର ରେ ସ୍ତ୍ରୀ ମାନଙ୍କର କେତେ ଗୁଡ଼ିଏ ଲକ୍ଷଣ ସମ୍ବନ୍ଧରେ ଉଲ୍ଲେଖ ରହିଛି । କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀ କୁ ଚରିତ୍ର ହୀନ କରିଥାଏ ଏବଂ କିଛି ଲକ୍ଷଣ ଏଭଳି ରହିଛି ଯାହା ସ୍ତ୍ରୀ କୁ ଭାଗ୍ୟଶାଳୀ ବନାଇଥାଏ । ଏହି ଶାସ୍ତ୍ର ରେ ପ୍ରତ୍ୟେକ ନାରୀ ର ଅଙ୍ଗ ଏବଂ ଶାରୀରିକ ଲକ୍ଷଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କ ଏଭଳି କିଛି ଅଙ୍ଗ ସମ୍ବନ୍ଧରେ କହିବୁ ଯଦି ତାହା ବଡ଼ ହୋଇଥାଏ ତେବେ ସେ ସାକ୍ଷାତ ମାତାଲକ୍ଷ୍ମୀ ଙ୍କ ସ୍ୱରୂପ ଅଟନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ମୁହଁ ତାଙ୍କ ପିତା ସଦୃଶ ହୋଇଥାଏ ସେମାନଙ୍କୁ ବହୁତ ଶୁଭ ବୋଲି ମନା ଯାଇଥାଏ । ଏହିଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ସର୍ବଦା ପରିବାର କୁ ଯୋଡ଼ି ରଖିଥାନ୍ତି ।

୨. ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ଜିଭ ଲମ୍ବା ଏବଂ ଗୋଲାପୀ ହୋଇଥାଏ ସେମାନେ ସବୁବେଳେ ମଧୁର୍ ବାଣୀ କହିଥାନ୍ତି । ଶାସ୍ତ୍ର ଅନୁସାରେ ସେମାନଙ୍କୁ ବହୁତ ଶୁଭ ବୋଲି କୁହା ଯାଇଛି । ଏଭଳି ନାରୀ ଘରର ଐଶ୍ଚର୍ଯ୍ୟ ଏବଂ ବୈଭବ ସୃଷ୍ଟି କରିଥାନ୍ତି । କିନ୍ତୁ ଯେଉଁ ନାରୀ ମାନଙ୍କ ଜିଭ ରେ କଳାଯାଇ ରହିଛି ସେମାନେ ଦୁର୍ଭାଗ୍ୟଶାଳୀ ଏବଂ ଧନ ହାନୀ ର କାରଣ ସାଜିଥାନ୍ତି ।

୩. ଯେଉଁ ନାରୀ ମାନଙ୍କ ନାକ ଲମ୍ବା ହୋଇଥାଏ ଏବଂ ନାକର ଅଗ୍ରଭାଗରେ କଳାଯାଇ ରହିଥାଏ ସେହି ନାରୀ ମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ମାନା ଯାଇଥାଏ ଏବଂ ନାକର ଯେ କୌଣସି ସ୍ଥାନରେ କଳାଯାଇ ରହିଲେ ମଧ୍ୟ ତାହା ଶୁଭ ହୋଇଥାଏ । ଏଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

୪. ବନ୍ଧୁଗଣ ଯେଉଁ ନାରୀ ମାନଙ୍କ କାନ ଦ୍ଵିତୀୟା ଚନ୍ଦ୍ର ଆକାର ର ହୋଇଥାଏ ଏବଂ ଲୋମହୀନ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ସେଭଳି ନାରୀ ବିନମ୍ର ସ୍ୱଭାବ ର ହୋଇଥାନ୍ତି ।

୫. ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ଓଠ ସତେଜ ଏବଂ ଲାଲ ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ନାରୀ ଜୀବନ ରେ ଶ୍ରେଷ୍ଠ ଫଳ ହାସଲ କରିଥାନ୍ତି । ଏହି ନାରୀ ମାନେ ଯେଉଁ ପୁରୁଷ ଙ୍କୁ ବିବାହ କରିଥାନ୍ତି ସେମାନେ ଜୀବନ ରେ ବହୁତ ଉନ୍ନତି ହାସଲ କରିଥାନ୍ତି ।

୬. ବନ୍ଧୁଗଣ ଯେଉଁ ନାରୀ ମାନଙ୍କ ଆଖି ବଡ଼ ଏବଂ ମୃଗ ଭଳି ଦେଖା ଯାଇଥାଏ, ସେଭଳି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ସର୍ବଦା ସୁଖ ଶାନ୍ତି ରେ ରୁହନ୍ତି ଏବଂ ଏହି ନାରୀ ମାନେ ନିଜ ପରିବାର କୁ ମଧ୍ୟ ହସଖୁସିରେ ରଖିଥାନ୍ତି ।

ଅଶା କରୁଛୁ ବନ୍ଧୁଗଣ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ ତେବେ ଏହାକୁ ନିଶ୍ଚିତ ସେୟାର୍ କରି ବନ୍ଧୁ ପରିଜନ ଙ୍କ ନିକଟରେ ପହଞ୍ଚାନ୍ତୁ ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *