Gk Questions & Answers- ଗୁଡକୁ ଇଂରାଜୀରେ କଣ କୁହାଯାଏ ? ୯୯ % ଲୋକଙ୍କୁ ଜଣା ନାହିଁ !!

ବନ୍ଧୁଗଣ, ଆଇଏସ ପରୀକ୍ଷାରେ ସବୁବେଳେ କଷ୍ଟପୂର୍ଣ ପ୍ରଶ୍ନ ପଚରା ଯାଏ । ସାଧାରଣ ଜ୍ଞାନ ମଧ୍ୟ ଏକ କଷ୍ଟ ବିଷୟ ଅଟେ । ଭାରତରେ UPSC ଓ IAS ପରୀକ୍ଷାରେ ଅଧିକ ସାଧାରଣ ଜ୍ଞାନ ପ୍ରଶ୍ନ ପଚରାଯାଇଥାଏ ।

ଗୋଟିଏ ବ୍ୟକ୍ତି ତା ଜୀବନରେ ସବୁ ଜିନିଷ ଶିଖିବା ଆବଶ୍ୟକ । ଅନେକ ଏପରି ଶିକ୍ଷା ଅଛି ଯାହା ବହି ଆମକୁ ପ୍ରଦାନ କରିପାରି ନଥାଏ । ସାଧାରଣଜ୍ଞାନ କେବଳ ବ୍ୟକ୍ତି ର ବୁଦ୍ଧି ଓ ସେ କେତେ ଚାଲାଖ ଜାଣିବାପାଇଁ ପଚରାଯାଇଥାଏ ।

ତେବେ ଆଜି ଆମେ ଜାଣିବା ବିଭିନ୍ନ ୨୫ ଟି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ।

ପ୍ରଶ୍ନ ୧ – କାହାକୁ ଲୋକମାନେ ଅନ୍ଧାରରେ ହିଁ ଖୋଜନ୍ତି ?

ଉତ୍ତର – ଆଲୋକ

ପ୍ରଶ୍ନ ୨ – ଦୁନିଆର ସବୁଠୁ ଅଧିକ ଦରମା କାହାକୁ ମିଳିଥାଏ ?

ଉତ୍ତର – ଆମେରିକାରେ ରାଷ୍ଟ୍ରପତି

ପ୍ରଶ୍ନ ୩ . ସହିଦ ଦିବସ କେବେ ପାଳନ କରାଯାଏ?

ଉତ୍ତର-୩୦ ଜାନୁଆରୀ

ପ୍ରଶ୍ନ ୪. ଖିଲଜି ବଂଶ ର ସ୍ଥାପନ କିଏ କରିଥିଲେ?

ଉତ୍ତର-ଆଲାଉଦ୍ଦିନ ଖିଲଜି ।

ପ୍ରଶ୍ନ ୫. ରେଡ଼କ୍ଲିପ ରେଖା କେଉଁ ଦେଶ ମଧ୍ୟରେ ଅବସ୍ଥିତ?

ଉତ୍ତର-ଭାରତ ଓ ପାକିସ୍ତାନ ।

ପ୍ରଶ୍ନ ୬.ଜଙ୍ଘ ରେ କେତୋଟି ହାଡ଼ ଦେଖିବାକୁ ମିଳିଥାଏ?

ଉତ୍ତର-୨ଟି ।

ପ୍ରଶ୍ନ ୭. ବାଦାମୀ କ୍ରାନ୍ତି କାହାକୁ କୁହାଯାଏ?
ଉତ୍ତର-ମସଲା ଉତ୍ପାଦନ ।

ପ୍ରଶ୍ନ ୮. ୟୁରିଆ ଶରୀରର କେଉଁ ଅଙ୍ଗ ରେ ତିଆରି ହୋଇଥାଏ?
ଉତ୍ତର-ଲିଭର୍ ରେ ।

ପ୍ରଶ୍ନ ୯. ଭାରତର ବିତ୍ତୀୟ ବର୍ଷ କେବେ ଆରମ୍ଭ ହୋଇଥାଏ?
ଉତ୍ତର-୧ ଅପ୍ରେଲ ।

ପ୍ରଶ୍ନ ୧୦. ଭାରତର ପ୍ରଥମ କମ୍ପୁଟରୀ କୃତ ଡାକ ଘର କେଉଁଠାରେ ଅବସ୍ଥିତ?
ଉତ୍ତର-ନୂଆ ଦିଲ୍ଲୀ ।

ପ୍ରଶ୍ନ ୧୧. କେଉଁ ଦେଶ ପ୍ରଥମେ ବ୍ୟାଙ୍କ ନୋଟ ଜାରି କରିଥିଲା?
ଉତ୍ତର-ସ୍ଵିଡେନ ।

ପ୍ରଶ୍ନ ୧୨. ବିଶ୍ୱ ର ସବୁଠାରୁ ବଡ଼ ଚିଡ଼ିଆ ଘର କେଉଁ ଠାରେ ଅବସ୍ଥିତ?
ଉତ୍ତର-ଦକ୍ଷିଣ ଆଫ୍ରିକା ।

ପ୍ରଶ୍ନ ୧୩. ବିଶ୍ୱର କଥା କୁହା ପାତ୍ର କାହାକୁ କୁହାଯାଏ?
ଉତ୍ତର-ବ୍ରାଜିଲ ।

ପ୍ରଶ୍ନ ୧୪. ବିଶ୍ୱର ବିଶାଳତମ ସ୍ତନ ଧାରୀ କିଏ ଅଟେ?
ଉତ୍ତର-ୱେଲ ମାଛ ।

ପ୍ରଶ୍ନ ୧୫. ମାନବ ଶରୀର ରେ ମୋଟ କେତେ ଖଣ୍ଡ ହାଡ଼ ମିଳିଥାଏ?
ଉତ୍ତର-୨୦୬ ।

ପ୍ରଶ୍ନ ୧୬. ଭାରତରେ ଆନ୍ତରିକ୍ଷ ସହର କାହାକୁ କୁହାଯାଏ?
ଉତ୍ତର-ବେଙ୍ଗାଲୁରୁ ।

ପ୍ରଶ୍ନ ୧୭. କେଉଁ ଜୀବର ୩୨ଟି ମସ୍ତିଷ୍କ ଅଛି?
ଉତ୍ତର-ଜୋକ ର ।

ପ୍ରଶ୍ନ ୧୮. ସବୁଜ ଯୋଜନା କାହା ସହିତ ସମ୍ବନ୍ଧିତ ଅଟେ?
ଉତ୍ତର-ଜଳ ପ୍ରବନ୍ଧ ।

ପ୍ରଶ୍ନ ୧୯. ଭାରତରେ ପ୍ରଥମ ମେଟ୍ରୋ ଟ୍ରେନ କେଉଁଠାରେ ଚାଲିଥିଲା?
ଉତ୍ତର- କୋଲକାତା ।

ପ୍ରଶ୍ନ ୨୦. ସୁଗନ୍ଧିତ ସହର କାହାକୁ କୁହାଯାଏ?
ଉତ୍ତର- କନୌଜ ।

ପ୍ରଶ୍ନ ୨୧. ପତି ନିଜ ପତ୍ନୀର କେଉଁ ରୂପକୁ ଦେଖିପାରି ନ ଥାଏ ?
ଉତ୍ତର-ବିଧବା ରୂପ ।

ପ୍ରଶ୍ନ ୨୨. ଗାଈର ସବୁଠୁ ବେଶି ପସନ୍ଦ ହେଉଥିବା ରଙ୍ଗ କଣ ଅଟେ?
ଉତ୍ତର-ସବୁଜ ରଙ୍ଗ ।

ପ୍ରଶ୍ନ ୨୩. କବାଡ଼ି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ?
ଉତ୍ତର-ବାଂଲାଦେଶ ।

ପ୍ରଶ୍ନ ୨୪. ଉତ୍ତର ପ୍ରଦେଶର ସବୁଠୁ ବଡ଼ ଜିଲ୍ଲାର ନାମ କଣ?
ଉତ୍ତର-ଲକ୍ଷ୍ମୀପୁର ଖିରି ।

ପ୍ରଶ୍ନ ୨୫.ଭାରତରେ ବ୍ୟବହାର ହେଉଥିବା ସବୁଠୁ ବେଶି ମୋବାଇଲ ଆପ ର ନାମ କଣ?
ଉତ୍ତର-ହ୍ଵାଟ୍ସଆପ ।

ପ୍ରଶ୍ନ ୨୬. ବୃଦ୍ଧ ଅବସ୍ଥାରେ ମନୁଷ୍ୟ ଶରୀରରେ ହାଡ଼ ଗୁଡିକ କଣ ପାଇଁ ଦୁର୍ବଳ ହୋଇଯାଏ?
ଉତ୍ତର-କ୍ୟାଲସିୟମ ର ଅଭାବରୁ ।

ପ୍ରଶ୍ନ ୨୭. ସୁନା ଚାନ୍ଦି କୁ ବହୁତ ମାତ୍ରା ରେ ଶୁଦ୍ଧ କରିବା ପାଇଁ କଣ ପ୍ରୟୋଗ କରାଯାଏ?
ଉତ୍ତର-ନାଇଟ୍ରିକ ଅମ୍ଳ ।

ପ୍ରଶ୍ନ ୨୮. ଗୁଡକୁ ଇଂରାଜୀ ରେ କଣ କୁହନ୍ତି ?

ଉତ୍ତର – Jaggery/ Molasses

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *