‘ଗୁପ୍ତ ଶିବ ମନ୍ତ୍ର’ କୌଣସି ବି ଦିନ ଶୁଣିଲେ ରାତାରାତି ଗରିବ ବି ହେବ ମାଲାମାଲ

ପ୍ରତେକ ଦିନ ସକାଳଉ ଉଠି ଆମେ ଅନେକ କାମ କରି ଥାଉ । ଆମେ ସକାଳୁ ଉଠିଲେ ପ୍ରଥମେ ଭଗବାନ ଙ୍କ ଧ୍ୟାନ କରିଥାଉ । କାରଣ ଭଗବାନ ଙ୍କ ନାମ ନେଇକି ଦିନର ଆରମ୍ଭ କଲେ ଦିନ ଖୁବ ଭଲ ରେ ବୀତି ଥାଏ ।

ଯେଉଁ ମାନେ ଭଗବାନ ଙ୍କ ନାମ ନେଇକି ଦିନର ଆରମ୍ଭ କରିଥାନ୍ତି ସବୁ ପ୍ରକାର ସମସ୍ଯା ତାଙ୍କ ଠାରୁ ଦୂରେଇ ଯାଇଥାଏ । ଏହି ସବୁ ପାଇଁ ଆମେ ଅନେକ ପୂଜା ଜପ ତପ ମଧ୍ୟ କରି ଥାଉ । ଯେଉଁ ମାନେ ଭଗବାନ ଙ୍କ ସରଣରେ ନିଜକୁ ସବୁ ଦିନ ପାଇଁ ସମର୍ପିତ କରିଥାନ୍ତି ସେମାନେ ନିଶ୍ଚିତ ଭାବେ ସନ୍ୟାଶି ହୋଇ ଯାଇଛନ୍ତି । ଯେଉଁ ମାନେ ସଂସାର ରେ ରହି ଭଗବାନ ଙ୍କୁ ଆରାଧନା କରୁଛନ୍ତି ସେମାନେ କେବଳ ନିଜର ଭକ୍ତି ଦ୍ଵାରା ଭଗବାନ ଙ୍କୁ ପାଇ ପାରିବେ ।

କାରଣ ସଂସାର ଓ ଜଞ୍ଜାଳ କୁ ଛାଡିକି କେହି କେବେ ଭି ବଞ୍ଚି ପାରିବ ନି । ଯେଉଁ ମାନେ ଭଗବାନ ଙ୍କୁ ପୂଜା କରିବା ପାଇଁ ଚାହାଁନ୍ତି କିନ୍ତୁ ସମୟ ଅଭାବ ହେତୁ ସେମାନେ ସଠିକ ଭାବେ ପୂଜା କରି ପାରୁ ନାହାନ୍ତି । ଏହି ଭଳି ଲୋକମାନଙ୍କୁ ମାତ୍ର କିଛି ସମୟ ର ଏକ ମନ୍ତ୍ର ଦ୍ଵାରା ସେମାନେ ଆରାଧନା କରି ପାରିବେ । ଆପଣ ଜାଣି ପାରିବେ କି ଭଗବାନ ଆପଣଙ୍କ ସହ ଅଛନ୍ତି ଆମେ କହିବା ପାଇଁ ଯାଉଥିବା ମନ୍ତ୍ର ଖୁବ ସରଲ ଅଟେ ।

ଏହି ମନ୍ତ୍ର କୁ ଜପ କରିବା ଦ୍ଵାରା ଖାପ ଶକ୍ତିର ନାସ ହୋଇଯାଏ । କେବଳ ସେତିକି ନୁହେଁ ଆପଣ ଏହାକୁ ଶକ୍ତି ଭାବେ ମଧ୍ୟ ବ୍ୟବହାର କରି ପାରିବେ । ଯଦି ଆମେ ଆପଣଙ୍କୁ କହିବା ପାଇଁ ଜୀବ ତେବେ ଏହି ମନ୍ତ୍ର ଟି ହେଉଛି ଉଭୟ ମୃତ୍ୟୁଞ୍ଜୟ ମନ୍ତ୍ର ଓ ଗାୟତ୍ରୀ ମନ୍ତ୍ର ର ସଂଯୋଗ । ଏହି ମନ୍ତ୍ର କୁ ବାର ବାର କହିବା ଦ୍ଵାରା ଆପଣ ଗୋଟେ ଜିନିଷ ଦେଖିବେ କି ଆପଣ ନିଜର ଖରାପ ଗୁଣ ଠାରୁ ନିଆଜକୁ ଦୂରେଇ ରଖନ୍ତୁ ଏହି ମନ୍ତ୍ର ଦ୍ଵାରା ଆପଣ ସବୁ ପ୍ରକାର ଖୁସି ପାଇ ପାରିବେ ।

ଏହି ମନ୍ତ୍ର ଏକ ଏଭଳି ମନ୍ତ୍ର ଅଟେ ଯାହା ପାଇଁ ଏହାକୁ ଜପ କରୁଥିବା ବ୍ୟକ୍ତି ସମାଜରେ ଖୁବ ନାମ ଅର୍ଜନ କରିଥାଏ । ସବୁ ପ୍ରକାର ଲୋକମାନେ ତାକୁ ପସନ୍ଦ କରିଥାନ୍ତି । ଦିନକୁ ଦିନ ଏଭଳି ସେହି ବ୍ୟକ୍ତି ମାନଙ୍କର ଧନ ବୃଦ୍ଧହୀ ହେବାରେ ଲାଗେ । ଯେଉଁ ବ୍ୟକ୍ତି ମାନେ ନିଜ କାମ କୁ ଖୁବ ଭଲ ଭାବେ କରି ନିନ୍ଦା କିମ୍ବା ପର ଚର୍ଚ୍ଚା ଭଳି କମ ରେ ନିଜକୁ ଲିପ୍ତ କରୁଛନ୍ତି ସେମାନେ ଏହି ମନ୍ତ୍ର ଦ୍ଵାରା ନିଜକୁ ବଦଳାଇବା ସହ ମୃତ୍ୟୁ ର ଭୟ ଓ ବିଭିନ୍ନ ପ୍ରକାର ପାପ ର ଭୟ ଠାରୁ ନିଜକୁ ଦୂରେଇ ରାଖୀ ପାରିବେ ।

ଏହି ମନ୍ତ୍ର ଟି ହେଉଛି “ଓମ ତପ୍ତ୍ତୁରୁଶାୟ ବିଦମୋହେ ମହାଦେବାୟ ଧୀମହୀ ତତ୍ରୋ ରୁଦ୍ରେହ ପ୍ରୋଚୋଦୟାତ” ଏହି ମନ୍ତ୍ର କୁ ଆପଣ ଙ୍କୁ ପାଞ୍ଚ ଥର କହିବା ପାଇଁ ପଡିବ ଆପଣ ଯେଉଁ ପରିସ୍ଥିତିତ ରେ ଥିଲେ ମଧ୍ୟ ଆପଣ ଏହି ମନ୍ତ୍ର କୁ ବୋଲି ପାରିବେ ।

Leave a Reply

Your email address will not be published. Required fields are marked *