ସବୁଠୁ ଅଧିକ ଗର୍ବୀ ହୋଇଥାନ୍ତି ଏହି 3 ଟି ନାମର ଝିଅ – Jyotish Shastra

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏ ଦୁନିଆ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି ।

ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ଅନୁସାରେ ଆମେ ଆମ ନାମ ରୁ ଆମର ସ୍ଵଭାଵ ସମ୍ପର୍କରେ ଜାଣି ପାରିଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ରେ ନିଜ ନାମ ର ବହୁତ ମହତ୍ତ୍ୱ ଅଛି ।

ମନୁଷ୍ୟ ପ୍ରତ୍ୟେକ ସ୍ଥାନ ରେ ନିଜ ନାମ ଓ କାମ ଦ୍ୱାରା ପରିଚିତ ହୋଇଥାଏ । ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ପ୍ରଥମେ ତାର ନାମ କରଣ କରାଯାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଏପରି କିଛି ନାମ ର ଝିଅ ଅଛନ୍ତି ଯେଉଁମାନେ ବହୁତ ଅହଙ୍କାରୀ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହିପରି କିଛି ନାମ ର ଝିଅ ଙ୍କ ଵିଷୟ ରେ ।

A ନାମ ର ଝିଅ-ବନ୍ଧୁଗଣ ଏହି ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ଝିଅ ମାନେ ବହୁତ ଗର୍ବୀ ଓ ଅହଙ୍କାରୀ ହୋଇଥାନ୍ତି । ଏହି ନାମ ର ଝିଅ ମାନେ ଅଧିକ ଧନୀ ଶ୍ରେଣୀ ର ହୋଇଥିବାରୁ ଏମାନେ ଅଧିକ ଗର୍ବ କରିଥାନ୍ତି ।

ଏମାନେ ନିଜ ଠାରୁ ତଳ ଶ୍ରେଣୀ ର ଲୋକଙ୍କୁ ବିଲକୁଲ ବି ପସନ୍ଦ କରି ନ ଥାନ୍ତି । ଏମାନେ ସବୁବେଳେ ଗରିବ ଲୋକଙ୍କ ଉପରେ ଅତ୍ୟାଚାର କରିଥାନ୍ତି । ଏମାନଙ୍କ ମନ ରେ ବହୁତ ଅହଂ ଭାବ ରହିଥାଏ । ଏହି ଅହଂକାର ଗୁଣ ପାଇଁ ସେମାନେ ଦିନେ ବହୁତ ପଶ୍ଚାତାପ କରିଥାନ୍ତି । ଏମାନେ ଜାଣି ପାରି ନ ଥାନ୍ତି କି ଏମାନେ ଦିନ କୁ ଦିନ କେତେ ଗର୍ବୀ ଓ ଅହଙ୍କାରୀ ହୋଇଯାଉଛନ୍ତି ।

D ନାମ ର ଝିଅ-ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନ ରେ ଅଛନ୍ତି ଏହି ନାମ ର ଝିଅ । ଯେଉଁ ଝିଅ ମାନଙ୍କ ର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଶାସ୍ତ୍ର ଅନୁସାରେ ସେମାନେ ବହୁତ ଅହଙ୍କାରୀ ଓ ଗର୍ବୀ ହୋଇଥାନ୍ତି ।

ଏମାନେ ଭିତରୁ ବହୁତ ଅହଙ୍କାରୀ ହୋଇଥାନ୍ତି କିନ୍ତୁ ବାହାରୁ ଏପରି ବ୍ୟବହାର କରିଥାନ୍ତି ଯେପରି ତାଙ୍କ ଭିତରେ ବିଲକୁଲ ବି ଅହଂ ଭାବ ନାହିଁ । କିନ୍ତୁ ଯେତେ ବେଳେ କୌଣସି କାର୍ଯ୍ୟ କରିବା ର ସମୟ ଆସିଥାଏ ସେତେବେଳେ ଏମାନେ ନିଜର ଅହଙ୍କାରୀ ରୂପ କୁ ଦେଖାଇଥାନ୍ତି । ଏହିପରି ଝିଅ ମାନଙ୍କୁ ଇଂପ୍ରେସ କରିବା ବହୁତ କଷ୍ଟ ସାଧ୍ୟ ହୋଇଥାଏ ।

K ନାମ ର ଝିଅ-ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଅହଙ୍କାରୀ ହୋଇଥାନ୍ତି । ସେମାନେ ନିଜର ଧନ, ରୂପ ଯୌବନ ଓ ଚାକିରୀ କୁ ନେଇ ବହୁତ ଗର୍ବ କରିଥାନ୍ତି । ଏମାନେ ନିଜ ଠାରୁ ନିଚ୍ଚ ଲୋକଙ୍କୁ ପସନ୍ଦ କରି ନ ଥାନ୍ତି ।

ଏମାନେ ସବୁବେଳେ ନିଜ ସହିତ ସମାନ ଲୋକଙ୍କ ସହିତ କଥା ହୋଇଥାନ୍ତି । ଏହି ନାମ ର ଝିଅ ମାନେ ଅନ୍ୟ ର ଉନ୍ନତି କୁ ବିଲକୁଲ ବି ସହି ପାରି ନ ଥାନ୍ତି । ଯଦି କୌଣସି ବ୍ୟକ୍ତି ଏମାନଙ୍କ ଠାରୁ ଅଧିକ ଉନ୍ନତି କରିଦିଏ ତେବେ ଏମାନେ ତାକୁ ସହି ପାରି ନ ଥାନ୍ତି ଓ ପୁନଃ ନିଜର ଅହଙ୍କାରୀ ସ୍ୱଭାବ ପ୍ରଦର୍ଶନ କରିଥାନ୍ତି । ଏଥିପାଇଁ ତାଙ୍କର ଅନେକ ଶତ୍ରୁ ମଧ୍ୟ ରହିଥାନ୍ତି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *