କଳିଯୁଗରେ ପ୍ରଥମ ଥର କୋଟିପତି ହେବେ ଏହି ରାଶି- Jyotisha Shastra

ଭଗବାନ ଶିବ ହେଉଛନ୍ତି ତପେବର ନ ହେଲେ କୋପେବର ତାଙ୍କୁ ଯଦି ଭଲ ଲାଗିବ ସେ ନିଜ ଇଛା ରେ କାହାକୁ ଭି ପଇସା ଦେଇ ତାକୁ ଧନବାନ କରାଇ ପାରନ୍ତି । ତେବେ ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଭଗବାନ ଶିବଙ୍କୁ ଆରଧନା କରୁଥିବା ବ୍ୟକ୍ତି ମାନେ ନିଶ୍ଚିତ ଭାବେ ଧନବାନ ଓ ସବୁ ପ୍ରକାର ଖୁସି ପାଇବା ପାଇଁ ଯାଉଛନ୍ତି ।

ଯେଉଁ ମାନେ ଭଗବାନ ଶିବଙ୍କୁ ପ୍ରକୃତ ମନରେ ଆରାଧନା କରନ୍ତି ସେମାନଙ୍କୁ ସବୁ ପ୍ରକାର ଖୁସି ଓ ସବୁ ପ୍ରକାର ଭୌତିକ ସୁଖ ପାଇବା ପାଇଁ ଯୋଗ୍ୟ ହୋଇ ଥାନ୍ତି । ଏହି ଭଳି କିଛି ରାଶି ମାନେ ଅଛନ୍ତି ଯାହା ଉପରେ ଭଗବାନ ଶିବଙ୍କ ଆଶୀର୍ବାଦ । ଦୀର୍ଘ ୫ ବର୍ଷ ପରେ ଏହି ଦୁଇ ରାଶି ଉପରେ ବର୍ଷିବ ଶିବଙ୍କ କୃପା । ଶିବଙ୍କର ବିଶେଷ କୃପା ଦୃଷ୍ଟି ରହିବ ଏହି ରାଶିଙ୍କ ଉପରେ ରହିବ । ଆପଣଙ୍କ ମାନସିକ ରୂପ ରେ ଧର୍ମିକ ଭାବନା ର ଉଦୟ ହେବ ।

ଏମାନଙ୍କ ପାଇଁ ଏହି ରାଜଯୋଗ ବହୁତ ଭଲ ଓ ଶୁଭ ଫଳ ଦାୟକ ହେବ । ଆପଣଙ୍କ ଜୀବନସାଥି ସହିତ ଆପଣଙ୍କ ସମ୍ପର୍କ ମଧୁର ରହିବ । ଆପଣ ଓ ଆପଣଙ୍କ ଜୀବନ ସାଥି ଆପଣ ମାନେ କୌଣସି ଜାଗାକୁ ବୁଲିବାକୁ ଯାଇପାରନ୍ତି । ଏହି ସମୟ ଓ ଆଗାମୀ ସମୟ ଆପଣଙ୍କ ପ୍ରେମ ଜୀବନ ପାଇଁ ବହୁତ ଭଲ ସାବ୍ୟସ୍ତ ହେବ । ଏବଂ ବିବାହିତ ଲୋକମାନଙ୍କ ପାଇଁ ଏହି ଦିନ ବହୁତ ଶୁଭ ରହିବ ।

ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କ କଳାନାତ୍ମକ , ରଚନାତ୍ମକ କାର୍ଯ୍ୟ ର ଜିନିଷ ର ବହୁତ ପ୍ରଶଂସା ମିଳିବ । ବ୍ୟର୍ଥ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ର ସବୁ ମନ ସ୍କାମନା ଗୁଡିକ ପୂରଣ ହେବ । ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ । ଆପଣଂଙ୍କୁ ବିହୁତ ଜଲ୍ଦି ଚାକିରୀ ମିଳିବାର ସମ୍ଭାବନା ଅଛି । ଅବିବାହିତ ଲୋକମାନଙ୍କ ର ବିବାହ ଖୁବ ଶୀଘ୍ର ହୋଇଯିବ । ଆପଣ ଓ ଆପଣଙ୍କ ଜୀବନସାଥୀ ଆପଣ ଦୁଇ ଜଣ କୌଣସି ଦର୍ଶନୀୟ ସ୍ଥାନ କୁ ଭ୍ରମଣ ନିମନ୍ତେ ଯାଇ ପାରନ୍ତି ।

ଆପଣ ଦୁଇ ଜଣ କୌଣସି ସ୍ଥାନ କୁ ଭ୍ରମଣ କରିପାରନ୍ତି । ଆପଣଙ୍କୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଛି । ନିଜର ଆତ୍ମବିଶ୍ୱାସ ବଜାୟ ରଖନ୍ତୁ । କୌଣସି ପରିସ୍ଥିତିରେ ବି ଆପଣ ନିଜ ଆତ୍ମବିଶ୍ୱାସ ହରାଇବେ ନାହିଁ । ଆପଣଙ୍କ ର ସବୁ କାର୍ଯ୍ୟ ଯାହା ବିଗିଡି ଯାଇଥିବା କାର୍ଯ୍ୟ ପୁରା ହେବ । ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ । ଆପଣ ଯଦି କାହାକୁ ନିଜ ମନ କଥା କହିବାକୁ ଚାହାନ୍ତି ତେବେ ଆପଣ ଏହି ସମୟ ରେ କହିପାରିବେ ଓ ଏହା ଭଲ ଫଳ ମଧ୍ୟ ଦେବ ।

ଆପଣଙ୍କ ପାର୍ଟନର ଉପରେ ଅଧିକ ଧ୍ୟାନ ଦିଅନ୍ତୁ । କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ କ୍ୟାରିୟର ପ୍ରତି ଆପଣ ବେଶି ଧ୍ୟାନ ଦେବେ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଚାକିରୀ ରେ ପଦୋନ୍ନତି ହୋଇପାରେ । ସମାଜ ରେ ଆପଣଙ୍କ ମାନ ସମ୍ମାନ ବଢିବ । ଆପଣଙ୍କୁ ଧନ ପ୍ରାପ୍ତି ଯୋଗ ଅଛି । ଆପଣ ନିଜ ଶରୀର ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବେ । ତେବେ ଜାଣନ୍ତୁ ଏହି ଦୁଇ ଟି ରାଶି ର ନାମ ଗୁଡିକ ଜାଣନ୍ତୁ । ପ୍ରଥମ ରାଶି ଟି ହେଲା ସିଂହ ଓ ଦ୍ଵତୀୟ ରାଶି ଟି ହେଲା କୁମ୍ଭ । ଏହି ଦୁଇ ରାଶି ଙ୍କ ଉପରେ ପ୍ରଭୁ ମବାଦେବ ଙ୍କ କୃପା ରହିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *