ଶନି ଦେବ କରୁଛନ୍ତି ନକ୍ଷେତ୍ର ପରିବର୍ତ୍ତନ, ଏହି ରାଶିରେ ହେବ ଧନବର୍ଷା

ଯେତେବେଳେ କୌଣସି ଗ୍ରହର ଦଶଦିଶା ବଦଳି ଥାଏ ତେବେ ତାହାର ପ୍ରଭାବ ମଣିଷ ଜୀବନରେ ପଡିଥାଏ । ଯାହାକୁ ଆମେ ବୁଝିପାରିନଥାଉ । ତେବେ ଶନି ଦେବ ସେହି ଗ୍ରହ ମାନଙ୍କ ମଧ୍ୟ ରୁ ଅନ୍ୟତମ । ତେବେ ସେ ନ୍ୟାୟ ର ଦେବ । ସେ ଲୋକଙ୍କ କର୍ମ ଦେଖି ଫଳ ଦେଇଥାନ୍ତି । ଶନି ଦେବ କାହାର ଶତ୍ରୁ ନୁହନ୍ତି ।

ସେ ସର୍ବଦା ସମସ୍ତଙ୍କ ଉପରରେ ନିଜର କୃପା ଦୃଷ୍ଟି ପକାଇଥାନ୍ତି । ସେମିତି ରେ ଶନି ଦେବ ଭଲ ଲୋକଙ୍କ କର୍ମ ଫଳ ଦେଖି ତାଙ୍କର କୃପା ଦୃଷ୍ଟି ପକାଇଥାନ୍ତି । ତେବେ ଶନି ଦେବଙ୍କ କୃପା ୧୨ ଟି ରାଶିଙ୍କ ଉପରେ ରହିଥାଏ । କିନ୍ତୁ ଆଜି ଠୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ୫ ଟି ରାଶି ଉପରେ ଶନି ଦେବ ବହୁତ କୃପା ଓ ଧନ ବର୍ଷା କରିବେ । ଶନିଙ୍କ ର ଏହି ନକ୍ଷତ୍ର ପରିବର୍ତ୍ତନ ର ଶୁଭ ଦୃଷ୍ଟି ଏହି ୬ ଟି ରାଶି ଉପରେ ରହିବ ।

ଏହି ରାଶି ଗୁଡିକ ହେଲେ ମେଷ ରାଶି, ତୁଳା ରାଶି, କୁମ୍ଭ ରାଶି, କନ୍ୟା ରାଶି, ସିଂହ ରାଶି, କର୍କଟ ରାଶି । ପ୍ରଥମେ ଜାଣନ୍ତୁ ମେଷ ରାଶି ବିଷୟରେ । ମେଷ ରାଶି ଏହି ରାଶି ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ରହିବ । ଏମାନଙ୍କ ର ଯେକୌଣସି ମାନସିକ ଚିନ୍ତା ଆଦି ଦୂର ହେଇଯିବ । ଏହି ରାଶି ଉପରେ ଶନି ଦେବଙ୍କ ଆଶିଷ ସର୍ବଦା ରହିବ ୨୧ ବର୍ଷ ଯାଏଁ । ଏମାନଙ୍କ ମନ ସ୍କାମନା ଶନି ଦେବ ପୁରା କରିବେ କିନ୍ତୁ ଏମାନଙ୍କୁ ଭଗବାନ ଶନି ଦେବଙ୍କ ଉପରେ ବିଶ୍ୱାସ ରଖିବା ର ଅଛି ।

ଦ୍ଵତୀୟ ରାଶି ଟି ହେଲା ସିଂହ ରାଶି । ସିଂହ ରାଶି ଉପରେ ଶନି ଦେବଙ୍କ କୃପା ବର୍ଷିବ । ଏମାନଙ୍କର ଆତ୍ମବିଶ୍ୱାସ ବଢିବ । ଏମାନଙ୍କ ସବୁ ମନ ର ଆଶା ଭଗବାନ ଶନି ଦେବଙ୍କ ଦ୍ଵାରା ପୂରଣ ହେବ । ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ମନଧ୍ୟାନ ଦେଇ କାର୍ଯ୍ୟ କରିବାକୁ ପଡିବ । ତୃତୀୟ ରାଶି ଟି କନ୍ୟା ରାଶି – ଆପଣ ଯଦି କାହାକୁ ଉଦ୍ଧାର ଦେଇଥିବେ ତାହା ଆପଣଙ୍କୁ ମିଳିଯିବ । ଆପଣଂକୁ ଆପଣଙ୍କ ଜୀବନସାଥୀ ସହ ସମୟ ଅତିବାହିତ କରିବାକୁ ପଡିବ ।

ଯଦି ଆପଣ ଅବିବାହିତ ତେବେ ମାତା ପିତା ଙ୍କ ସହ ସମୟ ଅତିବାହିତ କରନ୍ତୁ । ତେବେ ଯାଇ ଶନି ଦେବଙ୍କ କୃପା ଆପଣଙ୍କୁ ମିଳିବ । ଚତୁର୍ଥ ରାଶି ଟି ହେଲା ତୁଳା ରାଶି । ତୁଲା ରାଶି ଆପଣଙ୍କୁ ସଫଳତା ମିଳିବ । କିନ୍ତୁ ଆପଣ କଳହ ଓ ଅଶାନ୍ତି ଆଦି ଠୁ ଦୂର ରେ ରହିବାକୁ ପଡିବ । ଆପଣଙ୍କ ପରିବାରରେ ଶାନ୍ତି ବଜାୟ ରହିବ । ଅନ୍ୟ ର ସମସ୍ୟା ଠୁ ଦୂର ରେ ରହି ନିଜ କାର୍ଯ୍ୟକୁ ଧ୍ୟାନ ରେ ରଖି କାର୍ଯ୍ୟ କରନ୍ତୁ ।

ପଞ୍ଚମ ରାଶି କର୍କଟ ରାଶି ଆପଣଙ୍କ ଉପରେ ଶନି ଦେବଙ୍କ କୃପା ରହିବ । ଆପଣଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ । ଆପଣଙ୍କୁ ଅର୍ଥ ପ୍ରାପ୍ତି ର ଯୋଗ ଅଛି । ଷଷ୍ଠ ରାଶି ଟି ହେଉଛି କୁମ୍ଭ ରାଶି ଆପଣଙ୍କ ର ଆପଣଙ୍କ ଜୀବନ ସାଥି ସହ ସମ୍ପର୍କ ମଧୁର ରହିବ । ଏବର୍ଷ ଆପଣ ନୂଆ ବାହନ କିଣି ପାରନ୍ତି । ଆପଣ କୌଣସି ଧର୍ମିକ ଯାତ୍ରା କରିପାରିନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *