ଯେଉଁ ସ୍ତ୍ରୀ ତକିଆ ତଳେ ଏହି ଜିନିଷ ରଖି ସୁଏ, ତା ଘରେ କେବେବି ଧନର ଅଭାବ ରୁହେ ନାହିଁ-Vastu Tips

ବନ୍ଧୁ ମାନେ ଆପଣ ଓ ଆମେ ଉଭୟ ନିଜ ଜୀବନରେ ସବୁ ପ୍ରକାର ସୁଖ ଚାହୁଁ ଥିବେ । ତେବେ ଏହା କଣ ପାଇଁ ହୁଏ କାରଣ ଜୀବନରେ ସବୁ ଲୋକମାନେ ଜୀବନରେ ଖୁସିରେ ରହିବା ପାଇଁ ଭଲ ପାଇ ଥାନ୍ତି । କେହି ଭି ଏହା ଚାହିଁ ବେନି କି ଆମେ ଜୀବନରେ ଦୁଃଖ ଭୋଗ କରୁ ବୋଇଲି । ତେବେ ଆମ ଭିତରୁ କିଛି ଲୋକମାନେ ଖୁସିରେ ଓ କିଛି ଲୋକମାନେ ଦୁଃଖ ରେ ରହି ଥାନ୍ତି ।

ଆମେ ଯଦି ଦେଖିବା ପାଇ ଯିବା ତେବେ ଏହା ଆମ ଜୀବନରେ ଥିବା ଗ୍ରହ ଦୋଷ ପାଇଁ ହୋଇ ଥାଏ । ଏହା ପାଖରୁ ବାଛିବା ପାଇଁ ଆମେ ଅନେକ କିଛି ଉପାୟ କରି ପାରିବା । ତେବେ ଆମେ ଚାରିପାଖରେ କିଛି ଏଭଳି ଜିନିଷ ଅଛି ଯାହାକୁ ଆମେ କେବଳ ନିଜ ଜୀବନରେ ଥିବା ଏକ ସାମାନ୍ଯ ବୋଲି ଭାବି ଥାଉ ମାତ୍ର ଏହା ଆମ ପାଇଁ ଖୁବ ଭଲ କିମ୍ବା କହରାପ ସମୟ ଆଣି ଦେଇ ଥାଏ । ଏହା ହେଉଛି ତକିଆ ।

ଆଜ୍ଞା ହଁ ଆମ ତକିଆ ଆମ ଭାଗ୍ୟ କିଛି ମାତ୍ରା ରେ ବଦଳାଇ ପାରେ ଏହାର କାରଣ ହେଉଛି କି କିଛି ଏଭଳି ଜିନିଷ ଅଛି ଯାହାକୁ ଆମେ କରିବା ଦ୍ଵାରା ଆମ ଜୀବନରେ ଆମେ କିଛି ନ କିଛି ଲାଭ ପାଇ ଥାଉ । ଆମ ତକିଆ ତଳେ ଯଦି ଆମେ ଏଭଳି କିଛି ଜିନିଷ ରାଖୀ ବା ଯାହା ପାଈଁ ଆପଣଙ୍କ ଭାଗ୍ୟ ଓ ଆପଣଙ୍କ ଟଙ୍କା ପଇସା ଆସୁ ନଥିବା ଯୋଗ ଏହା ସହ ଆପଣ ଙ୍କ ରୋଗ ଆଦି ସବୁ ପ୍ରକାର ବ୍ୟାଧି ଦୂରେଇ ଜୀବ ।

ଆପଣମାନେ ତ ଜଣାଇ ଛନ୍ତି କି ତୁଲସୀ ଗଛ ହେଉଛି ଆମ ଘରେ ଥିବା ସବୁ ଠାରୁ ଭଲ ପୂଜା ପାଉ ଥିବା ଗଛ । ତେବେ ଆମେ ଦେଖିବା ପାଇ ଗଲେ ଜାଣି ପାରିବା ଏହା ଆମ ଘରେ ଥିବା ନାକାରାତ୍ମକ ଶକ୍ତି ଏହା କୁ ପୂଜା କରିବା ଦ୍ଵାରା ଦୂରେଇ ଯାଇ ଥାଏ । ଏହା ଛଡା ଆମେ ଜାଣିଛେ କି ଏହାକୁ ପୂଜା କରିବା ଦ୍ଵାରା ଉଭୟ ଧାର୍ମିକ ଓ ବୈଜ୍ଞାନିକ ଙ୍କ ମତରେ ଆମେ ନିଜକୁ ଏକ ଭଲ ଶକ୍ତି ଦ୍ଵାରା ଆମେ ପ୍ରଭାବିତ କରି ଥାଉ ।

ଯଦି ଆମେ ଏହାକାଉ ତକିଆ ତଳେ ରାଖୀ ଶୋଇବା ତାହେଲେ ଆମେ ଜାଣି ପାରିବ କି ଆମକୁ ଆସୁଥିବା ଖରାପ ସ୍ଵପ୍ନ ଓ ଖରାପ ଦିନ ଗୁଡିକ ସାରିବା ପାଇଁ ଲାଗିବ । ଏହା ପରେ ଭି ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଜୀବନରେ ଦୁର୍ବଭାଗ୍ୟ ଆପଣଙ୍କ ପିଛା କରୁଛି । ତେବେ ଆପଣ ଜଣାଇ ନିଅନ୍ତୁ କି ଏହା ପାଇଁ ଏକ ମୟୂର ପୁଛ କୁ ଯଦି ଆପଣ ନିଜ ତକିଆ ତଳେ ରଖିବେ ସୋଇବେ ତାହେଲେ ଆପଣଙ୍କ ଦୁର୍ଭାଗ୍ୟ ଖୁବ ଜଲ୍ଦି ସୌଭାଗ୍ୟ ରେ ପରିଣତ ହୋଇ ଜିବ ।

ଆପଣଙ୍କ ଜାତାକରେ ଥିବା ସବୁ ପ୍ରାକାର କଷ୍ଟ ଦୂର ହେଇ ଜିଆବ । ଯଦି ଆପଣ ବହୁତ ଧାର କରିଛନ୍ତି ଓ ଏହାକୁ ଆପଣ ସୁଝି ପାରି ନାହାଁନ୍ତି । ତେବେ ଆପଣ ଏହି ଉପାୟ କରନ୍ତୁ ଆପଣ ତକିଆ ତଳେ କିଛି ପୂଜା ଚାଉଳ କିମ୍ବା ସିନ୍ଦୁର କିମ୍ବା ହଳଦୀ ରାଖୀ ସୁଆନ୍ତୁ ଏହା ଆପଣଙ୍କ ପାଇଁ ଖୁବ ଭଲ ଅଟେ । ଏହା ସହ ଆପଣ ସୁନା ରାଖୀ ତକିଆ ତଳେ ଶୋଇବା ଦ୍ଵାରା ମଧ୍ୟ ଆପଣ ଧାର ଉଧାର ରୁ ମୁକ୍ତି ପାଇ ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *