ଶୋଇବାବେଳେ ଏହି 5ଟି ଭୁଲ୍ ଆପଣଙ୍କୁ କରିବ ଭିକାରୀ, ଶୀଘ୍ର ଦେଖନ୍ତୁ ଆପଣ କରୁ ନାହାନ୍ତି ତ ଏହି ଭୁଲ

ଆପଣ ଅନେକ ଥର ଏହି ଭଳି କିଛି ଭୁଲ କରିଥାନ୍ତି ଯାହାକୁ ଆମେ ସାଧାରଣ ଭାବେ ରାତିରେ ଶୋଇବା ବେଳେ କରିଥାଉ । ଆପଣମାନେ ମଧ୍ୟ ଅନେକ ସମୟରେ କିଛି ନା କିଛି ଭୁଲ କରିଥାନ୍ତି ଆପଣ କଣ ଏହା ଅପାଇନ କେବେହେଲେ ଅନୁତାପ କରୁଛନ୍ତି । ଆପଣ ଏହା ମଧ୍ୟ ଜାଣି ନଥିବେ କି ଏହା ପାଇଁ ଆମେ କଣ କଣ କରିବା ଭୁଲ କିମ୍ବା ଠିକ ହୋଇଥାଏ । ଆପଣ ଜାଣିକି ହେଉ କିମ୍ବା ନ ଜାଣିକି ହେଉ କିଛି ନା କିଛି ଭୁଲ ତ କରୁଥିବେ ନା ।

କିନ୍ତୁ ଯଦି ଆମେ ଜାଣି ଯିବା କି ଆମର ଭୁଲ କଣ । ତେବେ ଆମେ ଏହାକୁ କରିବାରୁ ବଞ୍ଚି ପାରିବା । ଶାକଳ ହେଉ କିମ୍ବା ରାତି ଆମେ କିଛି ନା କିଛି ଭୁଲ କରିଥାଉ ଓ ଏହା ମଧ୍ୟରୁ ଆମେ ଶିଖି ଥାଉ । ମାତ୍ର ଆମେ ଆଜି ଆପଣଙ୍କୁ କହିବା ।

କି ଆମେ ଏହି ଭଳି କ୍କିହହୀ ରାତିରେ କରିବା କଥା ନୁହେଁ ଯାହା ଦ୍ଵାରା ଆମର ଧନ ହାନି ହେବ । ଆମେ ଶୋଇବା ବେଳେ ନିଜ ମୁଣ୍ଡ ଉପରେ ଟଙ୍କା ର ଥଳି ରଖିବା ଖରାପ ହୋଇଥାଏ । ଯାହା ଦ୍ଵାରା ଆମେ ଜାଣି ପାରିବା କି ଆମ ସବୁ ଧନ କମିବାରେ ଲାଗିଛି ।

କେବଳ ସେତିକି ନୁହେଁ ଆମେ ଯାହାଭି କରିବା କିମ୍ବା ଆମେ ଯାହାଭି କରିବା ପାଇଁ ଚାହିଁବା ତାହା ଆମକୁ ଅଧିକ ସମୟ ଲାଗିବ । ଏହା ପର ଜିନିଷ ହେଉଛି ଘଣ୍ଟା ଆପଣ ଯଦି ଘଣ୍ଟାକୁ ମୁଣ୍ଡ ଉପରେ ରଖିକି ସୋଇବେ ତେବେ ଏହା ଆପଣଙ୍କ ପାଇଁ ଖରାପ ହୋଇ ପାରେ ଆପଣ ଏହା ପାଇଁ ବହୁତ ଅନୁତାପ କରିବେ ।

କେବଳ ସେତିକି ନୁହେଁ ଆପଣ ଏକ କଥାର ଧ୍ୟାନ ରଖିବେ କି ଏହାକୁ ମୁଣ୍ଡ ଉପରେ ରଖିବା ଦ୍ଵାରା ଆମର ଧନ ହାନି ସହ ଖରାପ ଶକ୍ତିର ପ୍ରଭାବ ମଧ୍ୟ ପଡିଥାଏ । ଆଉ ଏକ ଜିନିଷ ହେଉଛି ଚପଲ ଆମ ଚପଲ ଆମ ପାଇଁ ଏକ ସୁରକ୍ଷା କବଚ ଆମକୁ ଅନେକ ଜାଗାକୁ ଓ ଜର୍ମ ରୁ ବଞ୍ଚାଇ ଥାଏ ।

ତେଣୁ କରିକି ଆପଣ ଏହାକୁ ମୁଣ୍ଡ ଉପରେ ରଖିକି ଶୋଇବା ଦ୍ଵାରା ମନରେ ଶାନ୍ତି ପାଇବେ ନି କେବେଭି ରାତି ସାରା ଖରାପ ସ୍ଵପ୍ନ ମାନ ମଧ୍ୟ ଆପଣ ଦେଖିବେ । ଏହା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ଯା ମାନ ମଧ୍ୟ ବଢିଯାଇ ଥାଏ ।

ରାତିରେ ଶୋଇବା ବେଳେ ସୁନା କିମ୍ବା ଚାନ୍ଦି ଜିନିଷ କୁ ମୁଣ୍ଡ ଉପରେ ରଖିକି ଶୋଇବା କଥା ନୁହେଁ । ଏହା ଦ୍ଵାରା ଅଭାବ ଆସିଥାଏ । ଆପଣ ଯଦି ଲୁହା ଛଡା ଆଉ କେଉଁ ଧାତୁକୁ ମୁଣ୍ଡ ଉପରେ ରଖିବେ ତ ଏହା ଦ୍ଵାରା ଆପଣ ସବୁ ବେଳେ ଶୁଖାରୁ ବଞ୍ଚିତ ହୋଇକି ରହିବେ ।

Leave a Reply

Your email address will not be published. Required fields are marked *