ଶୋଇବା ସମୟରେ କରନ୍ତୁ ନାହିଁ ଏହି 4ଟି ଭୁଲ ନଚେତ ଦାରିଦ୍ରତା ପିଛା ଛାଡିବ ନାହିଁ, ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଦିନ ସାରାର ବ୍ୟସ୍ତ ବହୁଳ ଜୀବନରେ ଶାନ୍ତିର ବା ବିଶ୍ରାମ ନବାର ସମୟ ହେଉଛି ଶୋଇବା ସମୟ । ଏହି ଶୋଇବା ସମୟରେ ଆମେ କିଛି ନ ଭାବି ନଚିନ୍ତି ଶାନ୍ତିରେ ଶୋଇଯାଉ କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ଅଜାଣତରେ ଶୋଇବା ସମୟରେ ଆପଣ ଏମିତି କିଛି ଭୁଲ କରିଥାନ୍ତି ଯାହା କରିବା ଉଚିତ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଶୋଇବା ସମୟରେ କେଉଁ ସବୁ ଭୁଲ କରିବା ଅନୁଚିତ ।

ପ୍ରଥମ: ଆପଣ ମାନେ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମନି ପର୍ସ ରଖି ଶୁଅନ୍ତୁ ନାହିଁ । ଯଦି ଆପଣ ଏହି ଭୁଲ କାମ କରିଥାନ୍ତି ତେବେ ଘରର ଖର୍ଚ ବଢିଥାଏ । ଏବଂ ଆପଣଙ୍କ ଜୀବନରେ ଧନର ସଙ୍କଟ ଆସିଯାଇଥାଏ । ତେଣୁ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ମନି ପର୍ସ କିମ୍ବା ପଇସା ରଖନ୍ତୁ ନାହିଁ ।

ଦିତୀୟ: ଆପଣ ଶୋଇବା ସମୟରେ ନିଜ ମୁଣ୍ଡ ପାଖ ଖଟ ତଳେ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା ବହୁତ ବଡ ଭୁଲ ହୋଇଥାଏ । ଏହି ଭୁଲ କରିବା ଦ୍ଵାରା ଆପଣଙ୍କୁ ଘରୁ ମାତା ଲକ୍ଷ୍ମୀ ଚାଲିଯାଇଥାନ୍ତି । ତୃତୀୟ: ଆପଣ ଶୋଇବା ସମୟରେ କେବେ ବି ସୁନା କିମ୍ବା ଚାନ୍ଦି ଜିନିଷକୁ ଆପଣଙ୍କ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ହୋଇନଥାଏ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ଆସୁଥିବା ଭଲ ସମୟ ମଧ୍ୟ ଖରାପ ସମୟରେ ପରିବର୍ତ୍ତନ ହୋଇଯାଏ ।

ଚତୁର୍ଥ: ଆପଣ ନିଜ ମୁଣ୍ଡ ପାଖରେ ଧାତୁରେ ତିଆରି କୌଣସି ଚାବି ରଖି ଶୋଇବା ଉଚିତ ନୁହେଁ । ଲୁହା ବ୍ୟତିତ ଆପଣ ଅନ୍ୟ କୌଣସି ଧାତୁରେ ତିଆରି ଚାବି ନିଜ ମୁଣ୍ଡ ପାଖରେ ରଖି ସୁଅନ୍ତୁ ନାହିଁ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ଜୀବନରେ ଦାରିଦ୍ରତା ଆସିଥାଏ । ତେଣୁ ଆପଣ ଅନ୍ୟ କୌଣସି ଧାତୁରେ ତିଆରି ଚାବି ନିଜ ମୁଣ୍ଡ ପାଖରେ ରଖି ସୁଅନ୍ତୁ ନାହିଁ ।

ନିଜ ଜୀବନରେ ସୁଖ ସମୃଦ୍ଧି ଚାହୁଁଥିଲେ ଆପଣ ଏହି ସବୁ କଥାର ଧ୍ୟାନ ରଖନ୍ତୁ । ଶୋଇବା ସମୟରେ ଯଦି ଆପଣ ଏହି ଛୋଟ ଛୋଟ କଥାର ଧ୍ୟାନ ରଖିବେ ତେବେ ଆପଣଙ୍କ ଜୀବନରେ କେବେ ଧନର ଅଭାବ ଦେଖାଦେବ ନାହିଁ । ଆପଣ ନିଜ ଜୀବନରେ ହସ ଖୁସିରେ ରହିବେ ।

ଏହା କୌଣସି ବଡ କାମ ନୁହେଁ ଯାହାକୁ ଆପଣ କରିପାରିବେ ନାହିଁ । ତେଣୁ ଆପଣ ଏହି ସବୁ ଭୁଲ କାମ ପ୍ରତି ସଜାଗ ରୁହନ୍ତୁ ଜୀବନରେ ଧନ ବଢାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *