ସୋମବାର ଦିନ କରନ୍ତୁ ଏହି 1 ଖାସ ଉପାୟ, 24 ଘଣ୍ଟାରେ ଦେଖିବେ ଏହାର ଚମତ୍କାର

ମହାଦେବ ହେଉଛନ୍ତି ସଂସାରର ସଂହାରକର୍ତ୍ତା । ଯେଉଁ ମାନେ ବି ଭଗବାନ ଭୋଲେନାଥଙ୍କୁ ପୂଜା କରିଥାନ୍ତି ସେମାନେ ନିଜର ସବୁ ମନୋକାମନା ପୂରଣ ହୋଇଥାଏ । ମହାଦେବ ହେଉଛନ୍ତି ସର୍ବ ବ୍ୟାପୀ । ତାଙ୍କୁ ପୂଜା କରିବା ପାଇଁ କେବେ ହେଲେ ଆମକୁ ଅଧିକା ଫଳମୂଳ କିମ୍ବା କିଛି ମନ୍ତ୍ର ଦରକାର ନଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ଉପାୟ ଦ୍ଵାରା ଆପଣ ବିନା ପୂଜା ପାଠରେ ବି ନିଜର ସବୁ ମନୋକମନା ପୂରଣ କରି ପାରିବେ ।

ଆପଣଙ୍କୁ ଭଗବାନଙ୍କ ଆଶୀର୍ବାଦ ପାଇଁ ତାଙ୍କୁ ହୃଦୟରୁ ଡାକିବା ଆବଶ୍ୟକ ଅଟେ । ଯେଉଁ ମାନେ ଭଗବାନ ଶିବଙ୍କ ଆରାଧନା କରିଥାନ୍ତି ସେମାନେ ନିଶ୍ଚିତ ଭାବେ ଦୁନିଆରା ସବୁ ଠାରୁ ଧନବାନ ବ୍ୟକ୍ତି ହୋଇଥାନ୍ତି । ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଆମେମାନେ ସୋମବାର କୁ ପ୍ରାଧାନ୍ୟ ଦେଇଥାଉ କିନ୍ତୁ ଭଗବାନଙ୍କ ପୂଜାରେ ଏହି ଭଳି କିଛି ଦିନ କିମ୍ବା ସମୟ ଧାର୍ଯ୍ୟ କରିବା ଆବଶ୍ୟକ ନାହିଁ ।

ଆମେ ଯେବେ ବି ଚାହିଁବା ଭଗବାନଙ୍କୁ ଡାକି ପାରିବା । ଆଜି ଆମେ ଆପଣଙ୍କୁ ଭଗବାନଙ୍କ ପାଖରେ କେଉଁ ଭଳି ଆରାଧନା କରିବେ ସେ ବିଷୟରେ କହିବୁ ଓ ଏହା ସହ ଆପଣ ନିଜର ସମସ୍ତ କଷ୍ଟରୁ କେମତି ମୁକ୍ତି ପାଇବେ ସେ ବିଷୟରେ ଏକ ଛୋଟ ଉପାୟ ମଧ୍ୟ କହିବୁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ପ୍ରଥମେ ଆପଣ ଅରକ୍ଷ ଗଛର ମୂଳକୁ ଆଣନ୍ତୁ । ଏହାକୁ ଆଣିବା ଆଗରୁ ଏହାର ଆଗ ଦିନ ଯାଇକି ଆପଣ ଏହାକୁ ନିମନ୍ତ୍ରଣ କରିକି ଆସିବା ଭଲ । କାରଣ ଆପଣ ଏହାକୁ ମନ ଇଚ୍ଛା ଆଣିବା ଭଲ କଥା ନୁହେଁ ଏହାକୁ ଆଣିବା ପରେ ଆପଣ ନେଇକି ଏହାକୁ ଏକ ନାଲି କପଡାରେ ବାନ୍ଧି ଦେବେ ।

ତା ପରେ ଭଗବାନଙ୍କ ପାଖରୁ ପୂଜା କରିକି ଆଣି ଏହାକୁ ଏକ ନାଲି ସୂତା ଦ୍ଵାରା ବାନ୍ଧି ଦିଅନ୍ତୁ । ଏହା ପରେ “ଓଁ ହରୁମ ଜୁମ ସା ନମଃ ଶିବାୟ” ଜପ କରିବେ । ଏହି ଜପ କରିବା ପରେ ଆପଣ ଏହାକୁ ନେଇ ବର ଗଛର ଡାଳରେ ବାନ୍ଧି ଦେବେ ।

ଧ୍ୟାନ ରଖିବେ କି ଏହା କରିବା ପାଇଁ ଆପଣ ଯଦି ଭଲ ଦିନ ବାଛିବେ ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳଦାୟୀ ହେବ । ଏହାକୁ ଆପଣ ପୂର୍ଣ୍ଣିମା କିମ୍ବା ସଙ୍କ୍ରାନ୍ତିରେ କରିବା ଦ୍ଵାରା ଆପଣଙ୍କ କାମ ଶୀଘ୍ର ହୋଇଯିବ ।

ଆପଣ ଏହାକୁ କରିବାର 21 ଦିନ ପରେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ତେବେ ଏହା ବ୍ୟତୀତ ଯଦି ସୋମବାର ଦିନ ବେଲପତ୍ର ଆଣି ସେଥିରେ ଓଁ ନମଃ ଶିବାୟ ଲେଖି ଏହାକୁ ଶିବଲିଙ୍ଗରେ ଚଢାଇବା ତେବେ ଏହା ଆପଣଙ୍କୁ 100 ଜନ୍ମର ପୂଣ୍ୟଫଳ ଦେବ ।

Leave a Reply

Your email address will not be published. Required fields are marked *