ଏହି ଶ୍ରାବଣ ମାସରେ 3ଟି ରାଶି ଉପରେ ସ୍ଵୟଂ ମହାଦେବ କରିବେ ଧନର ବର୍ଷା, ସେହି ଭାଗ୍ୟଶାଳୀ ରାଶି ଆଉ ଆପଣଙ୍କର ନୁହେଁ ତ ?

ଚଳିତ ବର୍ଷ ଶ୍ରାବଣ ମାସରେ ୪ଟି ସୋମବାର ପଡୁଛି । ପ୍ରଥମ ସୋମବାର ୧୮ ଜୁଲାଇ, ଦ୍ଵିତୀୟ ସୋମବାର ୨୫ ଜୁଲାଇ, ତୃତୀୟ ସୋମବାର ଅଗଷ୍ଟ ୧ ଓ ଚତୁର୍ଥ ସୋମବାର ଅଗଷ୍ଟ ୮ ତାରିଖରେ ପଡୁଛି । ଶ୍ରାବଣରେ ପଡୁଥିବା ସୋମବାରର ବିଶେଷ ମହତ୍ଵ ରହିଥାଏ । ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ମହାଦେବଙ୍କର ଶ୍ରାବଣ ମାସରେ ବିଧି ବିଧାନ ପୂର୍ବକ ପୂଜା କରନ୍ତି ତାଙ୍କର ସବୁ ଇଚ୍ଛା ପୂରଣ ହୋଇଥାଏ । ଏହି ଶ୍ରବଣ ମାସରେ ପ୍ରଭୁ ଶଙ୍କରଙ୍କର କୃପା ୩ଟି ରାଶିଙ୍କ ଉପରେ ଶୁଭ ଦ୍ରୁଷ୍ଟି ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ମାନଙ୍କୁ ଅପାର କୃପା ମିଳିବାକୁ ଯାଉଛି ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଏହି ଶ୍ରାବଣ ମାସ ଟି ବହୁତ ଶୁଭ ରହିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଅଧା ରହିଥିବା କାମ ସଂପୂର୍ଣ୍ଣ ହେବ । ସବୁ କାମରେ ସଫଳତା ଓ ସହଯୋଗ ମିଳିବ । ଧନ ବର୍ଷାର ସୁଯୋଗ ରହିଛି । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଯେଉଁ ମାନେ ପ୍ରେମ କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ସଚ୍ଚା ପ୍ରେମ ମିଳିବାର ପ୍ରବଳ ଯୋଗ ରହିଛି । ଜୀବନରେ କିଛି ନୂଆ କାମ କରିବା ପାଇଁ ପ୍ଳାନ କରିବେ । ବିଦ୍ୟାର୍ଥୀ ବର୍ଗ କଡା ପରିଶ୍ରମ କରି ପଢା ରେ ଆଗକୁ ଯିବେ ।

କର୍କଟ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ପ୍ରଭୁ ଶିବଙ୍କର ବିଶେଷ କୃପା ମିଳିବାକୁ ଯାଉଛି ଏହି ଶ୍ରାବଣ ମାସରେ । କାର୍ଯ୍ୟ ରେ ଆସିଥିବା ବାଧା ଦୂର ହେବ । ଧାନ ବୃଦ୍ଧି ହେବାର ସମ୍ଭାବନା ନଜର ଆସୁଛି । ଅଚାନକ ଭାବରେ ଆମଦାନୀ ହେବ । ନୂଆ କାମରେ ଶୁଭ ଖବର ମିଳିବ । ବ୍ୟବସାୟୀ ମାନଙ୍କର ଭଲ ଲାଭ ମିଳିବ ।

କୋର୍ଟ କଚେରୀ ମାମଲାରେ ନିସ୍ପତି ଆପଣଙ୍କର ପକ୍ଷରେ ରହିବ । ପାରିବାରିକ ଜୀବନ ଭଉତ ଭଲ ରହିବ । ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ଲାଭଦାୟକ ରହିବ । ଅଟକି ରହିଥିବା ଧନ ଫେରି ପାଇବେ । ସମାଜରେ ମାନ ସମାନ ସମାନ ପ୍ରତିଷ୍ଠା ହେବ ।

କନ୍ୟା ରାଶି : ଆପଣଙ୍କ ପାଇଁ ଶ୍ରାବଣ ମାସ ଖୁସି ରେ ଭରପୁର ରହିବ । କର୍ମ କ୍ଷେତ୍ରରେ ଅଲଗା ପରିଚୟ ସୃଷ୍ଟି କରିବେ । ଯାତ୍ରା ରୁ ଭଲ ଲାଭ ମିଳିବ । ନିବେଶ କରିବା ପାଇଁ ଏହି ମାସ ଶୁଭ ରହିବ । ବିଦେଶ ଯାତ୍ରା କରିବା ପାଇଁ ଅବସର ଇଲିବ । ଅଟକି ରହିଥିବା କାମ ସଫଳ ହେବାର ପ୍ରବଳ ଯୋଗ ରହିଛି । ଦାଂପତ୍ଯ ଜୀବନରେ ଯାହା ବି ଭୁଲ ବୁଝାମଣା ରହିଥିଲା ତାହା ଦୂର ହେବ ।

ପ୍ରଭୁ ଶିବଙ୍କ କୃପାରୁ ଆପଣଙ୍କର ଦାଂପତ୍ଯ ଜୀବନ ବହୁତ ଭଲ ରହିବ । ମାନ ସମ୍ମାନରେ ବୃଦ୍ଧି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥିଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *