ହାତର ପାପୁଲିରେ ଅର୍ଦ୍ଧ ଚନ୍ଦ୍ର ରେଖା ଥିଲେ ଏହାର ଅର୍ଥ କଣ ? ନିଶ୍ଚୟ ଦେଖନ୍ତୁ- Ajira Anuchinta

ହାତ ରେଖା ଗୁଡିକୁ ଦେଖି ଭବିଷ୍ୟ ଦେଖିବାର କଳା ଆଜି ମଧ୍ୟ ଲୋକପ୍ରିୟତା ଅଛି । ଏହି ରେଖା ଠାରୁ ମଣିଷର ବ୍ୟକ୍ତିତ୍ବ, ବ୍ୟବହାର ଓ ଭବିଷ୍ୟତ ଜଣା ପଡିଥାଏ । ବ୍ୟକ୍ତିତ୍ଵ ସହ ଜଡିତ କେତେକ ରୁଚିକର କଥା ମଧ୍ୟ ଜାଣିହୁଏ । ଖାଲି ହାତର ରେଖା ନୁହେଁ ବରଂ ହାତର ଆକାର ଓ ଆଙ୍ଗୁଳିର ଲ୍ଯାମ୍ବ, ହାତର ବର୍ଣ୍ଣନା, ହାତର ଥିବା ପ୍ରମୁଖ ଚିହ୍ନ, ହାତ ଉପରେ ଥିବା କଳାଜାଇ ଦ୍ଵାରା ବ୍ଯକ୍ତିର ଜୀବନ ବିଷୟରେ ଜାଣିପାରିବା । ଆଜି ଆମେ ଆପଣଙ୍କୁ ହାତରେ ରେଖା ଓ ହାତ ଦୁଇଟିରେ ବନୁଥିବା ଚନ୍ଦ୍ରର ଅର୍ଥ କଣ ଅଟେ ତାହା ବିଷୟରେ କହିବାକୁ ଯାଉଛୁ ।

ହସ୍ତ ସମୁଦ୍ର ଶାସ୍ତ୍ର ଅନୁଯାୟୀ ଆମ ଦୁଇଟି ହାତ ମଧ୍ୟରୁ ଗୋଟିଏ ହାତ ଅଧିକ ସକ୍ରିୟ ହୋଇଥାଏ । ଏହା ଅନୁସାରେ ସ୍ତ୍ରୀର ବାମ ଓ ପୁରୁଷର ଡାହାଣ ହାତ ଅଧିକ ପ୍ରଭାବଶାଳୀ ହୋଇଥାଏ । ହାତର କିଛି ପ୍ରମୁଖ ରେଖା ଥାଏ ଅନ୍ୟ ରେଖା ତୁଳନାରେ ଅଧିକ ଗାଢା ଓ ସ୍ପଷ୍ଟ ଦେଖାଯାଏ । ଆୟୁଷ ରେଖା ଅର୍ଥ ଜୀବନ ରେଖା, ଧନ ରେଖା ଅର୍ଥ ଭାଗ୍ୟ ରେଖା କୁହାଯାଏ ।

ମସ୍ତିସ୍କ ରେଖା, ହୃଦୟ ରେଖା, ସୂର୍ଯ୍ୟ ରେଖାକୁ ଛାଡି ଦେଲେ ଛୋଟ ଛୋଟ ରେଖା କିନ୍ତୁ ଏହା ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ । ଏହା ମଧ୍ୟରେ ଭବିଷ୍ୟକୁ ନେଇ ଅନେକ କଥା ଲୁଚି ରହିଥାଏ । ଜୀବନ ରେଖା ଦ୍ଵାରା ଆୟୁ ଓ ଆରୋଗ୍ୟର ତଥ୍ୟ ଦେଖିବାକୁ ମିଳିଥାଏ । ଜୀବନରେ ହେଉବକି ଥିବା ପରିଣତକୁ ଏହି ରେଖା ସାହାଯ୍ୟରେ ଜାଣି ହୋଇଥାଏ ।

ମସ୍ତିସ୍କ ରେଖାରେ ଜୀବନ ରେଖା ଓ ହୃଦୟ ରେଖା ମଝିରେ ହୋଇଥାଏ । ମସ୍ତିସ୍କ ରେଖା ବ୍ଯକ୍ତିର ବୁଦ୍ଧିମତା, ଚତୁରତା, କଳ୍ପନା ଶକ୍ତିର ତଥ୍ୟ ମିଳିଥାଏ । ଏହା ଛଡା ବ୍ୟକ୍ତି କୁଟିଳ, କପଟୀ ବା ଦୟାଳୁ ସ୍ଵଭାବ ହୋଇଥାନ୍ତି ତାହା ଜଣାପଡେ । ହୃଦୟ ଓ ଧନ ରେଖା ଯେମିତି ନାମର ସ୍ପଷ୍ଟ ଅଟେ ଏହି ରେଖାରେ ଆର୍ଥିକ ସ୍ଥିତି, ଚାକିରି ଓ ବ୍ୟବସାୟରେ ତଥ୍ୟ ମିଳିଥାଏ ।

ଭାଗ୍ୟ ରେଖା ହାତର ପାପୁଲିର ମଝିରୁ ତଳକୁ ଆରମ୍ଭ ହୋଇ ଶନି ପର୍ବତ ଆଡକୁ ଯାଇଥାଏ । ହୃଦୟ ରେଖାର ମଣିଷର ଭାବନା, ପ୍ରେମ ଓ କାମ ବିଷୟରେ ତଥ୍ୟ ମିଳିଥାଏ । ବ୍ୟକ୍ତି କେତେ ଭାବ ପ୍ରବଣତା ଓ ଭାବନା କଣ ଏହି ରେଖାରୁ ତଥ୍ୟ ମିଳିଥାଏ । ସୂର୍ଯ୍ୟ ରେଖା ସମସ୍ତଙ୍କ ହାତରେ ନ ଥାଏ । ଯେଉଁ ବ୍ୟକ୍ତିଙ୍କର ହାତର ହୃଦୟ ରେଖାକୁ ଯୋଡିବା ପରେ ଅର୍ଦ୍ଧ ଚନ୍ଦ୍ର ହୋଇଥାଏ ଶୁଭ ସଂକେତ ହୋଇଥାଏ ।

ଏମିତି ଲୋକ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ବହୁତ ଭଲ ହେବା ସହ ଆକର୍ଷକ କାରଣରୁ ଲୋକଙ୍କୁ ଜଲ୍ଦି ଆକର୍ଷଣ କରିଥାନ୍ତି । ଏମାନେ ଜୀବନ ସାଥିଙ୍କ ସହ ବହୁତ ପ୍ରେମ କରିବା ସହ ତାଙ୍କ ଖୁସି ପାଇଁ ସବୁ କିଛି ଛାଡି ଦେଇଥାନ୍ତି । ଏହି ଲୋକଙ୍କର ବୁଦ୍ଧି ତୀବ୍ର ହେବା ସହ ବୁଝାଇବା ଦ୍ଵାରା ଜଲ୍ଦି କଥା ବୁଝିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *