ଶ୍ରୀ କୃଷ୍ଣ କହିଛନ୍ତି ଘରେ ମୟୂର ପୁଛ ରଖିବାର ଏହା ହେଉଛି ସଠିକ ସମୟ, 1 ମାସରେ ହେବ ଧନର ବର୍ଷା- Vaastu Tips

ନମସ୍କାର ବନ୍ଧୁଗଣ, ମୟୂର ପଙ୍ଖ ଭଗବାନ କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ସେ ଏହାକୁ ନିଜ ମଥାରେ ସର୍ବଦା ଲଗାଇଥାନ୍ତି । ଶାସ୍ତ୍ରରେ ଏହି ମୟୁର ପଙ୍ଖର ବହୁତ ହିଁ ମାନ୍ୟତା ରହିଛି । ଏହାକୁ ଏକ ଜନ୍ତ୍ର ଭଳି ମନାଯାଇଥାଏ । କାରଣ ଏହି ମୟୁର ପଙ୍ଖ ଘରକୁ ଧନକୁ ଆକର୍ଷିତ କରି ଆଣିଥାଏ । ତେବେ ଆସନ୍ତୁ ଜାଣିବା ଏହି ମୟୁର ପଙ୍ଖକୁ କେଉଁ ଦିଗରେ ଲଗାଇବା ଦ୍ଵାରା ଘରକୁ ଧନର ଆଗମନ ହୋଇଥାଏ । ଔ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ମୟୁର ସୁଖ ଶାନ୍ତିର ପ୍ରତୀକ ଅଟେ । ମୟୁର ପଙ୍ଖ ମଣିଷକୁ ସମସ୍ତ ନକରାତ୍ମକ ଶକ୍ତିରୁ ରକ୍ଷା ଦେଇଥାଏ । ପ୍ରଥମ: ଘରୁ ନକରାତ୍ମକ ଶକ୍ତିକୁ ବାହାର କରିବା ପାଇଁ ହେଲେ ମୟୂର ପଙ୍ଖକୁ ଘର ଭିତରେ ସବୁଆଡେ ଜୋରେ ଜୋରେ ହଲାନ୍ତୁ । ସବୁଦିନ ସକାଳେ ଆପଣ ଏହାକୁ ପୂଜା ପରେ କରନ୍ତୁ । ଏହାଫଳରେ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ଦିତୀୟ: ଘରର ମୁଖ୍ୟ ଦ୍ଵାର ଉପରେ ଗଣେଶଙ୍କ ଭଗବାନଙ୍କ ପ୍ରତିମା ରଖନ୍ତୁ । ପ୍ରତିମାର ଦୁଇ କଡରେ ମୟୁର ପଙ୍ଖ ନିଶ୍ଚୟ ରଖନ୍ତୁ । ଏହା କରିବା ଫଳରେ ଘରକୁ ସୁଖ ଶାନ୍ତିର ଆଗମନ ହେବ । ତୃତୀୟ: ମୁଖ୍ୟ ଦ୍ଵାରା ଯଦି ଆପଣଙ୍କର ବସ୍ତୁ ଶାସ୍ତ୍ର ବିରୋଧ ହୋଇଥାଏ ତେବେ ମୁଖ୍ୟ ଦ୍ଵାରା ପାଖରେ 3ଟି ମୟୁର ପଙ୍ଖ ନିଶ୍ଚିନ୍ତ ରୂପେ ରଖନ୍ତୁ । ଏହା କରିବା ଫଳରେ ବାସ୍ତୁ ଦୋଷ କଟିଯାଇଥାଏ ।

ଚତୁର୍ଥ: ଘରକୁ ଗ୍ରହର କୁପ୍ରଭାବ ଠାରୁ ବଞ୍ଚାଇବାକୁ ହେଲେ ମୟୂର ପଙ୍ଖ ନେଇ ସେଥିରେ ଗଙ୍ଗା ଜଳ ଛିଞ୍ଚନ୍ତୁ । ଏହାପରେ ଏହାକୁ ଏମିତି ସ୍ଥାନରେ ରଖିଦିଅନ୍ତୁ ଯେଉଁ ଠାରେ ଏହାକୁ କେହି ଦେଖିପାରିବେ ନାହିଁ । ଏହାଫଳରେ ଗ୍ରହ ଶାନ୍ତ ହୋଇଯାଇଥାଏ । ପଞ୍ଚମ: ଯଦି ଘରର କୌଣସି ସଦସ୍ୟ ତଥା ଛୋଟ ପିଲାଙ୍କୁ କାହାର ଖରାପ ନଜର ଲାଗିଛି ତେବେ ଶୋଇବା ବେଳେ ସେହି ବ୍ୟକ୍ତିଙ୍କ ତକିଆ ତଳେ ମୟୁର ପଙ୍ଖ ରଖନ୍ତୁ ।

ଏହା କରିବାର ପରଦିନ ସେହି ମୟୁର ପଙ୍ଖକୁ ନେଇ କୌଣସି ପ୍ରବାହିତ ଜଳରେ ବା କୂଅରେ ପକାଇ ଦିଅନ୍ତୁ । ଷଷ୍ଠ: ପାଠ ପଢାରେ ମନ ଲଗୁନଥିଲେ ଆପଣ ମୟୁର ପଙ୍ଖକୁ ମା ସରସ୍ଵତୀଙ୍କ ସାମ୍ନାରେ ରଖନ୍ତୁ । ଏବଂ ପରଦିନ ଏହାକୁ ଆଣି ନିଜ ବହିରେ ରଖନ୍ତୁ । ସପ୍ତମ: ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେଉଥିଲେ ଆପଣ ନିଜ ଶୋଇବା ଘରର ଦକ୍ଷିଣ ଦିଗରେ ମୟୁର ପଙ୍ଖ ନିଶ୍ଚୟ ଲଗାନ୍ତୁ ।

ଅଷ୍ଟମ: ଧନ ବୃଦ୍ଧି ନିମନ୍ତେ ଘରର ତିଜୋରିକୁ ଘରର ପଶ୍ଚିମ ଦିଗରେ ରଖନ୍ତୁ । ମା ଲକ୍ଷୀଙ୍କ ପୂଜାରେ ମୟୁର ପଙ୍ଖ ପୂଜା କରନ୍ତୁ । ଏହାପରେ ଏହାକୁ ତିଜୋରି ଭିତରେ ରଖନ୍ତୁ । ଏହଫଳରେ ଘରେ କେବେ ଧନର ଅଭାବ ରହିବ ନାହିଁ । ନବମ: ଧନ ସମସ୍ୟା ଦେଖାଦେଉଥିଲେ ଆପଣ ଘରର ଅଗ୍ନି କୋଣରେ କାନ୍ଦ ଉଚାରେ କାନ୍ଥରେ ଶୁକ୍ଳ ପକ୍ଷ ଦିନ 2ଟି ମୟୁର ପଙ୍ଖ ଲଗାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *