ନମସ୍କାର ବନ୍ଧୁଗଣ, କିଛି ମହିଳା ନିଜର ମନର ପ୍ରେମକୁ ଜାହିର କରିବା ପାଇଁ କିଛି ଅଜବ ଇସାରା ଦେଇଥାନ୍ତି ନିଜ ମନର ଅଭିଳାଷାକୁ ମେଣ୍ଟାଇବା ପାଇଁ । କିନ୍ତୁ ତାହାକୁ କିଛି ପୁରୁଷ ବୁଝିପାରିନଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛି ସେହି ଇସାରା ଗୁଡିକ ବିଷୟରେ ଯାହାକୁ ଆପଣ ଦେଖି ବୁଝିପାରିବେ ତାଙ୍କ ମନର ଅଭିଳାଷାକୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।
ପ୍ରଥମ: ମହିଳା ମାନଙ୍କୁ ନିଜ ମନ କଥା କହିବାର ସବୁଠାରୁ ଭଲ ଉପାୟ ହେଉଛି ଆଖିରେ ଆଖି ମିଶାଇ କଥା କହିବା । ଯଦି କୌଣସି ମହିଳା ଲଗାତାର ଆପଣଙ୍କ ଆଖିରେ ଆଖି ମିଶାଇ କଥା କହୁଥାନ୍ତି ଏବଂ ନିଜ ଚୁଟି ସହ ଖେଳୁଥାନ୍ତି ତେବେ ଏହାର ଅର୍ଥ ହେଉଛି ସେ ଆପଣଙ୍କୁ ପସନ୍ଦ କରୁଛନ୍ତି । ବହୁତ ଥର ଏହାର ଅର୍ଥ ହୋଇଥାଏ ସେହି ମହିଳା ଆପଣଙ୍କ ସହ ସମ୍ବନ୍ଧ ରଖିବାର ଇଚ୍ଛା ରଖିଥାନ୍ତି ।
ଦିତୀୟ: ମହିଳା ମାନେ ନିଜ ଚୁଟି ସହ ଖେଳିବାର ଅର୍ଥ ଆପଣଙ୍କ ପ୍ରତି ସେ ଆକର୍ଷିତ ଅଛନ୍ତି । ଏହାର ଅର୍ଥ ହୋଇଥାଏ କି ସେ ଆପଣଙ୍କ ପାଖକୁ ଆସିବା ପାଇଁ ବ୍ୟାକୁଳ ଅଟନ୍ତି । ସବୁବେଳେ ଏହାର ଅର୍ଥ ସମାନ ହୋଇନଥାଏ । ବେଳେ ବେଳେ ଏହାର ଅର୍ଥ ହୋଇଥାଏ କି ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ।
ତୃତୀୟ: ଯଦି କୌଣସି ମହିଳା ଆପଣଙ୍କ କାନ ପାଖରେ ଆସି ପ୍ରେମର ସହ ଧୀରେ କଥା କହିଥାଏ ତେବେ ଏହାର ଅର୍ଥ ସେ ଆପଣଙ୍କ ସହ ପ୍ରେମର ନଦୀରେ ବୁଡିବାକୁ ଚାହୁଁଛନ୍ତି । ଏହିଭଳି ସେ ଆପଣଙ୍କୁ ପସନ୍ଦ କରିବାର ସଙ୍କେତ ଦେଇଥାନ୍ତି । ଚତୁର୍ଥ: ଯଦି କୌଣସି ମହିଳା ବାରମ୍ବାର କଥା ହେଉଥିବା ସମୟରେ ଆପଣଙ୍କୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି ଏବଂ ଆପଣଙ୍କ ପାଖକୁ ଆସିବାକୁ ଚେଷ୍ଟା କରୁଛନ୍ତି ତେବେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି ବୋଲି ବୁଝିଯିବେ ।
ପଞ୍ଚମ: ମହିଳା ମାନଙ୍କୁ ସହବାସ କରିବାର ଇଚ୍ଛା ଥିଲେ ସେମାନେ ଜୋରେ ଜୋରେ ନିଶ୍ଵାସ ନେଇ ଆପଣଙ୍କୁ ସଙ୍କେତ ଦେଇଥାନ୍ତି । ସବୁ ମହିଳା ସିଧା ଏହି କଥା କହିପାରନ୍ତି ନାହି । ତେଣୁ ଯଦି ଆପଣଙ୍କ ସାଥି ଆପଣଙ୍କୁ କୁଣ୍ଢାଇ ଜୋରେ ନିଶ୍ଵାସ ନିଅନ୍ତି ତେବେ ଆପଣ ବୁଝିଯିବେ ସେ ଆପଣଙ୍କ ସହ ସମ୍ବନ୍ଧ ରଖିବାକୁ ଚାହୁଁଛନ୍ତି ।
ଷଷ୍ଠ: କିଛି ମହିଳା ନିଜ ଓଠକୁ କାମୁଡି ଖେଳିଥାନ୍ତି । ଯଦି ଆପଣଙ୍କ ସାଥି ଆପଣଙ୍କ ସାମ୍ନାରେ ଏହା କରନ୍ତି ତେବେ ଏହା ସମ୍ବନ୍ଧ ରଖିବାର ସଙ୍କେତ ଆପଣଙ୍କ ପାଇଁ ବୋଲି ଜାଣିଯିବେ । ସବୁବେଳେ ଇସାରାର ଅର୍ଥ ସମାନ ନଥାଏ ତେଣୁ ଭାବି ଚିନ୍ତି ଇସାରାକୁ ବୁଝିବା ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।