ସ୍ତ୍ରୀଙ୍କର ଦିବାନା ହୋଇଥାନ୍ତି ଏହି 4ଟି ନାମର ପୁରୁଷ- Jyotisha Shastra

ନମସ୍କାର ବନ୍ଧୁଗଣ, ଗୋଟିଏ ମଣିଷର ସ୍ଵାଭାବ ସେହି ବ୍ୟକ୍ତିର ନାମରୁ ହିଁ ଜାଣିହୋଇଥାଏ । କାରଣ ଜନ୍ମ ସମୟରେ ରାଶି ନକ୍ଷତ୍ରର ହିସାବରେ ହିଁ ଗୋଟିଏ ମଣିଷର ନାମର ପ୍ରଥମ ଅକ୍ଷର ଚୟନ କରାଯାଇଥାଏ । ତେବେ ଆଜି ଆମେ ସେହି ନାମ ଆଧାରରେ ଜଣାଇବାକୁ ଯାଉଛୁ କି କେଉଁ ନାମର ପୁରୁଷ ନିଜ ସ୍ତ୍ରୀଙ୍କୁ ରାଣୀ କରି ରଖିବେ । ଜୀବନରେ କୌଣସି ଜିନିଷର ଅଭାବ ରଖିବେ ନାହିଁ । ସବୁବେଳେ ନିଜ ସ୍ତ୍ରୀର ସମସ୍ତ ଇଚ୍ଛାକୁ ପୂରଣ କରିବେ । ଏବଂ ନିଜ ସ୍ତ୍ରୀଙ୍କୁ ନିଜ ଜୀବନଠୁ ବେଶି ଭଲ ମଧ୍ୟ ପାଇବେ ।

ଦୁନିଆରେ ସମସ୍ତେ ଚାହିଁଥାନ୍ତି ଗୋଟିଏ ଭଲ ଜୀବନସାଥିଟିଏ ପାଇବା ପାଇଁ ଯାହାର ହାତ ଧରି ସାରା ଜୀବନ ଖୁସିରେ କଟାଇପାରିବେ । ଆଶା ମଧ୍ୟ ରଖନ୍ତି ତାଙ୍କ ଜୀବନ ସାଥି ତାଙ୍କୁ ବହୁତ ଭଲ ପାଇବା ଦେଉ ଏବଂ ତାଙ୍କର ସମସ୍ତ ଇଚ୍ଛାକୁ ପୁରା କରୁ । ତେବେ ସେହି ପୁରୁଷଙ୍କ ମଧ୍ୟରୁ ପ୍ରଥମ ନାମ ହେଉଛି, A: ଏହି ଅକ୍ଷର ନାମର ପୁରୁଷଙ୍କୁ ନିଜ ସ୍ତ୍ରୀକୁ ଭଲ ଭାବେ ରଖିବାର କ୍ଷମତା ରହିଛି ।

ନିଜ ସ୍ତ୍ରୀର ସବୁବେଳେ ଧ୍ୟାନ ରଖିଥାନ୍ତି । ଏବଂ ଯେକୌଣସି ଅସୁବିଧାରେ ମଧ୍ୟ ନିଜ ସ୍ତ୍ରୀର ହାତ କେବେ ଛାଡନ୍ତି ନାହିଁ । ଦିନ ସାରା ନିଜ ସ୍ତ୍ରୀ ପଛରେ ପାଗଳ ହୋଇ ଆଗପଛ ବୁଲୁଥାନ୍ତି । ନିଜ ସ୍ତ୍ରୀ ସାମ୍ନାରେ ଅନ୍ୟ ସମସ୍ତେ ନିମିଷ ଜଣା ପଡିଥାନ୍ତି ଏହି ନାମର ପୁରୁଷଙ୍କୁ ।

ଦିତୀୟ: k ଅକ୍ଷର ନାମର ପୁରୁଷ ସ୍ବଭାବରେ ଟିକିଏ ଜିଦିଆ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀଙ୍କର ସମସ୍ତ ଇଚ୍ଛା ପୂରଣ କରିଥାନ୍ତି । ନିଜ ସ୍ତ୍ରୀକୁ ଜୀବନର ସମସ୍ତ ଖୁସି ଅଜାଡି ଦିଅନ୍ତି । ବିବାହ ପରେ ନିଜ ସ୍ତ୍ରୀଙ୍କର ସମସ୍ତ କଥା ମାନିଥାନ୍ତି । ଏବଂ ବିବାହ ପରେ ତାଙ୍କ ବ୍ୟବହାରରେ ଭଲ ପରିବର୍ତ୍ତନ ମଧ୍ୟ ହୋଇଥାଏ । ନିଜ ସାଥି ପାଇଁ କିଛି ବି କରିବା ପାଇଁ ସବୁବେଳେ ଆଗଭର ଥାନ୍ତି ।

ଯଦି ଏହି ନାମର ପୁରୁଷ ଆପଣଙ୍କର ଜୀବନରେ ଆସନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କ ଜୀବନ ଏବେ ରାଣୀଙ୍କ ଭଳି ବିତିବାକୁ ଯାଉଛି । ତୃତୀୟ: T ନାମର ପୁରୁଷ ହୃଦୟରୁ ବହୁତ ନିର୍ମଲ ହୋଇଥାନ୍ତି । ନିଜ ସାଥି ସହ ସବୁବେଳେ ଭରସାଯୋଗ୍ୟ ହି ରହିଥାନ୍ତି । ନିଜ ସ୍ତ୍ରୀର ପ୍ରେମରେ ସବୁବେଳେ ପାଗଳ ମଧ୍ୟ ରୁହନ୍ତି । ସ୍ତ୍ରୀ ସମସ୍ତ ମନ କଥାକୁ ବେସ ଆରମରେ ଏମାନେ ବୁଝିପାରନ୍ତି ।

ଚତୁର୍ଥ: R ନାମର ପୁରୁଷ ନିଜ ସ୍ତ୍ରୀର ଛୋଟ ଛୋଟ କଥାର ଧ୍ୟାନ ରଖନ୍ତି । ଜୀବନସାଥିର ଖୁସି ପାଇଁ ନିଜ ଜୀବନର ଖୁସିକୁ ମଧ୍ୟ ପଛରେ ପକାଇଦିଅନ୍ତି । ନିଜ ସ୍ତ୍ରୀକୁ ଜୀବନସାର ପାଇଁ ଭଲ ପାଇବା ଦିଅନ୍ତି । ନିଜ ସ୍ତ୍ରୀକୁ ସବୁବେଳେ ଉପରେ ରଖନ୍ତି ସମସ୍ତଙ୍କ ସାମ୍ନାରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି  । 

Leave a Reply

Your email address will not be published. Required fields are marked *