ମାତ୍ର 2 ଘଣ୍ଟାରେ ପୁରଣ ହେବ ଆପଣଙ୍କର ସମସ୍ତ ମନସ୍କାମନା, ବାସ କରନ୍ତୁ ତୁଳସୀ ପତ୍ରରେ ଏହି ମହାଉପାୟ

ନମସ୍କାର ବନ୍ଧୁଗଣ, ଜୀବନରେ ସମସ୍ତଙ୍କ ମନରେ କିଛି ନା କିଛି ଆଶା ନିଶ୍ଚୟ ରହିଥାଏ । ତେବେ ସେହି ସସବୁ ଆଶାକୁ ପୁରଣ କରିବା ନିମନ୍ତେ ଆମେ ଅନେକ କଷ୍ଟ କରିଥାଉ । କିନ୍ତୁ ବେଳେ ବେଳେ ଅନେକ ପ୍ରଚେଷ୍ଟା ସତ୍ବେ ମଧ୍ୟ ଆମର ସେହି ଆଶା ପୁରା ହୋଇପାରେ ନାହିଁ । ତେବେ ଆଜି ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଏଭଳି ଏକ ଉପାୟ ଯାହାକୁ ଆପଣ କରିବା ମାତ୍ରେ ୨ଘଣ୍ଟାରେ ହିଁ ଆପଣଙ୍କ ମନ ସ୍କାମନା ପୁରା ହୋଇଯିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ତୁଳସୀ ଗଛକୁ ପବିତ୍ର ଗଛ ବୋଲି ମନାଯାଏ ଆମ ହିନ୍ଦୁ ଧର୍ମରେ । ଏବଂ ଆମେ ଏହି ତୁଳସୀ ଗଛକୁ ଘର ଅଗଣାରେ ଲଗାଇଥାଉ କାରଣ ଏହାର ଦର୍ଶନ କରି ଯେଉଁ କାର୍ଯ୍ୟ କରିବା ପାଇଁ ବାହାରକୁ ଆମେ ଯାଇଥାଉ ତାହା ସଫଳ ହୋଇଥାଏ । ଏବେ ଜାଣନ୍ତୁ କଣ ସେହି ଉପାୟଟି । ସର୍ବ ପ୍ରଥମେ ଏକ ୪ ,୫ ଟି ତୁଳସୀ ପତ୍ର ଆଣନ୍ତୁ । ଏହାପରେ ପିତ୍ତଲ ଢାଳରେ ପାଣି ଫୁଲ କରି ରଖନ୍ତୁ ।

ଏହାପରେ ସେହି ଢାଳ ପାଣିରେ ତୋଳିଥିବା ତୁଳସୀ ପତ୍ର ପକାଇ ଦିଅନ୍ତୁ । ଯେମିତି କି ପତ୍ର ଗୁଡିକ ବୁଡି ରହିବ ଜଳରେ । ସେହି ପାଣିକୁ 24 ଘଣ୍ଟା ପର୍ଯ୍ୟନ୍ତ ସେହିଭଳି ରହିବାକୁ ଦିଅନ୍ତୁ । ଏହାପରେ 24 ଘଣ୍ଟା ପରେ ସେହି ପାଣିକୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରର ଉପରେ ଛିଞ୍ଚି ଦିଅନ୍ତୁ ।ଏହା ସହିତ ଗହର ସମସ୍ତ ଜାଗାରେ ଏହାକୁ ଛିଞ୍ଚି ଦିଅନ୍ତୁ ।

ସବୁବେଳେ ଧ୍ୟାନ ରଖନ୍ତୁ କି ଏହି ଉପାୟକୁ କେବଳ ଆପଣ ସକାଳେ ବା ସନ୍ଧ୍ୟା ବେଳେ ହିଁ କରିପାରିବେ । ଏବଂ ଏହା ମନେ ରଖନ୍ତୁ ଏହି କାର୍ଯ୍ୟ କରିବା ସମୟରେ ଜେଭଳି ଆପଣଙ୍କୁ କେହି ବି ନ ଦେଖନ୍ତି । ଏହି ଉପାୟ ବିଷୟରେ ଆପଣ କାହା ସହ ମଧ୍ୟ ଆଲୋଚନା କରନ୍ତୁ ନାହିଁ କରିବା ପୂର୍ବରୁ । ଏହା କରିବା ଫଳରେ ମାତା ବୃନ୍ଦାବତୀ ଅଧିକ ଖୁସି ହୋଇଥାନ୍ତି ।

ଆପଣଙ୍କ ମନ ମୁତାବିକ ଫଳ ଆପଣଙ୍କୁ ଭଗବାନ ଦେଇଥାନ୍ତି । ଏହି ଉପାୟଟିକୁ କରନ୍ତୁ ନିଶ୍ଚୟ ମା ବୃନ୍ଦାବତୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ତୁଲସୀ ଗଛର ମହାନତା ସବୁବେଳେ ମଣିଷଙ୍କ କାମରେ ହିଁ ଆସିଥାଏ । ମା ବୃନ୍ଦାବତୀଙ୍କର ବହୁତ ହିଁ କୋମଳ ହୋଇଥାନ୍ତି । ସମସ୍ତ ଭକ୍ତଙ୍କ କଥା ବହୁତ ଶୀଘ୍ର ହିଁ ବୁଝିଯାନ୍ତି ଓ ପୂରଣ କରିଦିଅନ୍ତି ।

ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚିନ୍ତ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ  ।

Leave a Reply

Your email address will not be published. Required fields are marked *