ସ୍ତ୍ରୀର ଏହି 3ଟି ଭୁଲ କାରଣରୁ ସ୍ଵାମୀର ହୁଏ ଶୀଘ୍ର ମୃତ୍ୟୁ ହୋଇଥାଏ, ବିବାହିତ ନାରିମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ… Vastu Shastra

ନମସ୍କାର ବନ୍ଧୁଗଣ, ସଂସାରରେ ସମସ୍ତ ସ୍ତ୍ରୀ ଚାହାନ୍ତି ସଦା ସୁହାଗନ ହୋଇ ରହିବା ପାଇଁ । ଶାସ୍ତ୍ରରେ କୁହାଯାଏ ଗୋଟେ ବ୍ୟକ୍ତିର ଜୀବନ ସେବେ ପର୍ଯ୍ୟନ୍ତ ଅଧୁରା ହୋଇଥାଏ ଯେବେ ପର୍ଯ୍ୟନ୍ତ ତାଙ୍କ ବିବାହ ନ ହୋଇଛି । ଭଗବାନ କରନ୍ତୁ ଦୁନିଆର କୌଣସି ସ୍ତ୍ରୀ ଏହି ୩ଟି ଭୁଲ କେବେ ନ କରନ୍ତୁ ଯେଉଁଥିପାଇଁ ଅକାଳରେ ତାଙ୍କ ସ୍ଵାମୀଙ୍କ ଜୀବନ ଚାଲିଯିବ ଆଉ ସେ ବିଧବା ହୋଇଯିବେ । ତେବେ ଆସନ୍ତୁ ଜାଣିବା ସେହି କାରଣ ବିଷୟରେ ବିସ୍ତାରରେ ।

ପ୍ରଥମ: ଖାସ କରି ଯେଉଁ ନାରୀ ସାବିତ୍ରୀ ଦିନ ବା କୌଣସି ବ୍ରତ ଆପଣଙ୍କ ସ୍ଵାମୀଙ୍କ ପାଇଁ ରଖି ଲୁଚିକରି ଭୋଜନ ଗ୍ରହଣ କରିଦିଅନ୍ତି, ପଣି ବି ଯଦି ପିଇଦିଅନ୍ତି ତେବେ ସ୍ଵାମୀଙ୍କ ମୃତ୍ୟୁ ନିକଟ ଭବିଷ୍ୟତରେ ନିଶ୍ଚୟ ହୋଇଯାଏ । ଭୋଜନ ପାଇଁ ମନରେ ଆଶା ମଧ୍ୟ ବ୍ରତ ସମୟରେ ରଖିବା ଉଚିତ ନୁହେ । ଏଭଳି ସ୍ତ୍ରୀଙ୍କୁ ବହୁତ ଜନ୍ମ ପର୍ଯ୍ୟନ୍ତ ସ୍ଵାମୀଙ୍କ ଠାରୁ ବଞ୍ଚିତ ରହିବାକୁ ପଡେ । ଶାସ୍ତ୍ରରେ କୁହା ଯାଇଛିକି ଯଦି କୌଣସି ମହିଳା ବ୍ରତ ସମୟରେ ଲୁଚି ବ୍ରତର ନିୟମ ଭାଙ୍ଗିଦିଅନ୍ତି ଏବଂ କାହାକୁ ଜାଣିବାକୁ ବି ଦିଅନ୍ତି ନାହିଁ ତେବେ ମଧ୍ୟ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ଯୁବା ଅବସ୍ଥାରେ ହୋଇଯାଏ ।

ଦିତୀୟ: କଥା କଥାରେ ସ୍ଵାମୀଙ୍କ ମିଛ ରାଣ ପକାଇବା ଏବଂ ଛୋଟ ଛୋଟ କଥାରେ ଝଗଡା ଲଗାଇବା । ଖରାପ କଥା କହି ସ୍ଵାମୀଙ୍କୁ ଗାଳି ଦେବା ଘୋର ପାପର ବରାବର ମନାଯାଏ । ଏଥିପାଇଁ ନିକଟ ଭବିଷ୍ୟତରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ । ଏବଂ ଯୁବ ଅବସ୍ଥାରେ ସ୍ଵାମୀଙ୍କ ମୃତ୍ୟୁକୁ କେହି ଅଟକାଇ ପାରିବେ ନାହିଁ । ଏଭଳି ନାରୀଙ୍କୁ ଗରୁଡ ପୁରାଣ ଅନୁସାରେ ସ୍ଵାମୀଙ୍କ ଠାରୁ ସବୁବେଳେ ବଞ୍ଚିତ ରହିବାକୁ ପଡେ । କାରଣ ସ୍ଵାମୀ ପରମେଶ୍ଵରଙ୍କ ସ୍ଵରୁପ ହୋଇଥାନ୍ତି ।

ତୃତୀୟ: ଯଦି କୌଣସି ନାରୀ ମାଂସ ସେବନ କରନ୍ତି ତେବେ ତାଙ୍କ ସ୍ଵାମୀଙ୍କ ଉପରେ କଷ୍ଟ ଆସିଥାଏ । ଏବଂ ତାଙ୍କ ମୃତ୍ୟୁ ଯୁବ ଅବସ୍ଥାରେ ହୋଇଯାଏ । ଖାସ କରି ଗୁରୁବାର ଦିନ ମୁଣ୍ଡ ଧୋଇଲେ ସ୍ଵାମୀ ଓ ସନ୍ତାନଙ୍କ ମୃତ୍ୟୁ ବହୁତ ଜଲ୍ଦି ହୋଇଥାଏ । ସ୍ଵାମୀ ଥାଇ ମଧ୍ୟ ପର ପୁରୁଷକୁ ଆଖି ପକାଇବା ବା ତାଙ୍କ ସହ ସମ୍ବନ୍ଧ ରଖିଲେ ସ୍ଵାମୀଙ୍କ ମୃତ୍ୟୁ ଯୁବ ଅବସ୍ଥାରେ ହୋଇଯାଏ । ଯଦି କୌଣସି ନାରୀ ମଙ୍ଗଳ ସୂତ୍ର କାଢିଡିଏ ଏବଂ ନିଜ ମଥା ବି ଖାଲି ରଖନ୍ତି, ହାତରେ ଚୁଡି, ପାଦରେ ପାଉଁଜି ଯଦି ନ ପିନ୍ଧନ୍ତି ତାହାଲେ ସ୍ଵାମୀଙ୍କ ମୃତ୍ୟୁ ବହୁତ ଜଲଦି ହୋଇଯାଏ । ସ୍ଵାମୀଙ୍କ ପୂର୍ବରୁ ଭୋଜନ କରୁଥିବା ନାରୀମାନଙ୍କର ସ୍ଵାମୀଙ୍କ ମୃତ୍ୟୁ ମଧ୍ୟ ବହୁତ ଜଲ୍ଦି ହୋଇଥାଏ ।

ରତିରେ ଡେରିରେ ସୋଇ ସକାଳୁ ଡେରିରେ ଉଠୁଥିବା ନାରିଙ୍କ ସ୍ଵାମୀ ମଧ୍ୟ ବହୁତ ଜଲଦି ମୃତ୍ୟୁ ପ୍ରାପ୍ତ କରନ୍ତି । ସବୁବେଳେ ନିଜ ମଥାରେ ଲମ୍ବା ସିନ୍ଦୁର ଲଗାନ୍ତୁ ଏହାଦ୍ୱାରା ଆପଣଙ୍କ ସ୍ଵାମୀଙ୍କ ଆୟୁ ବୃଦ୍ଧି ହୋଇଥାଏ । ତେବେ ବନ୍ଧୁଗଣ ଏହିସବୁ କଥାକୁ ନିଶ୍ଚୟ ଧ୍ୟାନରେ ରଖିବେ । ଏବଂ ଆଜିର ଏହି ପୋଷ୍ଟଟି ଆପଣମାନଙ୍କୁଯଦି ଭଲ ଲାଗିଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *