ଦଶହରା ଆଗରୁ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, ଘରକୁ ଆସିବେ ସାକ୍ଷାତ ମା’ ଲକ୍ଷ୍ମୀ… ହେବ ଏତେ ଧନବର୍ଷା କି ସମ୍ଭାଳି ପାରିବେନି ଆପଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ନବରାତ୍ରିର ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା । ଏହି ନବରାତ୍ରି ଦିନ ମା ଦୁର୍ଗାଙ୍କୁ ପୂଜା କରାଯାଏ । ଏବଂ ଏହି ନଅ ଦିନରେ ମାଙ୍କର ନଅଟି ରୂପକୁ ପୂଜା କରାଯାଇଥାଏ । ମାଙ୍କୁ ଏହି ସମୟରେ ପ୍ରସନ୍ନ କରିବାକୁ ଚାହୁଥିଲେ ଘରକୁ ଆଣନ୍ତୁ ଏହି ଜିନିଷ ଯାହାଦ୍ୱାରା ମା ଆପଣଙ୍କ ଘରକୁ ପ୍ରବେଶ କରିବେ । ଏବଂ ନିଜର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରଖିବେ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।

ମା ଦୂର୍ଗା ଏହି ସମୟରେ ନଅ ଦିନ ପାଇଁ ପୃଥିବୀରେ ଅବତରଣ କରନ୍ତି । ଏବଂ ନିଜର ପ୍ରିୟ ଭକ୍ତଙ୍କ ସମସ୍ତ କଷ୍ଟକୁ ହରଣ କରନ୍ତି । ମାଙ୍କୁ ପ୍ରସନ୍ନ କରିବା ପାଇଁ ଏହି ସମୟରେ କେତେ ପୂଜା ସମାରୋହର ଆୟୋଜନ କରାଯାଇଥାଏ । ସମସ୍ତ ପୀଠ ମା ଦୂର୍ଗାଙ୍କ ପୂଜା ପାଇଁ ଚଳ ଚଞ୍ଚଳ ହୋଇପଡିଥାଏ । ତେଣୁ ଏହି ସମୟରେ ଆପଣମାନେ ମଧ୍ୟ ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ନିଜ ଘରକୁ ଆଗମନ କରିବା ନିମତେ ଆକର୍ଷିତ କରନ୍ତୁ ।

ମାଙ୍କୁ ପ୍ରସନ୍ନ କରିବା ନିମନ୍ତେ ଘରକୁ ଆଣନ୍ତୁ ଏହି ଜିନିଷ । ପ୍ରଥମ: ବନ୍ଧୁଗଣ ଏହି ନବରାତ୍ରି ସମୟରେ ଘରକୁ ମୟୁର ପୁଛ ଆଣିବା ବହୁତ ଶୁଭ ହୋଇଥାଏ । ଏହି ସମୟରେ ଘରକୁ ମୟୁର ପୁଛ ଆଣିବା ଦ୍ଵାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଏବଂ ଏହି ମୟୁର ପୁଚ୍ଛକୁ ପୂଜା କରି ଯଦି ପିଲାମାନଙ୍କର ଘରେ ରଖୁଛନ୍ତି ତେବେ ପିଲା ମାନଙ୍କର ପାଠ ପଢାରେ ମନ ନିବେଶ ହୋଇଥାଏ ।

ଦିତୀୟ: ଯଦି ଆପଣ ଏହି ନବରାତ୍ରି ସମୟରେ ତୁଲସୀ ଗଛ ଲଗାନ୍ତି ବା ପୂଜା କରନ୍ତି ତେବେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏବଂ ଏହା କରିବା ଫଳରେ ମାତା ଲକ୍ଷ୍ମୀ ମଧ୍ୟ ଘରକୁ ଆଗମନ କରିଥାନ୍ତି । ମାତା ଦୁର୍ଗା ଏହାଦ୍ବାରା ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥାନ୍ତି । ଯଦି ନବରାତ୍ରିର ଆରମ୍ଭ ସମୟରେ ଘରକୁ କୌଣସି ଧଳା ରଙ୍ଗର ଜିନିଷ ଅଣୁଛନ୍ତି ତେବେ ଆପଣଙ୍କ ଘରେ ଖୁସିର ଲହରୀ ଖେଳି ଉଠେ ।

ସମସ୍ତେ ଖୁସିରେ ନିଜ ଜୀବନକୁ ଉପଭୋଗ କରନ୍ତି । ମିଠା, କ୍ଷୀର, ଚାଉଳ ଓ ଧଳା ରଙ୍ଗର ବସ୍ତ୍ର ଏହି ସମୟରେ ଘରକୁ ଆଣିଲେ ମଧ୍ୟ ଆପଣଙ୍କ ଘରେ ଧନ ସମ୍ପତିରେ ପରିପୂର୍ଣ ହୋଇଥାଏ । ଏହି ସବୁ କରିବା ଫଳରେ ଘରେ କେବେ ସୁଖ ସମୃଦ୍ଧିର ଅଭାବ ରହିବ ନାହିଁ ।

ଏହିସବୁ କାର୍ଯ୍ୟ କରନ୍ତୁ ମା ଦୂର୍ଗା ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ହୋଇ ଆପଣଙ୍କୁ ମନର ସମସ୍ତ ଦୁଖକୁ ହରଣ କରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲନ୍ତୁନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚିନ୍ତ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *