ସୂର୍ଯ୍ୟ ପରାଗ 5ଟି ରାଶି ର ହେବ ଭାଗ୍ୟ ପରିବର୍ତ୍ତନ କୋଟିପତି, ସାବଧାନ ଗର୍ଭବତୀ

ଡିସେମ୍ବର ମାସରେ ଏକ ପରାଗ ଲାଗିବା ପାଇ ଯାଉଛି ଏହା କୁ ଆମେ ଜାଣି ନେବା ଆଦରକାର କି କେଉଁ ସମୟରେ ଏହା ଲାଗିବା ପାଇଁ ଯାଉଛି ଓ ଏହା ଲାଗିବା ପରେ ଆମେ ଏହି ସମୟରେ କଣ କଣ କରିବା ଉଚ୍ଚିତ ଅଟେ । ଏହି ପରାଗ ଡିସେମ୍ବର ୪ ତାରିଖ ସକାଳ ୧୦ ଘଣ୍ଟା ୫୬ ମିନିଟ ରେ ଆରମ୍ଭ ହୋଇ ସନ୍ଧ୍ୟା ୩ ଘଣ୍ଟା ୭ ମିନିଟ ଯାଏ ରହିବ । ଆପଣ ମାନେ ଏହି ସମୟରେ ମଧ୍ୟରେ କିଛି ଭି ପାକ ପ୍ରସ୍ତୁତ କରିବା ଖରାପ ହୋଇ ଥାଏ ।

ଏହି ସମୟରେ ଆପଣ ଘରେ ରହିବା ଭଲ । ଏହା ଏକ ଉପଛାୟା ଗ୍ରହଣ ହେବା ପାଇଁ ଯାଉଛି ଭାରତ ପାଇଁ କିନ୍ତୁ  ଏହା ପାଇଁ ଆପଣ ଘରେ କିମ୍ବା ମନ୍ଦିର ରେ ପୂଜା କରିବେ ନି କି ଆପଣ ଏହି ସମୟରେ ଖାଦ୍ଯ ପ୍ରସ୍ତୁତ କରିବେନି । ଏହା ଚନ୍ଦ୍ର ଗ୍ରହଣ ର କିଛି କମ ଦିନ ମହଦ୍ଯରେ ଲାଗୁଥିବା ରୁ ଏହାର ପ୍ରଭାବ ଖୁବ ଅଧିକ ରହୁଛି ।

ରାହୁ ଓ କେତୁ ଙ୍କ ପ୍ରଭାବ ଅଧିକ ଅଛି ଏହା ସହ ମଙ୍ଗଳ ମଧ୍ୟ ନିଜ ସ୍ଥାନ ପରିବର୍ତ୍ତନ କରୁଛନ୍ତି । ଯେଉଁ ମାନେ ଗର୍ଭବର୍ତ୍ତୀ ମହିଳା ମାନେ ଅଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ଧାରୁଆ ଜିନିଷ ଠାରୁ ନିଜକୁ ଦୂରେଇ ରଖନ୍ତୁ । ରୋଗୀ, ବୃଦ୍ଧ, ବାଳକ ଙ୍କୁ ଛାଡି ଦେଲେ ଅନ୍ୟମାନେ ଖାଦ୍ଯ ଗ୍ରହଣ କରିବା ଅନୁଚିତ ଅଟେ ।

ଏହି ସମୟରେ ଆପଣ ଗାଇକୁ ପତ୍ର କିମ୍ବା ଘାସ ଖାଇବା ଅପାଇନ ଦିଅନ୍ତୁ ଏହା ଶୁଭ ହୋଇ ଥାଏ । ଏହି ସମୟ ଚାଲିବା ବେଳେ ଆପଣ ଶୋଇବା ଆଦୌ ଭଲ ନୁହେଁ । ଏହା ସହ ଆପଣ ମାନେ ଏହି ଦିନ ପାଇଁ ଆଗରୁ ଖାଦ୍ଯ ବନାଇ ନେଇଥିବେ । ଏହି ସମୟରେ କିଛି ରାଶି ମାନଙ୍କ ପାଇଁ ସମୟ ଖୁବ ଭଲ ଅଛି ଏହି ରାଶି ମାନେ ଏବେ ସବୁ କିଛି ପାଇ ପାରିବେ ।

ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବା କି କେଉଁ କେଉଁ ରାଶି ମାନେ ଭାଗ୍ଯବାନ ଅଛନ୍ତି । ତେବେ ପ୍ରଥମ ରାଶି ହେଉଛି ମିଥୁନ ରାଶି – ଏହି ରାଶି ଙ୍କ ଆର୍ଥିକ ସମସ୍ଯା ମାନ ଦୂର ହେବାକୁ ଲାଗିବ ଏମାନେ ସବୁ କିଛି ପାଇବେ ନିଜ ସମ୍ପତ୍ତି ଭଳି କିଛି । ଏମାନଙ୍କ ସମସ୍ଯା ମାନ ଦୂର ହୋଇଯିବ ।

ଏହାପରେ କର୍କଟ ରାଶି – ଏହି ରାଶିର ଲୋକମାନେ ଯାହା ଚାହିଁ ବେ ତାହା ଏମାନେ ପାଇବେ ଏମାନେ ଯଦି ଚାହିଁ ବେ ତ ନିଜ ଭାଗ୍ୟ ବଦଳାଇ ପାରିବେ । ଯେଉଁ ମାନେ ଅନେକ ଦିଆନରୁ ଚାକିଋ କରୁଛନ୍ତି ସେମାନେ ଏବେ ଚାକିଋ ନିଶ୍ଚିତ ଭାବେ କରି ପାରିବେ ।

ତୁଳା ରାଶି – ଏହି ରାଶିର ଲୋକମାନେ ଏବେ ଖୁବ ଭଲ ପରିଣାମ ପାଇବେ । ଏମାନଙ୍କ ମାନଶୀକ ଶାନ୍ତି ଏବେ ବଜାୟ ରହିବ । ଯେଉଁ କାମ ପାଇଁ ଅନେକ ଦିଆନରୁ ଚେଷ୍ଟା କରୁଥିଲେ ଏହା ଖୁବ ଜଲ୍ଦି ହୋଇଯିବ ।

କନ୍ୟା ରାଶି – ଏହି ରାଶିର ଲୋକମାନେ ନିଜ କାମ ନିଜେ କରିବେ କିନ୍ତୁ ଆପଣ ଭାବନା ଅପେକ୍ଷା ନିଜ ଚିନ୍ତା କୁ ଦେଖି କମ କରନ୍ତୁ । ଏହା ପରେ ଆସେ କୁମ୍ଭ ରାଶି – ଏହି ରାଶି ମାନେ ଏବେ ରାଜାଙ୍କ ଭଳି ବଞ୍ଚିବେ । କିଛି ନୂଆ ଜାଗା କିମ୍ବା ନୂଆ ଗାଡି କ୍ନିବା ଭଳି ଯୋଗ ମଧ୍ୟ ଦେଖାଉଛି ।

Leave a Reply

Your email address will not be published. Required fields are marked *