ସୂର୍ଯ୍ୟାସ୍ତ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ ହୋଇଯିବେ ବର୍ବାଦ

ଆମ ଭାରତ ପୂର୍ବ ଦିଗରେ ଅବସ୍ଥିତ ତେଣୁ କରି ଏହି ଜାଗାରେ ରହିବା ଖାଇବା ଚଳଣି ମଧ୍ୟ ଅଲଗା ପ୍ରକାର ହୋଇ ଥାଏ । କୁହାଯାଏ କି ପୂର୍ବ ଦିଗରୁ ସୁରଜ୍ୟଙ୍କ ଉଦୟ ହୋଇ ଥାଏ । ଏହା ପାଇଁ ଆମକୁ ପୂର୍ବ ଦିଗର ନିୟମ ମାନ ମଧ୍ୟ ଅଲଗା ମାନିବା କୁ ପଡି ଥାଏ । ଆପଣମାନେ ଯଦି ଜାଣି ଥିବେ ଏହା ମଧ୍ୟ ଜାଣି ଥିବେ କି କିଛି ଲୋକମାନେ କହି ଥାନ୍ତି ସେମାନଙ୍କୁ ପାଶ୍ଚାତ୍ୟ ସଭ୍ୟତା ଭଲ ଲାଗି ଥାଏ ଏହା ସତ୍ୟ ଅଟେ । କିନ୍ତୁ ଆମେ ପୂର୍ବ ଦିଗରେ ରହି ଥାଉ ।

ଆପଣମାନେ ଜାଣି ଥିବେ କି ଆମ ଦେଶରେ ଭଗବାନ ସୂର୍ଯ୍ୟ ଦେବନକୁ ପୂଜା କରାଯାଏ । ଏହା ସହ ଭଗବାନ ସୂର୍ଯ୍ୟ ଦେବଙ୍କ ପୂଜା କରିବା ସହ ଆମକୁ କିଛି ଉପାୟ ମଧ୍ୟ କରିବା ପାଇଁ ପଡିଥାଏ । କହିବାର ମାନେ ହେଉଛି କି ଆମ ଶାସ୍ତ୍ର ଅନୁସାରେ କୁହାଯାଇଛି କି ।

ସୂର୍ଯ୍ୟ ଉଦୟ ଆଗରୁ କିମ୍ବା ସୂର୍ଯ୍ୟ ଉଦୟ ବେଳେ କିଛି କାମ କରିବା ଅମନା ହୋଇଥାଏ । ଏହାର କାରଣ ହେଉଛି କି ସୂର୍ଯ୍ୟ ଉଦୟ ଆଗରୁ ଆମେ ଉଠିବା ଭଲ ହୋଇଥାଏ ଏହା ସହ ଆମକୁ ଏହି ସମୟ ବ୍ରହ୍ମ ମୂହୁର୍ତ୍ତ ମଧ୍ୟ କୁହାଯାଏ ।

କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ସୂର୍ଯ୍ୟାସ୍ତ ମଧ୍ୟ ଭଲ ସମୟ ଥାଏ । ଏହି ଦିନ କିଛି କାମ କରିବା ମନା ହୋଇଥାଏ । ଏହାର କାରଣ ଯେଉଛି କି ଏହି ସମୟରେ ଖାଇବା ଭଲ କଥା ନୁହେଁ ଆପଣ ସକାଳ 3 ଟା ରେ କିଛି ଭି ଖାଇବା ଭଲ ହୋଇ ନଥାଏ ଏହା ସହ ଏହା ମଧ୍ୟ କୁହାଯାଏ କି ଏହି ସମୟରେ ଶୋଇବା ମନା ହୋଇ ଥାଏ ।

କିଛି ଲୋକଙ୍କ ମତ ଅନୁସାରେ ଏହି ସମୟ କୁ ମୃତ୍ୟୁ ର ସମୟ କୁହାଯାଏ । ଏହାର କାରଣ ହେଉଛି କି ଏହି ସମୟ କୁ ଅଶୁଭ ସମୟ ମଧ୍ୟ କୁହାଯାଇ ଥାଏ । କିଛି ଲୋକମାନେ ଏହି ସମୟରେ ଖଟରେ ପଡିକି ରହି ଥାନ୍ତି । ଏହା ସହ ସେମାନେ ଏହି ସମୟରେ ଝାଡୁ ମଧ୍ୟ କରି ଥାନ୍ତି ।

କୁହାଯାଏ କି ଭଗବାନ ଏହା ପାଇଁ ରାଗି ଥାନ୍ତି ଏହା ସହ ସେମାନେ ମା ଲକ୍ଷ୍ମୀ ଙ୍କ ଦୟା ମଧ୍ୟ ପାଇ ନଥାନ୍ତି । ସୂର୍ଯ୍ୟାସ୍ତ ସମୟରେ ଆପଣ ମାନେ ବସି ରହିବା ଆବଶ୍ୟକ ହୋଇ ଥାଏ ଯେଉଁ ମାନେ ଏହି ସମୟରେ ସୋଇ ଥାନ୍ତି ସେମାନଙ୍କ ଭାଗ୍ୟ ମଧ୍ୟ ସୋଇ ଯାଇଥାଏ ଏହି ଭଳି ଉଲେଖ୍ହ ଅଛି ।

ଏହା ମଧ୍ୟ କୁହାଯାଇଛି କି କିଛି ଲୋକମାନେ ଏହି ସମୟରେ ପ୍ରେମ କରି ଥାନ୍ତି ଏହା ମଧ୍ୟ ଭୁଲ କଥା । ଆପଣ ମାନେ ଏହି ସମୟରେ ନିଜ ଉପରେ ସଂଯମ ରଖିବା ଦରକାର । ଏହି ସମୟ ବେଳେ ଆପଣ ଯଦି ପେପର ପଡିବା କିମ୍ବା ଟିଭି ଦେଖିବା ଭଳି କମ କରିବେ ତେବେ ଏହା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *