ସୂର୍ଯ୍ୟ ଦେବଙ୍କୁ ଜଳ ଦେବା ଅର୍ପଣ କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ ଭୁଲ

ପୁରାଣ ଅନୁସାରେ କୁହାଯାଇଛି କି ଭଗବାନ ଙ୍କୁ ପୂଜା କରିବା ଭଲ ହୋଇ ଥାଏ । କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁସାରେ ଗାଧୋଇବା ସମୟରେ ସେଇ ଓଦା ଲୁଗା ରେ ରହି ଭଗବାନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଭଲ ହୋଇଥାଏ । କିଛି ଲୋକମାନେ ସୂର୍ଯ୍ୟ ଭଗବାନଙ୍କୁ ଜଳ ଦେବା ପ୍ରଥା ମଧ୍ୟ ଅଛି । ଆପଣ ମାନେ ଜାଣିଥିବେ କି ଭଗବାନ ସୂର୍ଯ୍ୟ ଦେବଙ୍କ ପୂଜା କରିବା ଦ୍ଵାରା ଅନେକ କଷ୍ଟରୁ ମୁକ୍ତି ମିଳିଥାଏ ।

କୁହାଯାଏ କି ଭଗବାନ ସୂର୍ଯ୍ୟ ଦେବ ହେଉଛନ୍ତି ସ୍ଵୟଂ ଆଦିତ୍ୟ ନାରାୟଣ ଯଦି କାହାର ସମୟ ଖରାପ ଚାଲିଥାଏ ତେବେ ନିଶ୍ଚିତ ଭାବେ ସେ ଭଗବାନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଭଲ ହୋଇଥାଏ । ଆପଣମାନେ ଯଦି ଭାବୁଛନ୍ତି ଆମେ ଅନେକ ଚେଷ୍ଟା କରୁଛେ କିନ୍ତୁ କିଛି ପରିଣାମ ଆମକୁ ମିଳୁନି ।

ତେବେ ଆପଣ ଗାଧୋଇବା ପରେ ହିଁ ଭଗବାନ ସୂର୍ଯ୍ୟ ଙ୍କୁ କିଛି ଜଳ ନେଇ ଅର୍ପଣ କରନ୍ତୁ କିନ୍ତୁ ଖାଲି ଜଳ ଦେବା ଅପେକ୍ଷା ଆପଣ ଯଦି ଏକ ତମ୍ବା ପାତ୍ର ରେ କିଛି ହଳଦୀ ମିଶାଇ ଓ ଏହା ସହ କିଛି ଫୁଲ ପକାଇ ଏହାକୁ ନେଇ ଅର୍ପଣ କରିବେ ତେବେ ଏହା ଆପଣଙ୍କୁ ଭଲ ପରିଣାମ ଦେବ ।

ଆପଣ ଯଦି ଚାହିଁବେ ଏହା ମଧ୍ୟରେ କିଛି କ୍ଷୀର ମଧ୍ୟ ଦେଇ ପାରିବେ । ଆପଣ ଭଗବାନ ଙ୍କୁ ଲାଲ ମନ୍ଦର ଦେଇ ପୂଜା କରିବା ଦ୍ଵାରା ଆହୁଋ ଭଲ ପରିଣାମ ମଧ୍ୟ ମିଳି ପାରିବ । ଆପଣଙ୍କ ଜୀବନରେ କେବଳ ନୁହେଁ ଆପଣଙ୍କ ଘରେ ମଧ୍ୟ ଶାନ୍ତି ରହିବ ।

ଆଜି ଆମେ କହିବା କୀ ଆପଣ କେଉଁ କେଉଁ ଜିନିଷର ଧ୍ୟାନ ରଖିବେ । ଆପଣମାନେ ସବୁ ବେଳେ ପୁର୍ବ୍ବ ଦିଗକୁ ମୁହଁ କରି ଭଗବାନ ଙ୍କୁ ଜଳ ଦିଅନ୍ତୁ । ଏହା ସହ ଆପଣ ଏହାକୁ ନିଜ ଠାରୁ ଦୂରେଇ କି ଦେବେ ଯେଉଁ ଭଳି ଭାବେ ଆପଣଙ୍କ ପାଦରେ ଆପଣଙ୍କ ପାଦରେ ଏହା ନ ପଡିଥାଏ ।

ଆପଣ ଜଳ ଦେବା ସମୟରେ ନିଜକୁ ଭଲ କରି ସଫା କରିବା ପରେ ଆପଣ ଗାଧୋଇବା ସହ ଭଲ ବସ୍ତ୍ର ପରିଧାନ କରି ଆପଣ ଜଳ ଦେବେ । ଆପଣ ଜଳ ଦେବା ପାଇଁ ତମ୍ବା ପାତ୍ରର ବ୍ୟବହାର କରିବେ । ସୂର୍ଯ୍ୟ ଦେବଙ୍କୁ ଆପଣ ବ୍ରହ୍ମ ମୂହୁର୍ତ୍ତ ରେ ଦେବା ଭଲ ହୋଇ ଥାଏ । ସୂର୍ଯ୍ୟ ଭଗବାନ ଙ୍କୁ ଅକ୍ଷୟ ଫୁଲ ଦେବା ଆବଶ୍ୟକ ଅଟେ ।

ଆପଣ ଜଳ ଦେବା ଅବେଳେ ଏକ କଥାକୁ ମନ ରଖିବେ କି ଆପଣ ଜଳ ଦେବା ବେଳେ ନିଜ ହାତକୁ ମୁଣ୍ଡ ଉପରେ ରଖିବେ । ଆପଣ ଯଦି ଜଳ ଦେବା ବେଳେ ଏହା ମଧ୍ୟରୁ ଭଗବାନ ଙ୍କୁ ଦେଖି ପାରିବେ ଏହା ଦ୍ଵାରା ଆଖି ଭଲ ହୋଇ ଥାଏ । ଆପଣ ଜଳ ଦେବା ବେଳେ ଆଉ ଏକ କଥାର ଧ୍ୟାନ ମଧ୍ୟ ଦେବେ ଆପଣ ଚପଲ ନପିନ୍ଧି କି ଦେବେ ।

Leave a Reply

Your email address will not be published. Required fields are marked *