ଆସୁଥିବା ନୂଆ ବର୍ଷ ପାଇଁ ସବୁଙ୍କୁ ଅଭିନଦାନ ଦେବା ସହ ଆମେ କିଛି କଥା ମଧ୍ୟ ସେୟାର କରିବା ପାଇଁ ଯାଉଛୁ । ଆପଣ ମାନେ ଜାଣି ଥିବେ କି ଭାରତ ରେ ଆମେ ଅନେକ ପ୍ରକାର ଖାଦ୍ଯ କ୍ଷ୍ହାଇବା ପାଇଁ ଭଲ ପାଇ ଥାଉ ଏହି ଜାଗାରେ ଅନେକ ପୂଜା ଓ ଅନେକ ପର୍ବ ଅଲଗା ଲଗା ଦିନରେ ହୋଇ ଥାଏ ଯାହା ଦ୍ଵାରା ଆମକୁ ସବୁ ବେଳେ ନିଜ ଖାଇବା କୁ ଭଲ କରିବା ପାଇଁ ଚେଷ୍ଟା ରଖିଥାଊ । ଆଜି ଆମେ କହିବା କି ଆମ ଭରତରେ ବ୍ୟବହାର ହେଉଥିବା ମସଲା ମାନଙ୍କ ମଧ୍ୟରେ ଏକ ମସଲା ।
ଏହି ଲବଙ୍ଗ ଅଲଗା ଭଳି ଭି ଅଛି ଯାହା ଆମକୁ ସବୁ କ୍ଷେତ୍ରରେ ସାହାଜ୍ଯ କରିଥାଏ । ଏହା ମହଦ୍ଯରେ ଲବଙ୍ଗ ହେଉଛି ଏକ । ଆଜି ଆମେ କହିବା କି ସାଧାରଣ ଏକ ଲବଙ୍ଗ ଆମ ଭାଗ୍ୟ କୁ କିଭଳି ବଦଳାଇ ପାରିବ । ପ୍ରଥମ କଥା ମନ ରଖନ୍ତୁ କି ଏହାକୁ ଆମ ସମାଜରେ ତାନ୍ତ୍ରିକ କାମରେ ଅମଧ୍ୟ ବ୍ୟବହାର କରାଯାଏ ।
କିନ୍ତୁ ଆମେ ଆଜି କହିବା କି ଯଦି ଅନେକ ଚେଷ୍ଟା ପରେ ମଧ୍ୟ ଆପଣଙ୍କ ଭାଗ୍ୟ ବଦଳିବାର ଆସା ଦେଖା ଯାଉନି ତେବେ ଆପଣ ଏହାକୁ କରନ୍ତୁ । ଆପଣ ଏହାକୁ କେଉଁ ଦିନଭି କରି ପାରିବେ ଆମେ କହିବା ପାଇଁ ଯାଉଥିବା ଉପାୟକୁ ଅପଣ ଆପଣଙ୍କ ମନ ଇଛା ଦିନରେ ଆରମ୍ଭ କରି ପାରିବେ ।
ପ୍ରଥମ ଉପାୟ ହେଉଛି ଯଦି ଆପଣ ଅନେକ ଚେତା କରିବା ପରେ ମଧ୍ୟ ସଫଳତା ପାଉ ନାହାଁନ୍ତି କିମ୍ବା କିଛି ଅସୁବିଧା ହେଉଛି ତେବେ ଆପଣ ଏକ କାମ କରିବେକି ଆପଣ ଆଳତି କରିବା ସମୟରେ ଏକ ଲବଙ୍ଗ କୁ ଆଣିକି ଏହା ସହ ମିଶାଇକି ଜଳାଇ ଦେବେ ।
ଏହା ଅପରେ ଆମେ କହିବା କି ଲବଙ୍ଗ କୁ ଆପଣ ଯଦି ମା ଦୂର୍ଗାଙ୍କ ପାଖରେ ରଖିବେ ଓ ଏହାକୁ କେଉଁ ଆଡେ ଯିବା ବେଳେ ନିଯ ସହ ଆପଣ ଏହାକୁ ନେଇକ ଯିବେ ଏକ ଲବଙ୍ଗ ଆପଣ ସେହି ଜାଗାରେ ଖାଇ ନେବେ ପରେ ଆଉ ଏକ ଲବଙ୍ଗ ଆପଣ ପରେ ଖାଇ ନେବେ ।
ଏହା କରିବା ଦ୍ଵାରା ଧନର ଆଗମନ ବଢି ଜୀବ । ଆପଣ ଯଦି ଗଣେଶ ପୂଜା ଦିନ କିଛି ଲବଙ୍ଗ କୁ ନେଇକି ଏକ ଗୁଆ ସହ ରଖୀ ନେବେ ଓ ଏହାକୁ ଆପଣ ପରେ ଏହାକୁ ନେଇକି ଯେଉଁ କାମରେ ଜୀବ ଅକଥା ଯିବେ ଓ ଆସିଲା ପରେ ସେହି ଜାଗାରେ ଆପଣ ଏହାକୁ ରଖୀ ନେବେ । ତେବେ ଆଜି ଆମେ କହିଥିବା ଆଉପାୟ ଊ ଆପଣ କେଉଁ ଭି ଦିନ କରି ପାରିବେ ଏହା ଆପଣଙ୍କ ଉପରେ ନିର୍ଭର କରେ । କିନ୍ତୁ ଏହାକୁ ଆପଣ କଣ ପାଇଁ କରୁଛନ୍ତି କାହାକୁ କହିବେନି ।