ବର୍ଷର ପ୍ରଥମ ଏବଂ ମହା ଭୟଙ୍କର ସୂର୍ଯ୍ୟ ପରାଗ, ଏହି 8ଟି ରାଶିରେ ଖୁସି ଖବର ଓ 4ଟି ରାଶି ରୁହନ୍ତୁ ସାବଧାନ

ବିଶ୍ୱ ବ୍ରମହାଣ୍ଡ ପାଇଁ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ବର୍ଷରେ ୫ ରୁ ୭ ଟି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ହୋଇଥାଏ । କିନ୍ତୁ ଚଳିତ ବର୍ଷ ୨ ଟି ଚନ୍ଦ୍ରଗ୍ରହଣ ଓ ୨ ଟି ସୂର୍ଯ୍ୟପରାଗ ପୃଥିବୀ ପୃଷ୍ଠ ରେ ଦେଖାଯିବ । ଆସନ୍ତା ୧୦ ତାରିଖ ଗୁରୁବାର ର ଦିନ ମହାକାଶ ରେ ଚଳିତ ବର୍ଷ ର ୧ମ ସୂର୍ଯ୍ୟପରାଗ ଦୃଷ୍ଟିପାତ ହେବ ।

ଏହା ଆଂଶିକ ସୂର୍ଯ୍ୟପରାଗ ହେବାକୁ ଯାଉଛି । ଏହି ସୂର୍ଯ୍ୟପରାଗ ର । ଗ୍ରାସ ବା ପରାଗ ଲାଗିବା ସମୟ ହେଉଛି ଅପରାହ୍ନ ୧.୪୨ ମି. ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ ମି. ରେ ଶେଷ ହେବ । ମହାକାଶ ରେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ସାବିତ୍ରୀ ଅମାବାସ୍ୟା ଦିନ ହେଉଥିବା ଏହି ପରାଗ ରୋହିନୀ ନକ୍ଷତ୍ର ଏବଂ ବୃଷ ରାଶି ରେ ଲାଗିବାକୁ ଯାଉଛି । ଯେତେବେଳେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟ ହୋଇ ଚନ୍ଦ୍ର ଗତି କରନ୍ତି ଏବଂ ଏକ ସରଳ ରେଖା ସୃଷ୍ଟି ହୋଇ ଥାଏ । ସେତେବେଳେ ପୃଥିବୀ ପୃଷ୍ଠରେ ସୂର୍ଯ୍ୟପରାଗ ଦୃଶ୍ୟ ମାନ ହୋଇଥାଏ ।

ସୂର୍ଯ୍ୟପରାଗ ଅମାବାସ୍ୟା ତିଥିରେ ହିଁ ସଂଗଠିତ ହୋଇଥାଏ । ଆସନ୍ତା ୧୦ ତାରିଖରେ ଲାଗିବାକୁ ଯାଉଥିବା ସୂର୍ଯ୍ୟପରାଗ କାନାଡ଼ା, ୟୁରୋପ, ଥାଇଲାଣ୍ଡ, ଉତ୍ତର ଆମେରିକା, ଋଷ ଏବଂ ଚୀନ ରେ ସମ୍ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଭାରତ ର ଉତ୍ତର, ପୂର୍ବ ଅଞ୍ଚଳ ରେ ଆଂଶିକ ଭାବେ ଦେଖାଯିବ । ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁସାରେ ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟପରାଗ ପର ଠାରୁ ଗ୍ରହ ନକ୍ଷତ୍ର ମଧ୍ୟରେ ଘଟିବାକୁ ଯାଉଛି ବଡ଼ ମହାସଂଯୋଗ । ଯାହାଫଳରେ ରାଶି ଚକ୍ର ରେ ୮ ଟି ଭାଗ୍ୟଶାଳୀ ରାଶି ମାନଙ୍କ ଭାଗ୍ୟ ସମ୍ପୂର୍ଣ ବଦଳିଯିବ ।

ଏହି ରାଶି ମାନେ ବ୍ୟକ୍ତିଙ୍କୁ ମା ଲଷ୍ମୀ ଙ୍କ ଆଶ୍ରିବାଦ ରୁ ଧନ ପ୍ରାପ୍ତି ହେବ । କମ୍ପାନୀ ତରଫରୁ ବିଦେଶ ଯାତ୍ରା ଯୋଗ ମଧ୍ୟ ଅଛି । ଆପଣଙ୍କୁ ଶିଳ୍ପ, ବାଣିଜ୍ୟ, ଆଦି କ୍ଷେତ୍ର ରେ ନିବେଶ କଲେ ଏହାର ଶୁଭ ଫଳ ମିଳିବ । ବ୍ୟବସାୟ ରେ ଉନ୍ନତି ହେବ । ଚାକିରୀ ରେ ପଦୋନ୍ନତି ହେବ । ସହକର୍ମୀ ଙ୍କ ଠାରୁ ପ୍ରଶଂସା ମଧ୍ୟ ପାଇବେ । ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ । ପରିବାରର ଲୋକମାନଙ୍କ ସହ ସମ୍ପର୍କ ମଧୁର ରହିବ ।

ପ୍ରେମୀ ଓ ପ୍ରେମିକା ମାନେ ପ୍ରେମ ରେ ସଫଳତା ପାଇବେ । ବ୍ୟବାହିକ ଜୀବନ ରେ ସୁଖ ଓ ଶାନ୍ତି ରହିବ । ଶିକ୍ଷା କ୍ଷେତ୍ରରେ ମଧ୍ୟ ଭଲ ଅଛି , ସବୁବେଳେ ଆପଣ ଙ୍କ ସ୍ଥାନ ଉଚ୍ଚ ରେ ରହିବ । ଅଧିକ ପରିଶ୍ରମ ଦ୍ୱାରା ଆପଣ ଅଧିକ ଧନ ଉପାର୍ଜନ କରି ପାରିବେ । ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ । ଏହି ୮ ଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଏମାନଙ୍କ ସାଥିରେ ଅଛି । ଏହି ୮ ଟି ରାଶି ହେଉଛି ମେଷ, ବୃଷ, ଧନୁ, ତୁଳା, ମକର, ବିଛା, ସିଂହ, ମୀନ । ବାକି ୪ ଟି ରାଶି ମିଥୁନ, କର୍କଟ, କନ୍ୟା, କୁମ୍ଭ ଆଦି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହି ଦିନ ଅଶୁଭ ଅଟେ । ଆପଣ ଚେଷ୍ଟା କରିବେ ଏହି ଦିନ ଆପଣ ପରାଗ ଦେଖିବେନି ଓ ବାହାରକୁ ଯିବେନି । ଭଗବାନ ଙ୍କ ନାମ ଜପ କରନ୍ତୁ ଏହି ଦିନ ।

Leave a Reply

Your email address will not be published. Required fields are marked *