୧୦୦ ବର୍ଷ ପରେ ହେଉଛି ଏଭଳି ଦୁର୍ଲଭ ସଂଯୋଗ, ଆଜିଠାରୁ ତୁଳା ଓ କୁମ୍ଭ ରାଶି ଲୋକ କରିବେ ରାଜ

ଆମ ଜୀବନରେ ସମୟ ସହ ବହୁତ ପରିବର୍ତ୍ତନ ଦେଖାଯାଏ । ଏହାର କାରଣ ହେଉଛି ଗ୍ରହ ମାନଙ୍କ ଗତି । ଗ୍ରହ ଙ୍କ ଗତି ସହ ଆମ ଜୀବନ ରେ ଦୁଃଖ, ସୁଖ, ହାନୀ, ଲାଭ ଲାଗିରହିଥାଏ । ତେବେ ଆଜି ରାତିରୁ  ତାରିଖରୁ ୨ଟି ରାଶି ର ଭାଗ୍ୟ ବଦଳିଯିବ, ଏହି ୨ଟି ରାଶି ହେଲେ ତୁଳା ଓ କୁମ୍ଭ । ଏହି ରାଶି ର ବ୍ୟକ୍ତିମାନଙ୍କ ସବୁ କଷ୍ଟ ଦୂର ହୋଇଯିବ ।

ଆପଣଙ୍କ ବ୍ୟବସାୟ ରେ ଉନ୍ନତି ହେବ, ଘର କୁ କେହି ଆତ୍ମସମ୍ପର୍କୀୟ ଆସିପାରନ୍ତି । ଯଦି ଚାକିରୀ କ୍ଷେତ୍ରରେ ଅଛନ୍ତି ତେବେ ଆପଣଙ୍କ ର ପଦୋନ୍ନତି ହେବ । ଏହି ସମୟରେ ଆପଣଙ୍କ ଶରୀରରେ କଷ୍ଟ ବା କୌଣସି ରୋଗ ଯଦି ଥାଏ ତାହା ଭଲହୋଇଯିବ, ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ବ୍ୟବସାୟ ରେ ଯାହା ନିବେଶ କରିବେ ତାହା ଲାଭଦାୟକ ରହିବ ।

ଦୀର୍ଘଅବଧି ରୁ ଦୂରରେ ରୁହନ୍ତୁ । ପରିବାର ଓ ବନ୍ଧୁ ମାନଙ୍କ ସହ ସ୍ମରଣୀୟ ଓ ଖୁସି ର ଦିନ ବିତାନ୍ତୁ । ଆପଣଙ୍କ ଜୀବନର ସବୁ କଷ୍ଟ ଭଗବାନ ହନୁମାନଜୀ ଆପେ ଆପେ ଦୂର କରିଦେବେ । ଆପଣଙ୍କ ଜୀବନ ସୁଖମୟ ହେବ, ଏବଂ ଆୟ ବୃଦ୍ଧି ହେବ ଓ ଅର୍ଥ ଅଭାବ ଦୂର ହେବ । ପ୍ରେମୀ ବ୍ୟକ୍ତିଙ୍କୁ ପ୍ରେମ ରେ ସଫଳତା ମିଳିବ । ଅର୍ଥ ନେବା ଓ ଦେବା କ୍ଷେତ୍ର ରେ ଆପଣଙ୍କୁ ସାବଧାନ ରହିବାକୁ ହେବ ।

ଏହି ସମୟରେ ପିତା ମାତା ଙ୍କ ଠାରୁ ଆର୍ଥକ ସହାୟତା ମିଳିବ । ଏହି ସମୟରେ ବହୁତ ସୁଖ ସମ୍ବାଦ ମିଳିବ । ଆଇନଗତ କାର୍ଯ୍ୟରେ ମଧ୍ୟ ଆପଣ ସଫଳତା ପାଇବେ । କୁମ୍ଭ ଓ ତୁଳା ରାଶି ବ୍ୟକ୍ତିମାନେ ଆପଣଙ୍କ ର ଏହି ସମୟ ଚାକିରୀ ଓ ବ୍ୟବସାୟ ପାଇଁ ବହୁତ ଲାଭଦାୟକ । ଲକଡାଉନ ପାଇଁ ବ୍ୟବସାୟ ରେ ହୋଇଥିବା କ୍ଷତି ମଧ୍ୟ ଭରିଯିବ । ଆପଣ ଆଗଭଳି ସୁଖ ଜୀବନ ବିତେଇବେ ।

ଆପଣ ଯଦି କିଛି ନୂଆ ଜିନିଷ ରେ ଓ ନୂଆ ବ୍ୟବସାୟ ରେ ନିବେଶ କରୁଛନ୍ତି ତେବେ ଏହା ଆପଣଙ୍କୁ ଲାଭଦାୟକ ହେବ । ଯଦି ଆପଣ ନିଜ ଚାକିରୀ ବଦଳାଇବାକୁ ଚାହାନ୍ତି ବା ନିଜ ପୁରୁଣା ଚାକିରୀ କୁ ବଞ୍ଚାଇବାକୁ ଚାହାନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଭଲ ଅଟେ ଏହି କାର୍ଯ ପାଇଁ । ଗୁରୁ ଗ୍ରହ ଗତି ଦ୍ୱାରା ଆପଣଙ୍କ ଜୀବନରେ ଅର୍ଥ ଅଭାବ ଦୂର ହେବ । ଶିକ୍ଷା କ୍ଷେତ୍ରରେ ଯେଉଁ ମାନେ ଚିନ୍ତିତ ଅଛନ୍ତି ସରକାର ଙ୍କ ଠାରୁ ନିଶ୍ଚୟ ବଡ଼ ଘୋଷଣା ଆସିବ ଓ ଆପଣ ନିଜ ଶିକ୍ଷା କୁ ଆଗକୁ ବଢ଼ାଇ ପାଇ ପାରିବେ ।

ଶିକ୍ଷା ରେ ଆପଣଙ୍କ ସ୍ତର ସବୁ ବେଳେ ଉଚ୍ଚ ରେ ରହିବ । ଶୁକ୍ର ଗ୍ରହ ର ଗତି ରେ ଆପଣ ବ୍ୟବସାୟ ରେ ବହୁତ ଅର୍ଥ ଅର୍ଜନ କରିବେ । ଶତ୍ରୁଙ୍କୁ ପରାସ୍ତ କରିପାରିବେ । ରାହୁ ଗ୍ରହ ଗତି ଯୋଗୁଁ ଆପଣ ସତର୍କ ରହିବେ । ଅଯଥା ଖର୍ଚ୍ଚ ରୁ ନିଜକୁ ଦୂର ରେ ରଖିବେ । ଏହାର ପ୍ରତିକାର ରେ ଆପଣ ଗାଈ ଓ କୁକୁର କୁ ଖାଦ୍ୟ ଦିଅନ୍ତୁ, ସନ୍ଧ୍ୟା ସମୟରେ ହନୁମାନଜୀ ଙ୍କ ଆଗରେ ସୋରିଷ ତେଲ ର ଦୀପ ଜଳାନ୍ତୁ ଓ ସୁନ୍ଦରକାଣ୍ଡ ବା ହନୁମାନ ଚାଳିଶା ପାଠ କରନ୍ତୁ । ଆପଣଙ୍କ ପରିବାର ରେ ଶାନ୍ତି ଓ ସୁଖ ର ବାତାବରଣ ରହିବ ।

Leave a Reply

Your email address will not be published. Required fields are marked *