Jyotish Shastra- ବୃହସ୍ପତି ହେବେ ଅସ୍ତ, ଏହି 5 ଟି ରାଶି ଉପରେ ଭାଙ୍ଗିବ ଦୁଃଖର ପାହାଡ, 4 ଟି ରାଶିଙ୍କୁ ମିଳିବ ପ୍ରଚୁର ଲାଭ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଉଭୟ ଦୁଃଖ ଓ ସୁଖ ଭୋଗ କରିଥାଏ । କାରଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ହେଉଥିବା ପରିବର୍ତ୍ତନ ହେତୁ ଏହାର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ ଯାହାଦ୍ୱାରା ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଜାନୁଆରୀ ୧୭ ତାରିଖ ଦିନ ଦେବ ଗ୍ରହ ବୃହଷ୍ପତ୍ତି ମକର ଗ୍ରହରେ ଅସ୍ତ ହେବାକୁ ଯାଉଛନ୍ତି । ଏହି ଦିନରେ ବୃହଷ୍ପତ୍ତି ସନ୍ଧ୍ୟା ୫ଟା ୫୨ ମିନିଟରେ ଅସ୍ତ ହେବେ ଓ ଆଗାମୀ ମାସ ୧୪ ତାରିଖ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରହିବେ । ବନ୍ଧୁଗଣ ବୃହଷ୍ପତ୍ତି ଗ୍ରହଙ୍କର ଅସ୍ତ ହେତୁ କିଛି ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପଡିବାକୁ ଯାଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ସିଂହ ରାଶି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଏସଏନଜିଏଚ ରାଶିର ବ୍ୟକ୍ତି ବିଶେଷ ମାନେ । ଗୁରୁ ଗ୍ରହର ଅସ୍ତ ହେତୁ ଆପଣଙ୍କୁ ପ୍ରଚୁର ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ସହିତ ନୂଆ ନୂଆ ଅବସର ପ୍ରାପ୍ତ ହେବ । ବ୍ୟାପାର କ୍ଷେତ୍ରରେ ଆପଣ ପ୍ରଚୁର ଧନଲାଭ କରିବେ । ଆପଣଙ୍କ ଆମଦାନୀ ବୃଦ୍ଧି ହେବା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଏହା ସହିତ ଆପଣ ନିଜ ବୈବାହିକ ଜୀବନରେ ବହୁତ ଆନନ୍ଦ ପ୍ରାପ୍ତ ହେବେ ।

ମୀନ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ମୀନ ରାଶି । ବନ୍ଧୁଗଣ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ମନରେ ସକାରାତ୍ମକ ବଢିବ ଯାହାଫଳରେ ଆପଣ ମାନଙ୍କୁ ଏକ ବଡ ଧାରଣର ଲାଭ ମିଳିବ । ବନ୍ଧୁଗଣ ଆପଣ ମାନଙ୍କର ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ପୂରଣ ହେବାକୁ ଯାଉଛି । ଆପଣଙ୍କ ବ୍ୟାପାରରେ ବଡ ଧାରଣର ଲାଭ ମିଳିବ ଓ ସରକାରୀ ଚାକିରି କରୁଥିବା ଲୋକମାନେ ଉନ୍ନତି କରିବେ । ଆପଣଙ୍କ ଅନୁଭବ ଓ ବୁଦ୍ଧିମତୀ କାରଣରୁ ଲୋକମାନେ ଆପଣଙ୍କୁ ଆଦର୍ଶ ମାନି ପାରନ୍ତି ।

ଧନୁ ରାଶି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଧନୁ ରାଶିର ବ୍ୟକ୍ତି ବିଶେଷ ମାନେ । ଏହି ଅମାବାସ୍ୟା ପରଠାରୁ ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ବଦଳିବାକୁ ଯାଉଛି । ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟ ଦୁର ହେବାକୁ ଯାଉଛି । ଆଗାମୀ ସମୟରେ ଆପଣ ପ୍ରଚୁର ଧନଲାଭ କରିବେ ଓ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

କର୍କଟ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି କର୍କଟ ରାଶିର ବ୍ୟକ୍ତି ବିଶେଷ ମାନେ । କର୍କଟ ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଗୁରୁ ଗ୍ରହର ଅସ୍ତ କାରଣରୁ ପ୍ରଚୁର ଲାଭ ମିଳିବାକୁ ଯାଉଛି । ଆପଣ ମାନେ ନିଶ୍ଚୟ ଏକ ଖୁସି ଖବର ପାଇବେ । ଆପଣଙ୍କ ସମସ୍ତ ଆର୍ଥିକ ସମସ୍ଯା ଦୂର ହେବାକୁ ଯାଉଛି । ଧନଲାଭ କରିବାର ନୂଆ ନୂଆ ଅବସର ପ୍ରାପ୍ତ କରିବେ ଓ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ଏହା ବ୍ଯତୀତ ବୃହସ୍ପତି ଅସ୍ତ ହେବାର କୁପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡିବ । ସେମାନେ ହେଲେ ବୃଷ ରାଶି, ମିଥୁନ ରାଶି, ବିଛା ରାଶି, କୁମ୍ଭ ରାଶି ଓ ତୁଳା ରାଶି । ଆଗାମୀ ସମୟରେ ଏମାନଙ୍କ ଜୀବନରେ ନାନା ପ୍ରକାରର ସମସ୍ଯା ମାନ ଦେଖାଦେବ । ବ୍ୟବସାୟରେ ଖ୍ଯାତି ହୋଇପାରେ । ନିଜର କିମ୍ବା ପରିବାରରେ କାହାର ଦେହ ଅସୁସ୍ଥ ହୋଇପାରେ । ମିତ୍ର ମାନଙ୍କ ଠାରୁ ଧୋକା ମଧ୍ୟ ମିଳିପାରେ । ଏଥିପାଇଁ ଆପଣ ମାନେ ସତର୍କ ରହିବା ଆବଶ୍ୟକ । ଏହା ଛଡା ବାକି ରାଶି ମାନଙ୍କ ଜୀବନ ସ୍ଵାଭାବିକ ରହିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *