ସ୍ଵର୍ଗରୁ ବନିକି ଆସିଥାନ୍ତି ଏହି 7ଟି ନାମର ଯୋଡି- Jyotisha Shastra

ପ୍ରତେକ ମଣିଷ ଜୀବନରେ ବିବାହ ବହୁତ ଖାସ ହୋଇଥାଏ । ପୁଅ ବା ଝିଅ ନିଜର ବିବାହକୁ ନେଇ ଅନେକ ସାରା ସ୍ଵପ୍ନ ଦେଖିଥାନ୍ତି । ଅନେକ ସମୟରେ ଗୁରୁଜନମାନେ କହିଥାନ୍ତି ଯୋଡି ସ୍ଵର୍ଗରୁ ବଣିକି ଆସିଥାନ୍ତି ସେମାନେ ନିଶ୍ଚିନ୍ତ ଭାବେ ଏକ ହୋଇଥାନ୍ତି । ତେବେ ଏଭଳି ଯୋଡ଼ିଙ୍କର ମିଳନର ଜରିଆ କେହି ବି ହୋଇଥାନ୍ତି । ଆଜି ଆମେ ଆପୋନଆପଣଙ୍କୁ ଏମିତି କିଛି ଯୋଡି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ବିଷୟରେ କୁହାଯାଏ ଏହି ଯୋଡି ମାନଙ୍କ ଭିତରେ ଅତୁଟ ପ୍ରେମ ରହିବା ସହ ଏମାନେ ବିପଦ ସମୟରେ ପରସ୍ପର ସହ ଛିଡା ହୋଇଥାନ୍ତି ।

୧- A ଓ S ନାମର ଯୋଡି : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ନାମର ଯୋଡି ପରସ୍ପର ପାଇଁ ତିଆରି ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିବା ସହ ପରସ୍ପର ଉପରେ ନିଜ ଠାରୁ ଅଧିକ ଭରସା କରିଥାନ୍ତି । ଏମାନଙ୍କର ପସନ୍ଦ ନାପସନ୍ଦ ଏତେ ମିସିଥାଏ କି ଏମନେ ପରସ୍ପରର ଖୁସି ପାଇଁ କିଛି ବି କରିବାକୁ ରେଡି ରହିଥାନ୍ତି ।

୨- K ଓ T ନାମର ଯୋଡି : ଏହି ନାମର ଯୋଡି ସ୍ଵର୍ଗରୁ ତିଆରି ହୋଇ ଆସିଥିବା ଯୋଡି ମଧ୍ୟରୁ ଅନ୍ୟତମ ଅଟେ । ଏହି ନାମର ଯୋଡି ଇମାନଦାରି ସହ ସାଥ ନିଭାଇଥାନ୍ତି । ଏମାନଙ୍କର ପରସ୍ପର ପ୍ରତି ଭଲ ପାଇବା ଓ କେୟାର ଏମାନଙ୍କର ପ୍ରେମର ପ୍ରତୀକ ଅଟେ ।

୩- A ଓ P ନାମର ଯୋଡି : ଏହି ନାମର ଯୋଡ଼ିଙ୍କ ମଧ୍ୟରେ ଦରକାର ଠାରୁ ଅଧିକ ପ୍ରେମ ପରସ୍ପର ପାଇଁ ରହିଥାଏ । ଏହି ଯୋଡି ପରସ୍ପର ପ୍ରତି ବଫାଦାର ହେବ ସହ ସାଥ ମଧ୍ୟ ନିଭାଇଥାନ୍ତି । ଏମାନେ ପରସ୍ପର କେୟାର ଖୁବ ଭଲ ଭାବେ ନେଇଥାନ୍ତି ।

୪- N ଓ S ନାମର ଯୋଡି : ଏହି ନାମର ଯୋଡି ମାନଙ୍କ ଠାରେ ବହୁତ ପ୍ରେମ ଓ ବିଶ୍ଵାସ ରହିଥାଏ । ଏମାନେ ପରସ୍ପରର ସାଥ କେବେ ଛାଡନ୍ତି ନାହି । ଏମାନେ ପରସ୍ପରକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ସହ କେବେ ଧୋକା ଦିଅନ୍ତି ନାହି ।

୫- R ଓ S ନାମର ଯୋଡି : ଏହି ନାମର ଯୋଡି ବୀନା କିଛି କହି ପରସ୍ପର କଥା ବୁଝିଥାନ୍ତି । ଏହି ଯୋଡି ପରସ୍ପର ଠାରୁ ଦୂରରେ ଥିଲେ ମଧ୍ୟ ନିଜ ସାଥିଙ୍କର ମନ କଥା ଠିକ ଭାବେ ବୁଝି ଦେଇଥାନ୍ତି । ସାତ ଫେରାରେ ନେଇଥିବା ବଚନ ଏମାନେ ନିଭାଇଥାନ୍ତି ।

୬- P ଓ S ନାମର ଯୋଡି : ଏହି ନାମର ଯୋଡି ଅଧିକା ରୋମାଣ୍ଟିକ ହୋଇଥାନ୍ତି । ଏମାନେ ଜୀବନ ସାରା ପରସ୍ପରର ସାଥ ନିଭାଇବା ସହ ଭାବଗବାନଙ୍କ ବିଶେଷ କୃପା ଏମନଙ୍କ ଉପରେ ରହିଥାଏ । ଏହି କାରଣରୁ ଏମାନଙ୍କର ସମ୍ପର୍କ ଅନ୍ୟ ସମ୍ପର୍କ ଠାରୁ ମଜବୁତ ରହିଥାଏ ।

୭- D ଓ B ନାମର ଯୋଡି : ଏହି ଦୁଇ ଯୋଡ଼ିଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିବା ସହ ଜୀବନରେ ପରସ୍ପରର ସାଥ ନିଭାଇଥାନ୍ତି । ଏମାନଙ୍କ ମଧ୍ୟରେ ବିଶ୍ଵାସ ଏତେ ଅଧିକ ରହିଥାଏ କି ଯାହା ହେଲେ ବି ପରସ୍ପର ପ୍ରତି ବିଶ୍ଵାସ ଭାଙ୍ଗେ ନାହି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *