ସ୍ଵାମୀ ସ୍ତ୍ରୀ କେବେ ବି ଏହି ଦିନ ସହବାସ କରନ୍ତୁ ନାହିଁ, ସ୍ଵାମୀଙ୍କ ଜୀବନ ଉପରେ ଆସିଥାଏ ବିପଦ! Ajira Anuchinta

ବନ୍ଧୁଗଣ ମଣିଷ ଜୀବନରେ କିଛି ନ କିଛି ଘଟଣା ଘଟିଥାଏ ଯାହା ଶୁଭ ଓ ଅଶୁଭ ହୋଇଥାଏ । ଏହି ସବୁ ଦିଗରେ ଧ୍ୟାନ ନ ଦେଲେ ବହୁତ ବଡ ଅଘଟଣ ଘଟିପରେ । ତେବେ ଶାସ୍ତ୍ର ଅନୁଯାୟୀ ଏମିତି କିଛି ନୀତି ନିୟମ ରହିଛି ଯାହାର ପାଳନ କରିଲେ ମଣିଷ ଜୀବନରେ ସୁଖ ଶାନ୍ତି ଲାଭ କରିଥାଏ । ଆଜିର କିଛି ଅନୁଚିନ୍ତା ବିଷୟରେ ଆସନ୍ତୁ ଜାଣିବା । ୧- ଗୁରୁବାର ଦିନ ସୂର୍ଯ୍ୟାସ୍ତ ପରେ ଘରର କାନ୍ଥରେ ଝିଟିପିଟି ଦେଖନ୍ତି ତେବେ ଠାକୁର ଘରୁ ଅରୁଆ ଚାଉଳ ଆଣି ମାନସିକ କରି ଝିଟିପିଟି ଉପରେ ପକାଇଲେ ଶୁଭ ଫଳ ମିଳିଥାଏ ।

୨- ଆପଣଙ୍କର କୌଣସି କାମ ଅଶୁଭ ହେଉଥିଲେ ଗୁରୁବାର ଦିନ ୭ଟି ଗୀତା ବହି ବ୍ରାମହଣଙ୍କୁ ଦାନ କରନ୍ତୁ । ଅଶ୍ଵତ ଗଛ ମୂଳରେ ପ୍ରତେକ ଗୁରୁବାର ଦିନ ଜଳରେ କ୍ଷୀର ଓ ହଳଦୀ ମିଶାଇ ଅର୍ପଣ କରିଲେ ଶୁଭ ଫଳ ମିଳିଥାଏ ।

୩- ଘରୁ ବାହାରିବା ସମୟରେ ଯାତ୍ରା କରୁଥିବା ଲୋକଟି ଛିଙ୍କି ଦେଲେ ବା ଝିଟିପିଟି ଶବ୍ଦ କରିବେ ଅତ୍ୟନ୍ତ ଶୁଭ ହୋଇଥାଏ । ସୁନାର ଯେ କୌଣସି ବସ୍ତୁକୁ ବାମ ହାତରେ ପିନ୍ଧିବା ଅନୁଚିତ । ସୁନାକୁ ସର୍ବଦା ନାଲି ବା ହଳଦିଆ କନାରେ ଗୁଡାଇ ରଖିଲେ ଶୁଭ ସାବ୍ୟସ୍ତ ହୋଇଥାଏ ।

୪- ଦାନ୍ତରେ ଅଧିକ କଷ୍ଟ ଅନୁଭବ ହେଉଥିଲେ ଅଳ୍ପ ସୋରିଷ ତେଲରେ ଲୁଣ ଓ ହଳଦୀ ମିଶାଇ ରାତିରେ ମାଲିସ କରନ୍ତୁ ଯନ୍ତ୍ରଣା କମ ହେବ । ଟଙ୍କାର ଅଭାବ ହେଲେ ଜଳରେ କଳା ରାଶି ପକାଇ ସ୍ନାନ କରନ୍ତୁ । ଶନିବାର ଦିନ ଗୁଡ ଓ କଳାରାଶିକୁ କଳା କନାରେ ବାନ୍ଧି ଗରିବ ଲୋକଙ୍କୁ ଦାନ କରନ୍ତୁ ।

୫- ଶନିବାର ଦିନ ଲୁହା, ଚମଡା ଜାତୀୟ ବସ୍ତୁ, ତେଲ, ଲୁଣ, କୋଇଲା ଘରକୁ ଆଣନ୍ତୁ ନାହି । ଜାତକରେ କାଳସର୍ପ ଦୋଷ ଥିଲେ ବା ବିବାହରେ ଡେରି ହେଉଥିଲେ ସ୍ନାନ ପରେ ଠାକୁର ଘରେ କର୍ପୁର ରଖିଲେ ଶୁଭ ଫଳ ମିଳିଥାଏ ।

୬- ଦୀପାବଳି, ଶିବରାତ୍ରି, ଜନ୍ମାଷ୍ଟମୀ ଓ ଦୋଳ ପୂର୍ଣ୍ଣିମାରେ ଅନିଦ୍ରା ରହି ଭଗବାନଙ୍କ ନାମ ଜପ କରିବା ଉଚିତ । ସିନ୍ଦୁର ପିନ୍ଧିବା ସମୟରେ ସିନ୍ଦୁର ଫରୁଆ ହାତରୁ ଖସି ପଡିଲେ ବା ମଙ୍ଗଳସୂତ୍ର ଛିଡିଯାଏ ତେବେ ମା ବୃନ୍ଦାବତୀଙ୍କ ପାଖରେ ଦୀପ ଜଳାଇ ବେଗୁନିଆ ଡାଳଟିଏ ଭାଙ୍ଗିବା ଉଚିତ ।

୭- ଖରାପ ସ୍ଵପ୍ନ ଦେଖିଲେ ନିଦ ଭାଙ୍ଗିବା ପରେ ବାହାରକୁ ଆସି ଗୋଟିଏ ଘାସକୁ ମୁଣ୍ଡରେ ମାରି ଫିଙ୍ଗି ଦିଅନ୍ତୁ । ଅର୍ଶ ହୋଇଥିଲେ ଗୋଟିଏ ପାତ୍ରରେ ପରିସ୍ରା ରଖି ଶୌଚ ହେବା ପରେ ସେହି ପରିସ୍ରାକୁ ମଳଦ୍ଵାରରେ ମାରିଲେ ଉପସମ ମିଳିଥାଏ ।

୮- ଘରର ବିମ ତଳେ ବା ଖଟ ପକାଇ ସୁଅନ୍ତୁ ନାହି । ଘରର ବାଥୃମର କବାଟ ସର୍ବଦା ବନ୍ଦ ରଖିବା ଉଚିତ । ରୋଷେଇ ଘର, ଧନ ରଖିବା ସ୍ଥାନ, ଘର, ମନ୍ଦିର, ତୀର୍ଥ ସ୍ଥାନ ଓ ଭଣ୍ଡାର ରେ କେବେ ବି ଚପଲ ପିନ୍ଧି ଯିବା ଅନୁଚିତ ।

୯- ଏକାଦଶୀ, ସଙ୍କ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣିମା, ଜନ୍ମଦିନରେ ସ୍ଵାମୀ ସ୍ତ୍ରୀ ସହବାସ କରିବା ଅମଙ୍ଗଳ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *