Majedar Jokes: ଚଉଠି ରାତିରେ ସ୍ଵାମୀ ସ୍ତ୍ରୀ କାନ୍ଧ ଉପରେ ହାତ ରଖି କହିଲା: ଆଜି ମତେ ସେ ସବୁ କିଛି କରିବାକୁ ଦିଅ ଯାହାର ମୁଁ ହକଦାର ଅଟେ, ପତ୍ନୀ କହିଲା- ଠିକ ଅଛି, ଆଗ ତୁମେ ନିଜ ହାତ ଉଠାଅ ଯାହା ପରେ ପତ୍ନୀ ପତିକୁ….

ଜୀବନରେ ହସିବା ନିହାତି ଆବଶ୍ୟକ ଅଟେ । ହସିଲେ ସ୍ୱାସ୍ଥ୍ୟ ମଧ୍ୟ ଖୁବ ଭଲ ରହିବ । ତେବେ ଆମେ ଆପଣଙ୍କୁ କହିଦେବା ପାଇଁ ଚାହୁଁ କି ଆମେ ଆଜି କିଛି ସେହି ଭଳି ମଜା ଡାର କଥା ଆଣିଛୁ ଆପଣଙ୍କ ପାଇଁ । ଗୋଟେ ଝିଅ ତେଲର ଦୋକାନ କୁ ଯାଇ କହିଲା ମୋର ଡ୍ରେସ କରିବାର ଅଛି ।

ଏହା ପରେ ସେ ତା ଡ୍ରେସ କଣା ଦେଖାଇକି କହିଲା କି ଭାଇ ଦେଖନ୍ତୁ ଏହାର ହାତ କୁ ଆପଣ ନେଟ ଲଗେଇକି କରିବେ । ତେଲର ବାଲା କହିଲା କିଭଳି ନେଟ ଲଗେଇବି 2G, 3G, 4G ? ଦିନେ ଗୋଟେ ଝିଅ ସିଙ୍ଗେଡା ଖାଇବା ପାଇଁ ସିଙ୍ଗେଡା କୁ ଖୋଲିଲା । ଏହାର ଉପର କୁ ଛାଡି ଦେଇ କି ସେ ଖାଲି ଭିତରେ ଥିବା ଆଳୁ କୁ ଖାଇ ନେଲା ଓ ଏହା ଦେଖି ଏକ ପୁଅ ପଚାରିଲା ଆରେ ତମେ ପୁରା ସିଙ୍ଗଡା କଣ ପାଇଁ ଖାଉନା । ଝିଅ କହିଲା କି ମୁ ବେମାର ଅଛି ତ । ତେଣୁ କରି ବାହାର ଜିନିଶ ଖାଇବା ପାଇଁ ଡାକ୍ଟର ମନା କରିଛନ୍ତି ।

ଦିନେ ଏକ ପିଲା ଭଗବାନ ଙ୍କୁ କହିଲା କ୍କି ଆପଣଙ୍କ ପାଇଁ ଏକ ବର୍ଷ କେତେଦିନ ଅଟେ । ସେ କହିବା ଶୁଣି ବ୍ଭାଗବାନ କହିଲେ କି ମୋ ପାଇ ଏକ ବର୍ଷ ଏକ ସେକେଣ୍ଡ ଭଳି । ଆଉ ଏହା ପରେ ପିଲା କହିଲା କି ଆପଣଙ୍କ ପାଇଁ ଏକ କୋଟି ଟଙ୍କା କେତେ ? ଭଗବାନ କହିଲେ ମୋ ପାଇ ଏହା ଏକ କଣା ପଇସା ସମାନ । ଏହା ଶୁଣି ପିଲା କହିଲା ଆପଣ କଣ ମତେ ଗୋଟେ କଣା ପଇସା ଦେଇ ପାରିବେ । ଭଗବାନ ଶୁଣିକି କହିଲେ ହଁ ଦେଇ ପାରିବି ଗୋଟେ ସେକେଣ୍ଡ ଅପେକ୍ଷା କରେ ।

ଗୋଟେ ଗାଁ ରେ ଗୋଟେ ସରପଞ୍ଚ ଥିଲା । ସେ ଝିଅ ପଟେଇବା ରେ ଖୁବ ମାହିର ଥିଲା । ସେ ସବୁବେଳେ ଅନ୍ୟ ସ୍ତ୍ରୀ ଲୋକ ମାନଙ୍କୁ ପଟେଇ ନେଉଥିଲା । ଏହା ଜାଣିବା ପରେ ଥରେ ପପୁ ସରପଞ୍ଚ ଙ୍କୁ ଯାଇ ପଚାରିଲା କି କିଭଳି ଭାବେ ଆପଣ ସବୁ ଝିଅ କିମ୍ବା ମହିଳାଙ୍କୁ ପଟଉଛନ୍ତି । ଏହା ଶୁଣି ସରପଞ୍ଚ କହିଲେ କି ଗୋଟେ ଝିଅ କୁ ଯଦି ପଟେଇବା ପାଇଁ ଚାହୁଁଚ ତେବେ ତମେ ସେହି ମହିଳା ର ବାମ ପାଟ ଗାଲରେ ଧିରେ କରି ମାରି ଦେଖିବ ଓ ଝିଅ ତୁମର ।

ଏହା ଶୁଣି ସେ ଚାଲିଗଲା ରାତିରେ ସୋଇ ପଡିଲା । ଓ ଏହା ପରେ ସେ ସକାଳୁ ଉଠି ଭାବିଲା କି ଏହାକୁ ପ୍ରଥମେ ନିଜ ସ୍ତ୍ରୀ ଉପରେ ପ୍ରୟୋଗ କରି ଦେଖିବୀ । ଏହା ପରେ ସ୍ତ୍ରୀ ସୋଇଥିବା ସମୟରେ ସେ ତା ଗାଲରେ ଧୀରେ କରି ମାରିଲା । ସ୍ତ୍ରୀ ନିଦରେ ସୋଇକି କହିଲା କଣ ସରପଞ୍ଚ ବାବୁ ଆପଣ ସକାଳୁ ସକାଳୁ ଆସି ଛନ୍ତି ଆଜି ।

ସ୍ଵାମୀ ତା ସ୍ତ୍ରୀ କୁ ଜରୁରୀ କାମ ପାଇଁ ଫୋନ କରିଲା ମାତ୍ର ସ୍ତ୍ରୀ ଫୋନ ଉଠାଇ ନଥିଲା । ଅନେକ ଥର ଫୋନ ବାଜିଲା ପରେ ସେ ଫୋନ ଉଠାଇଲା ଏହା ଦେଖି ସ୍ଵାମୀ କହିଲା କି ଏତେ ସମୟ ହେଲା କଣ କରୁଥିଲା କଣ ପାଇଁ ଫୋନ ଉଠାଇ ନଥିଲା । ଏହା ଶୁଣି ସ୍ତ୍ରୀ କହିଲା କି ମୁ ଫୋନ ର ଗୀତରେ ନାଚୁ ଥିଲି ।

ସ୍ତ୍ରୀ ସ୍ଵାମୀ କୁ ଦେଖିକି ପଚାରିଲା ଆରେ ତମ ମୁଣ୍ଡରୁ କଣ ରକ୍ତ ବାହାରୁଛି । ସ୍ଵାମୀ କହିଲା ମୋ ସାଙ୍ଗ ମାରି ଦେଲା ମତେ ଇଟାରେ ଶେଠୀ ପାଇଁ । ସ୍ତ୍ରୀ ରାଗିକି କହିଲା ଆରେ ତମେ କିଛି ଗୋଟେ ମାରି ଦେଲନି ତମ ହାତରେ କିଛି ନଥିଲା କି ସ୍ଵାମୀ କହିଲା ମୋ ହାତରେ ତା ସ୍ତ୍ରୀ ର ହାତ ଥିଲା । ଏବେ ବିଚାରାର ମୁହଁରୁ ବ୍ଭି ରକ୍ତ ବାହାରିବା ରେ ଲାଗିଲା ।

ସ୍ତ୍ରୀ ଆସିକି ସ୍ଵାମୀ କୁ କହିଲା ଜାଣିଛ କି ଆମ ପଡୋଶୀ ଘର ଝିଅ ପିଙ୍କି ମ୍ୟାଥ ରେ ୧୦୦ ରୁ ୯୯ ମାର୍କ ଆଣିଛି । ତ ସ୍ଵାମୀ କହିଲା ଆଛା ଭଲ କଥା ଆଉ ୧ ମାର୍କ କୁଆଡେ ଗଲା ସ୍ତ୍ରୀ କହିଲା ଆମ ପୁଅ ନେଇକି ଆସିଛି ।

ଚଉଠି ରାତିରେ ସ୍ଵାମୀ ସ୍ତ୍ରୀ କାନ୍ଧ ଉପରେ ହାତ ରଖି କହିଲା, ଆଜି ମତେ ସେ ସବୁ କିଛି କରିବାକୁ ଦିଅ । ଯାହାର ମୁଁ ହକଦାର ଅଟେ, ପତ୍ନୀ କହିଲା- ଠିକ ଅଛି, ଆଗ ତୁମେ ନିଜ ହାତ ଉଠାଅ, ଯାହା ପରେ ପତ୍ନୀ ପତିକୁ ଏକ ଜୋରଦାର ଚାପୁଡା ମାରିଲା । ସ୍ଵାମୀ- ଆରେ ପାଗେଳି, ମୁଁ ତ ମଜାକ କରୁଥିଲି ।

Leave a Reply

Your email address will not be published. Required fields are marked *