ସ୍ଵାମୀ ଓ ସ୍ତ୍ରୀ ଙ୍କ କଳହ ଓ ଦୂରତା ସବୁଦିନ ପାଇଁ ଦୂର ହୋଇଯିବ ମାତ୍ର ଥରୁଟିଏ କରନ୍ତୁ ଏହି ଉପାୟ

ଦାମ୍ପତ୍ୟ ଜୀବନରେ କଳହ, ଝଗଡା, ଅଶାନ୍ତି ଲାଗି ରହିଥାଏ । ବିବାହ ବନ୍ଧନ ରେ ଦୁଇ ଟି ଜୀବନ ବାନ୍ଧି ହେବ ଅପରେ ସେମାନଙ୍କ ଖୁସି ଓ ସେମାନଙ୍କ ଦୁଃଖ ଉଭୟଙ୍କ ପାଇଁ ସମାନ ହୋଇ ଥାଏ । ଯେଉଁ ଘରେ ଅସାନ୍ତି ହୋଇ ଥାଏ ସେହି ଠାରେ ସେମାନଙ୍କ ବିବାହ ପାଇଁ କିଛି ନା କିଛି ଅସୁବିଧା ହୋଇ ଥାଏ । ଆପଣ ମାନେ ଜାଣିଥିବେ କି ଯେଉଁ ଘରେ ବିବାହ ପାଇଁ ସବୁ ଲୋକଙ୍କ ମତ ଅଲଗା ହୋଇ ଥାଏ ।

ସେହି ଘର ମାନଙ୍କ ରେ ଥିବା ପିଲା ମାନେ ସବୁ ବେଳେ ଦୁଃଖ କଷ୍ଟ ପାନ୍ତି ବିବାହ ପାଇଁ । ଯଦି ଆମେ ଦେଖିବା ଆମେ ଜାଣି ପାରିବା କିଛି ଘର ଯେଉଁ ଘର ଗୁଡିକ ରେ ସବୁ ଲୋକମାନେ ମିସିକି ରୁହନ୍ତି ସେହି ଜାଗା ମାନଙ୍କ ରେ କିଛି ନା କିଛି ଅସୁବିଧା ବାହାରି ଥାଏ । ଆମ ମାନଙ୍କ ଚିନ୍ତା ଧାରା ଅଲଗା ଆମେ ସବୁ କିଛି ନିଜ ନିଜ ଚରିତ୍ର ପାଇଁ କିଛି ନନା କିଛି କରୀ ଥାଉ ।

ଏହାର ଅନ୍ତ କହିବା ପାଇଁ ଗଲେ । ଆମେ ଜାଣିଛେ କି ଆମେ ଏହାକୁ ଅଟକେଇଇବା ପାଇଁ ଅନେକ କିଛି ଉପାୟ କରି ସାରିଲୁଣୀ ଆମେ ଜାଣିଛେ କି ଆମେ କିଛି ନିୟମ ତିଆରି କରିଛୁ ଯାହା ଦ୍ଵାରା ଆମେ କିଛି ମାତ୍ରାରେ ଏହାକୁ କୋହଳ କରି ପାରିଛୁ । ଆପଣ ମାନେ ଯଦି ଜାଣିଥିବେ କି ଏହି ସବୁ ବେଳେ କିଛି ଗ୍ରହ ଦୋଷ ପାଇଁ ମଧ୍ୟ ହୋଇଥାଏ । ତେବେ ଏହା ଠାରୁ ବଞ୍ଚି ରହିବା ପାଇଁ ଆମେ ଆପଣ ମାନଙ୍କୁ କିଛି ଉପାୟ କହିବା ପାଇଁ ଯାଉଛେ ।

ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁ ଜାଗାରେ ଝଗଡା ହେବାର ଆପଣ ମାନେ ଜାଣି ଥିବେ ଯଦି ଆମେ କହିବା ପାଇଁ ଯିବା ତାହେଲେ ଏହା ସାମାନ୍ଯ କଥାରୁ ଆରମ୍ଭ ହୋଇ ମହା ଭାରତ ର ରୂପ ନେଇ ଯାଇଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଏହହାକୁ କିଛି ମାତ୍ରା ରେ କମ କରିବା ପାଇଁ ଉପାୟ ମାନ ଅଛି । ଯଦି ଆପଣ ଏହାକୁ ସବୁ ଥର କରିବେ ତାହେଲେ ଆପଣ ଜଣାଇ ନିଅନ୍ତୁ କି ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଜିବ ।

ପ୍ରଥମ ଉପାୟ ହେଉଛି ସଙ୍କରାନ୍ତି ରେ ଆପଣ କିଛି ଆମ୍ବ ଡାଳ ଆଣି ଏହାକୁ ଏକ ତୋରଣ କରି ଆମେ ଏହାକୁ ଘରର ଅଗଣାର ମୁଖ୍ୟ ଦ୍ଵାର ରେ ଲଗାଇବା । ଏହା ସୁଖୀ ଯିବା ପରେ ଏହାକୁ ନଇ କିମ୍ବା ବିସର୍ଜନ କରି ଦିଅନ୍ତୁ । ଏହା ପରେ ଦ୍ଵିତୀୟ ଉପାୟ ହେଉଛି ଆପଣ ପୂଜା କରି ସାରିବା ପରେ ଘରର ପ୍ରତେକ ରୁମ ରେ ଆପଣ ଶଙ୍ଖ ବଜାନ୍ତୁ ।

ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତି ରହିବା ସହ ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କ ବାସ ମଧ୍ୟ ହୋଇ ଥାଏ । ଆଉ ଏକ ଊପାୟ ହେଉଛି କି ଆପଣ ସକାଳଉ ଉଠି ସ୍ନାନ କରିବା ପରେ ଚନ୍ଦନ କୁ ଘୋରି ଏହା ସାହାଯ୍ୟରେ ଘର ଦୁଆର ମୁହଁରେ ଓମ ଲେଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଥିବା ଅସାନ୍ତି ଦୂରେଇ ଜୀବ । ଏହା ସହ ଆପଣ ଏକ ଲାଫିଙ୍ଗ ବୁଦ୍ଧ ରଖିବା ଦ୍ଵାରା ଆପଣ ଙ୍କ ଘରରେ ସୁଖ ଶାନ୍ତି ରହିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *