T ନାମ ଥିବା ବ୍ୟକ୍ତି ମାନେ ଆପଣଙ୍କ ପାଖରେ ଅଛନ୍ତି ତ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ପ୍ରତ୍ୟକ ବ୍ୟକ୍ତି ନିଜ ନାମର ପ୍ରଥମ ଅକ୍ଷରରୁ ନିଜର ଭବିସ୍ଵତ କଥା ଜାଣିବାକୁ ଇଛା କରନ୍ତି । ଗୋଟେ ବ୍ୟକ୍ତି ତାର ନାମର ପ୍ରଥମ ଅକ୍ଷରରୁ ତାର ସ୍ଵଭାବ ବିଷୟରେ ଜାଣିପାରିବ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ T ନାମ ଥିବା ବ୍ୟକ୍ତି ମାନଙ୍କ ବିଷୟରେ କହିବୁ । ଏହି ଅକ୍ଷର ଥିବା ବ୍ୟକ୍ତି ବହୁତ ଚାଲାଖ ଅଟନ୍ତି । ଏମାନଙ୍କର କେସ ବହୁତ କଳା ଓ ଗହଳିଆ ହୋଇଥାୟ । ଏମାନଙ୍କର ହସ ବହୁତ ସୁନ୍ଦର ହୋଇଥାୟ । ଏମାନଙ୍କର ସ୍ଵର ବହୁତ ସଫା ଓ ମଧୁର ହୋଇଥାୟ ।


ଏହି ବ୍ୟକ୍ତି ମାନେ ବହୁତ ଚାଲାଖ ଓ ବୁଦ୍ଧିମାନ ବ୍ୟକ୍ତି ହୋଇଥାନ୍ତି । ଏମାନେ ବହୁତ ଭଲ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି । ଏମାନେ ଖର୍ଚ ବହୁତ ଖୋଲା ହୃଦୟରେ କରିଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜର ଖୁସି ଏତେ ଶୀଘ୍ର କାହାକୁ କୁହନ୍ତି ନାହିଁ । ଏମାନେ ଅନ୍ୟ ଲୋକ ମାନଙ୍କୁ ଅସୁବିଧା ସମୟ ବହୁତ ସାହାଜ୍ଯ କରିଥାନ୍ତି । ଏମାନେ ବହୁତ ପର ଉପକାରୀ ହୋଇଥାନ୍ତି । ଏମାନେ ବହୁତ ଥଣ୍ଡା ମନରେ ସବୁ କାର୍ଯ୍ୟ କରିଥାନ୍ତି । ଏମାନେ ସବୁ କାର୍ଯ୍ୟକୁ ଠିକ ଭାବେ ଲିଭେଇ ଥାନ୍ତି । ଏମାନେ ଯାହା କୁହନ୍ତି ସବୁ ସତ କଥା କୁହନ୍ତି ଓ ଜୀବନକୁ ବହୁତ ଭଲ ଭାବେ ଉପଭୋଗ କରିଥାନ୍ତି । ଏହି ଲୋକମାନେ ନ ମିଳିବାକୁ ଥିବ ଜିନିଷ ଉପରେ ବ୍ୟସ୍ତହୁଅନ୍ତି ନହିଁ ।

ଆଗକୁ ଯିବା ପାଇଁ ସବୁ ବେଳେ ଚେଷ୍ଟା କରିଥାନ୍ତି । ଏମାନେ ବହୁତ କଠିନ ପରିଶ୍ରମ ଦ୍ଵାରା ସଫଳ ହୋଇଥାନ୍ତି । ଏମାନଙ୍କୁ ଦେଖେଇହବା ଗୁଣ ଭଲ ଲଗେନାହିଁ । ଏମାନେ ମିଛ କଥା ଶୁଣିବାକୁ ବହୁତ ଘୂଣା କରନ୍ତି । ଏହି ବ୍ୟକ୍ତି ମାନେ ମିଡିଆ ଓ ପ୍ରଶାସନିକ କ୍ଷେତ୍ରରେ କାମ କରିବାକୁ ବହୁତ ପସନ୍ଦ କରନ୍ତି । ଏହି ଲୋକ ମାନେ ନିଜ ଉପରେ ବହୁତ ଭରସା କରନ୍ତି । ଏମାନେ ବହୁତ ପରିଶ୍ରମ ଦ୍ଵାରା ସଫଳତା ହାସଲ କରିଥାନ୍ତି । ଏହି ବ୍ୟକ୍ତି ମାନେ ଯେଉଁ କଥାକୁ ଥରେ ଭାବନ୍ତି ସେହି କଥାକୁ ଶେଷ କରନ୍ତି । ଯଦି ଆମେ ପ୍ରେମ ବିଷୟରେ କହିବା ତାହାଲେ ଏହି ବ୍ୟକ୍ତି ମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି ।

ଏମାନେ ନିଜର ଭଲପାଇବା ସମସ୍ତଙ୍କ ଠାରୁ ଲୁଚେଇକି ରଖିଥାନ୍ତି । ଏମାନେ କେତେ ଥର ପ୍ରେମ ପାଇଁ ଅସଫଳ ମଧ୍ୟ ହେବେ । ଏହି ବ୍ୟକ୍ତି ମାନେ ସମ୍ପର୍କ ପ୍ରତି ବହୁତ ଦାୟତବାନ ହୋଇଥାନ୍ତି । କିନ୍ତୁ ଏମାନେ ନିଜର ଭାବନାକୁ କହିବାକୁ ସମସ୍ତଙ୍କୁ ଭଲପାନ୍ତି ନହିଁ । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ବନ୍ଧୁଗଣ ଯଦି ଆପଣଙ୍କର ନାମ T ହୋଇଥାୟ ତାହାଲେ ଏହି କଥାଟି ସତ୍ୟ ଅଟେ । ବନ୍ଧୁଗଣ ଜାଣିଲେତ T ନାମ ଥିବା ବ୍ୟକ୍ତି ମାନଙ୍କର ପ୍ରକୂତି କିପରି ହୋଇଥାୟ ।

Leave a Reply

Your email address will not be published. Required fields are marked *