Tarot Card: ହୃଦୟରୁ ବାଛନ୍ତୁ ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ବିବାହ କେମିତି ହେବ ?

ନମସ୍କାର ବନ୍ଧୁଗଣ, ନିଜ ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତାରେ ଥାନ୍ତି । ସବୁଠୁ ବେଶି ଚିନ୍ତା ତ ସେତେବେଳେ ଆସିଥାଏ ଯେତେବେଳେ ଆମେ ଆମ ଭଳି ଗୋଟିଏ ଜୀବନସାଥି ଖୋଜିଥାଉ । ଏବଂ ଏହା ଏତେ ତ ସହଜ ହୋଇନଥାଏ କି ଖୋଜୁ ଖୋଜୁ ମିଳିଯିବ । ବୟସ ବଢିବା ସହ ଏହା ଏକ ବଡ ଚିନ୍ତାର ବିଷୟ ପାଲଟି ଯାଏ ଧୀରେ ଧୀରେ । ତେଣୁ ଆଜି ଆପଣ ଏକ ନମ୍ବର ବାଛି ଜାଣିବେ କିଭଳି ହେବ ଆପଣଙ୍କ ବିବାହ । ତେବେ ଏକ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ଉପରେ ଦେଖୁଥିବା ପଞ୍ଚୋଟି ନମ୍ବର ମଧ୍ୟରୁ ଗୋଟିଏ ବାଛନ୍ତୁ ଯେଉଁ ନମ୍ବରଟି ସର୍ବ ପ୍ରଥମେ ଆପଣଙ୍କୁ ଆକର୍ଷିତ କରୁଅଛି । 1: ଯେଉଁ ବ୍ୟକ୍ତି ଏହି ନମ୍ବରଟି ବାଛିଥିଲେ ଜାଣି ରଖନ୍ତୁ କି ଆପଣଙ୍କର ପ୍ରେମ ବିବାହ ହେବାକୁ ଯାଉଛି । ବହୁତ କଷ୍ଟରେ ସମସ୍ତଙ୍କୁ ବୁଝେଇବା ପରେ ହିଁ ଏହା ସମ୍ଭବ ହେବ । ଘର ପରିବାର ଲୋକ ସମସ୍ତେ ଆପଣଙ୍କ ସାଥ ଦେବେ । ଆପଣଙ୍କ ଜିଦି ସାମ୍ନାରେ ସମସ୍ତେ ମୁଣ୍ଡ ନୂଆଁଇବା ପାଇଁ ବାଧ୍ୟ ହେବେ ।

2: ଟାରୋଟ କାର୍ଡ ଏହା ଜଣାଉଛି କି ଆପଣଙ୍କ ବିବାହରେ କେହି ଖୁସି ହେବେ ନାହିଁ । କେବଳ ଆପଣ ଓ ଆପଣଙ୍କ ସାଥି ହିଁ ଖୁସି ହେବେ । ଘର ପରିବାର ଲୋକ ଆପଣଙ୍କୁ ବିବାହ ନିମନ୍ତେ ଅନୁମତି ପ୍ରଦାନ କରିବେ ନାହିଁ । ତେଣୁ ଆପଣ ତାଙ୍କ ବିରୁଦ୍ଧରେ ବାହାରେ ଯାଇ ବିବାହ କରିବେ । ନିଜ ମନ ମୁତାବିକ ଆପଣ ନିଜ କାର୍ଯ୍ୟ କରିବେ । କୋର୍ଟ ମ୍ୟାରେଜ କରିବାର ବହୁତ ଯୋଗ ରହିଛି ।

3: ଟରୋଟ କାର୍ଡ ଜଣାଉଛି କି ଆପଣଙ୍କର ପ୍ରେମ ବିବାହ ହେବାକୁ ଯାଉଛି । କୋର୍ଟ ମ୍ୟାରେଜ ହେବାର ଅଧିକ ସମ୍ଭାବନା ରହିଛି । ଆପଣଙ୍କର କିଛି ସାଙ୍ଗ ସାଥି ଆପଣଙ୍କ ସହ ଠିଆ ହେବେ । କିନ୍ତୁ ଆପଣ ନିଜ ମା ବାପାଙ୍କ ସାଥ ପାଇବେ ନାହି । 4: ଏହି ନମ୍ବରର ଟରୋଟ କାର୍ଡ ଜଣାଉଛି କି ଆପଣଙ୍କର ବିବାହ ବହୁତ ଡେରିରେ ହେବାର ଯୋଗ ରହିଛି ।

ଆପଣ ନିଜ ପସନ୍ଦରେ ହିଁ ବିବାହ କରିବେ । ଆପଣ ଟିକେ ଦୁଖିତ ଏଥି ପାଇଁ ରହିବେ କି ଆପଣ ଯାହାକୁ ନିଜ ଜୀବନରେ ଖୁସି ଦେବାକୁ ଚାହୁଁଛନ୍ତି ତାଙ୍କୁ ଆପଣ ଖୁସି ଦେଇପାରିଲେଣି । ଆପଣଙ୍କୁ ଲାଗିବ କି ନିଜ ଲୋକ ସାଥ ଦେଉଛନ୍ତି କିନ୍ତୁ ଖୁସି ନାହାନ୍ତି । 5: ଏହି ନମ୍ବର ଟି ବାଛିଥିବା ବ୍ୟକ୍ତି ଜାଣି ନିଅନ୍ତୁ କି ଆପଣଙ୍କର ଅରେଞ୍ଜ ମ୍ୟାରେଜ ହେବାକୁ ଯାଉଛି ।

ଆପଣ ନିଜ ଘର ଲୋକଙ୍କ ପସନ୍ଦରେ ହିଁ ବିବାହ କରିବେ । ବହୁତ ଶୀଘ୍ର ଏହି ସମୟ ଆସିବାକୁ ଯାଉଛି ଆପଣଙ୍କ ଜୀବନରେ । ଆପଣଙ୍କ ଘର ଲୋକ ବହୁତ ସହଜରେ ଆପଣଙ୍କ ପସନ୍ଦକୁ ଆପଣେଇ ନେବେ ଏବଂ ବିବାହ କରିବା ପାଇଁ ରାଜି ହୋଇଯିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *