ମହିଳାମାନେ ଏହି ଦିନ ଭୁଲରେ ମଧ୍ୟ ବାଳ ଧୁଅନ୍ତୁ ନାହିଁ, ନଚେତ ମାତା ଲକ୍ଷ୍ମୀ ଛାଡି ଚାଲିଯିବେ ଘର

ନମସ୍କାର ବନ୍ଧୁଗଣ, ପାରମ୍ପରିକ କାଳରୁ ହିଁ ସମସ୍ତେ ଜାଣି ଆସିଛନ୍ତି କି ଘରର ଲକ୍ଷ୍ମୀ ଘରର ମହିଳା ମାନଙ୍କୁ ମନାଯାଏ । ତେଣୁ ମହିଳା ମାନଙ୍କ dwaraଅଜାଣତରେ ହେଉଥିବା ଭୁଲର ପ୍ରଭାବ ଘର ଉପରେ ପଡିଥାଏ ବା ନିଜ ସ୍ଵାମୀ ଓ ଛୁଆଙ୍କ ଉପରେ ମଧ୍ୟ ପଡିଥାଏ । ତେବେ ଆସନ୍ତୁ ଆଜି ଜାଣିବା କେଉଁ ଦିନ ଏହି କାର୍ଯ୍ୟ କରିବା ଦ୍ଵାରା ଘର ଉପରେ କେଉଁ କୁପ୍ରଭାବ ପଡିଥାଏ ।

ଜୋତିଶ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଚୁଟି କାଟିବା ନଖ କାଟିବା ଇତ୍ୟାଦିକୁ ଅଶୁଭ ମନାଯାଏ । ଏହା କରିବା ଦ୍ଵାରା ପୁତ୍ର ସନ୍ତାନ ଉପରେ ପ୍ରଭାବ ପଡିଥାଏ । ଜୋତିଶ ଶାସ୍ତ୍ର ଅନୁସାରେ ଅମାବାସ୍ୟା, ଏକାଦଶୀ, ପୁର୍ଣିମା ଦିନ ବିବାହିତା ମହିଳାମାନେ ନିଜର ଚୁଟି ଧୁଅନ୍ତୁ ନାହି ତେବେ ଏହାର ପରିଣାମ ନିଜକୁ ହିଁ ଭୋଗିବାକୁ ପଡିଥାଏ ।

ଘର ପରିବାରେ ଅଶାନ୍ତି ଲାଗିରହେ । ସୋମବାର ଦିନ ବିବାହିତା ମହିଳା ନିଜ ଚୁଟି ଧୋଇପାରିବେ । ଯଦି ସୋମବାର ଦିନ ଆପଣ କୌଣସି ବ୍ରତ ରଖୁଛନ୍ତି ତେବେ ଚୁଟି ଧୁଅନ୍ତୁ ନାହିଁ । ଏବଂ ଯଦି ଏହି ସୋମବାର ଦିନ ଆପଣଙ୍କର ସନ୍ତାନ ଜନ୍ମିଥାଏ ତେବେ କେବେ ମଧ୍ୟ ସୋମବାରେ ମୁଣ୍ଡ ଧୁଅନ୍ତୁ ନାହିଁ । ମଙ୍ଗଳବାର ଦିନ ବିବାହିତା ମହିଳାଙ୍କୁ ଚୁଟି ସାଫା କରିବା ଉଚିତ ନୁହେଁ ।

ମଙ୍ଗଳବାର ଦିନ ଚୁଟି ଧୋଇଲେ ଆପଣଙ୍କୁ ଆର୍ଥିକ ସମସ୍ୟା ଦେଖା ଦେଇପାରେ । ଏବଂ ବୈବାହିକ ଜୀବନରେ ବାଧା ଆସିଥାଏ । ବୁଧବାର ଦିନ ମହିଳାମାନେ ଚୁଟି ଧୋଇପାରିବେ । ଯେଉଁ ମାନଙ୍କର ସାନା ଭାଇ ଥାଏ ସେମାନେ ଏହିଦିନ ଚୁଟି ଧୋଇବା ଉଚିତ ନୁହେଁ । ଗୁରୁବାର ଦିନ କେବଳ ମହିଳା ହିଁ ନୁହେ ବଂର ପୁରୁଷମାନଙ୍କୁ ମଧ୍ୟ ନିଜ ଚୁଟି ଧୋଇବା ଉଚିତ ନୁହେଁ । ଏହା କୁହାଯାଏ କି ଗୁରୁବାର ଦିନ ଚୁଟି ଧୋଇଲେ ଆପଣଙ୍କ ଘରକୁ ଦରିଦ୍ରତା ପ୍ରବେଶ କରିଥାଏ ।

ଯଦି ବିବାହିତା ମହିଳା ଏହିଦିନ ନିଜର ଚୁଟି ଧୋଉଛନ୍ତି ତେବେ ଆପଣଙ୍କ ସ୍ଵାମୀଙ୍କ ଆୟୁଷ କମିଯାଇଥାଏ । ଯଦି କୌଣସି କାରଣ ପାଇଁ ଚୁଟି ଧୋଉଛନ୍ତି ଏହିଦିନ ତେବେ ହଳଦୀ ଓ ବେଶଙ୍କୁ ନିଜ ଚୁଟିରେ ଲଗେଇ ଧୋଇଦିଅନ୍ତୁ । ଶୁକ୍ରବାର ଦିନ ବିବାହିତା ମହିଳା ନିଜ ଚୁଟି ଧୋଇପାରିବେ । କିନ୍ତୁ ଯଦି ପୁତ୍ର ସନ୍ତାନ ଥାଏ ତେବେ ଚୁଟି ଧୁଅନ୍ତୁ ନାହିଁ । ଯଦି କୌଣସି କାରଣ ପାଇଁ ଏହିଦିନ ଚୁଟି ସଫା କରୁଛନ୍ତି ତେବେ ଦହି ଚୁଟିରେ ଲଗେଇ ସଫା କରନ୍ତୁ ।

ଶନିବାର ଦିନ ମହିଳାମାନେ ଚୁଟି ସଫା କରିବା ଉଚିତ ନୁହେଁ । କାରଣ ଶନିଦେବଙ୍କ ଦୋଷ ଲାଗିପାରେ । ଶନି ଦେବଙ୍କ ଦୋଷରୁ ବଞ୍ଚିବା ପାଇଁ ଆପଣ କ୍ଷୀରରେ ଆପଣଙ୍କ ଚୁଟି ଧୋଇ ପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *