ଠାକୁର ଘରେ 1 ପାତ୍ରରେ ଜଳ ଏପରି ଭାବରେ ରଖନ୍ତୁ ବାସ୍ତୁଦୋଷ ରହିବ ନାହିଁ

ଆପଣ ମାନେ ଜାଣିଥିବେ ଯେ ପ୍ରତେକ ନାରୀ ଠାକୁର ଘରେ ପୂଜା କରିବା ସହ କିଛି ରୀତିନୀତିର ପାଳନ କରିଥାନ୍ତି । ବିଶେଷ କରି ପର୍ବ ପର୍ବାଣି ମାନଙ୍କରେ ନାରୀ ମାନେ ଅନେକ ବି-ଧି ବି-ଧା-ନ କରିଥାନ୍ତି । ଠାକୁର ଘରେ ପୂଜା କରିବା ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ଯାହା ଖୁବ କମ ଲୋକ ମାନେ ଜାଣିଥାନ୍ତି । ଆପଣ ମାନେ ଜାଣିଥିବେ ଯେ ଠାକୁର ଘରେ ବା ଘରର ମୁଖ୍ୟ ଦ୍ଵାରା ରେ କଳସ ରେ ପାଣି ଭାରି ରଖାଯାଏ । ଏପରି କରିବା ଦ୍ଵାରା ଅନେକ ଫାଇଦା ମିଳିଥାଏ । ତେବେ ଠାକୁର ଘରେ କଳସକୁ କିପରି ଭାବେ ରଖିବା ଦରକାର ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବାସ୍ତୁ ଶାସ୍ତ୍ର ର ସଠିକ ଉପୋଯୋଗ କରି ଆମେ ଆମ ଜୀବନରେ ଉନ୍ନତି ଓ ଖୁସି ଆଣିପାରି ଥାଉ । ଯଦି ବ୍ୟକ୍ତି ନିଜ ନୀତିଦିନ ଜୀବନରେ ବାସ୍ତୁ ଶାସ୍ତ୍ରର କିଛି ନୀତି ନିୟମ ପାଳନ କରିବ ତେବେ ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଧନ ପ୍ରାପ୍ତ ହୋଇଥାଏ । ଏହା ସହ ସକାରାତ୍ମକ ଶକ୍ତିର ବାସ ହୋଇଥାଏ । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ସର୍ବଦା ତମ୍ବା ପାତ୍ର ର ବ୍ୟବହାର କରିବା ଉଚିତ । ଏହି ଉପାୟ ଟି କରିବା ଦ୍ଵାରା ଘରେ ଥିବା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ସହ ଆପଣ ଘରେ ତିଆରି କରୁଥିବା ପ୍ରଥମ ରୋଟି ଗାଈ ପାଇଁ ଓ ଶେଷ ରୋଟି କୁକୁର ପାଇଁ ବାହାର କରିବା ଉଚିତ ।

ଏହା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘରେ ପିତଳ ଢଳରେ ପାଣି ଭାରି ବାହାର ଆଡକୁ ମୁହଁ କରି ରଖନ୍ତୁ । ଏହା ପରେ ପର ଦିନ ଠାକୁର ପୂଜା କରି ସାରିବା ପରେ ସେହି ଢାଳ ପାଣିକୁ ଆପଣ ଘରେ ଛିଞ୍ଚି ଦିଅନ୍ତୁ । ଏହି ଉପାୟ ଟି କରିବା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଏହା ସହ ସମସ୍ତ ଖରାପ ଶକ୍ତିର ବିନାଶ ହୋଇଥାଏ ।

ଏହା ସହ ଧନର ଅଭାବ ରହେ ନାହି । ଠାକୁର ପୂଜା କରିବା ସମୟରେ ଯେଉଁ ଫୁଲ ବ୍ୟବହାର କରାଯାଏ ତାହାକୁ ଘରେ ରଖିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଘରେ ନାକାରାତ୍ମକ ଊର୍ଜା ଘରକୁ ପ୍ରବେଶ କରିଥାଏ । ତେଣୁ ଶୁଖିଲା ଫୁଲ କୁ କୌଣସି ଗଛ ମୂଳେ ବା ପାଣି ରେ ଭସାଇ ଦିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *