ରୋଷେଇ ଘରେ ନିଶ୍ଚୟ କରନ୍ତୁ ଏହି 1 ଟି କାମ, ଖରାପ ଅଟେ କିନ୍ତୁ ଜରୁରୀ ଅଟେ… ଏକୁଟିଆ ଦେଖନ୍ତୁ- Vastu Tips

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଏହି ଜିନିଷ ନେଇକି ରୋଷେଇ ଘରେ କେବେବି ପ୍ରବେଶ କରିବା ଠିକ ହୋଇନଥାଏ । ଆସିଥାଏ ଭୟଙ୍କର ବରବାଦି । କୁହାଯାଏ ରୋଷେଇ ଘର ଏମିତି ଜାଗା ହୋଇଥାଏ ସେଠାରେ ଭାଗ ସ୍ୱାସ୍ଥ୍ୟ ଛଡା ଘରେ ସୁଖ ସମୃଦ୍ଧି ସହିତ ମଧ୍ୟ ଜଡିତ ରହିଛି । ରୋଷେଇ ଘରେ ପାଦ ଦେଉଥିବା ଘରର ଗୃହିଣୀ ଅର୍ନପୂର୍ଣା ଭୋଜ୍ୟାକର୍ତା ବନି ଯାଇଥାଏ । କାରଣ ଏଠାରେ ମା ଅର୍ନପୂର୍ଣାଙ୍କର ବାସ ହୋଇଥାଏ । କଣ ଆପଣ ଜାଣିଛନ୍ତି ଭଗବାନ କୃଷ୍ଣ କହିଛନ୍ତି ରୋଷେଇ ଘରେ ଏହି ଜିନିଷ ନେଇକି କେବେବି ପ୍ରବେଶ କରନ୍ତୁ ନହିଁ । ପୁରା ପରିବାର ବିମାରିର ସାମ୍ନା କରିଥାଏ ।

ଖାଲି ସେତିକି ନୁହେଁ ଘରେ ବହୁତ ସାରା ଅସୁବିଧା ମଧ୍ୟ ଉତ୍ପନ ହୋଇଥାଏ । ଆସନ୍ତୁ ଜାଣିବା କିଚେନରେ ଆପଣଙ୍କୁ କେଉଁ କଥାର ଧ୍ୟାନ ରଖିବା ଉଚିତ ହୋଇଥାଏ । ରୋଷେଇ ଘରକୁସବୁବେଳେ ସଫା ସୁତୁରା ରଖିବ । ତେବେ ଯାଇ ମା ଅର୍ନପୂର୍ଣାଙ୍କର ବାସ ହୋଇଥାଏ । ରୋଷେଇ ଘରେ ଯେବେବି ଆପଣ ଖାଇବା ବନାଇବେ ଆପଣଙ୍କ ମୁହଁ ଦକ୍ଷିଣ ବା ପୂର୍ବ ଦିଗ ଆଡକୁ ହେବା ଦରକାର ହୋଇଥାଏ । ଏମିତି କରିବା ଦ୍ଵାରା ଖାଇବା ଲୋକଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ । ଆଉ ସଫଳତା ମିଳିଥାଏ । ଖାଦ୍ଯ ମଧ୍ୟ ସ୍ଵାଦିଷ୍ଟ ବନିଥାଏ ।

ଖାସ କରି ମଙ୍ଗଳବାର ଶନିବାର କୌଣସି ଲୁହାର ଜିନିଷ କିଣି ରୋଷେଇ ଘରକୁ ଆଣିବା ଠିକ ହୋଇନଥାଏ । ଏହା ଦ୍ଵାରା ବ୍ୟକ୍ତିକୁ ଦୋଷ ଲାଗିଥାଏ । ଏହା ଦ୍ଵାରା ରୋଷେଇ ଘରେ ଚାକୁ ଛୁରୀ ବେସୀ ରହିବା ଠିକ ହୋଇନଥାଏ । ଏହା ନକରାତ୍ମକ ଊର୍ଜାକୁ ଦର୍ଶାଇ ଥାଏ । ଆଉ ଘରେ ଝଗଡା ହୋଇଥାଏ । ଭଗବାନ କୃଷ୍ଣ କହିଛନ୍ତି ରୋଷେଇ ଘରେ ଖଣ୍ଡିତ ବାସନ ରଖିବା ଉଚିତ ହୋଇନଥାଏ । ଏହା ଦ୍ଵାରା ପରିବାର ଉପରେ ଦୋଷ ଲାଗିଥାଏ । ରୋଷେଇ ଘରେ କେବେ ଜୋଟା ଚପଲ ନେଇକି ପ୍ରବେଶ କରିବା ଠିକ ହୋଇନଥାଏ ।

ଏମିତି କରିବା ଦ୍ଵାରା ବହୁତ ପାପ ହୋଇଥାଏ । ଆଉ ଆପଣଙ୍କ ସବୁ ପୂଣ୍ୟ ନଷ୍ଟ ହୋଇଯାଇଥାଏ । ମା ଲକ୍ଷ୍ମୀ ରାଗିଯାଇଥାନ୍ତି । ଯଦି ଆପନ୍ନକୁ ଚପଲ ପିନ୍ଧିବାର ରହିଛି ତେବେ କାଠର କିମ୍ବା କପଡା ଚପଲ ପିନ୍ଧି ପାରିବେ । ଏମିତି କରିବା ଦ୍ଵାରା ଆପଣଙ୍କ ଉପରେ ଦୋଷ ଲାଗିବ ନହିଁ । ରୋଷେଇ ଘରେ ଖାଦ୍ୟା ବନିବା ସମୟରେ ରୋଷେଇ କରୁଥିବା ଜିନିଷର ସ୍ଵାଦ ବାର ବାର ଚାଖିବା ଠିକ ହୋଇନଥାଏ । ଏହା ଦ୍ଵାରା ମାତା ରାଗିଯାଇଥାନ୍ତି । ଆଉ ଘରେ ଗରିବୀ ଆସିଥାଏ । ଖାଦ୍ୟକୁ ବାର ବାର ଚାଖିବା ଆବଶ୍ୟକ ହୋଇନଥାଏ । ଏହା ଦ୍ଵାରା ଘରେ ଅର୍ଣ୍ଣର କମି ହୋଇଥାଏ ।

Leave a Reply

Your email address will not be published. Required fields are marked *