3ଟି ରାଶି ଉପରେ ପଡିବ ଦୁଃଖର ପାହାଡ 7 ତାରିଖରୁ ଆରମ୍ଭ ହେବ ଖରାପ ସମୟ – ସାବଧାନ

ପ୍ରତେକ ବ୍ଯକ୍ତିର ଜୀବନରେ ସୁଖ ଦୁଃଖ ଆସିଥାଏ । ଏହା ସେମାନଙ୍କ ଗ୍ରହର ଚଳନ ପାଇଁ ହୋଇ ଥାଏ । କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହି ରାଶିର ପରିବର୍ତ୍ତନ ନିଆରାନ୍ତର ହୋଇ ଥାଏ ସବୁ ଗ୍ରହ ନିଜ ରାଶି କୁ ବଦଳାଇ ଥାନ୍ତି । ଲୋକମାନେ ଏହି ଭଳି ମଧ୍ୟ କୁହନ୍ତି କି ଏହି ପରିବର୍ତ୍ତନ ଦ୍ଵାରା ଆମେ ସବୁ ପ୍ରକାର ଦୁଃଖ ସୁଖ ପାଇ ଥାଉ । ଏବେ ଆସନ୍ତୁ ଜାଣିବା ଏହି ଆସନ୍ତା ନବରାତ୍ର ଅକ୍ଟୋବର 7 ତାରିଖରୁ ଆରମ୍ଭ ହୋଇ ଶେଷ ହେବା ପାଇଁ ଯାଉଛି 15 ତାରିଖରେ ।

ତେବେ ଆମେ କହିବା ପାଇଁ ଯିବୁ କି ଏହି ନବରାତ୍ର ଆରମ୍ଭରୁ ନଭେମ୍ବର 22 ଯାଏ କିଛି ରାଶି ମାନଙ୍କ ପାଇଁ ଖୁବ ଖରାପ ସମୟ ରହିବ । ଆମେ ଜାଣିଛେ ଦଶହରା ରେ ନବରାତ୍ର ର ମାନ୍ୟତା କେତେ ଅଛି । ଏହି ପୂଜା ଦ୍ଵାରା ଆମେ ମା ଦୂର୍ଗା ଙ୍କୁ ନିଜ ସବୁ ସଂକଟ ପାଇଁ ପ୍ରାଥନା କରି ଥାଉ । ତେବେ ଦେଖିବା ପାଇଁ ଗଲେ ମା ଦୂର୍ଗା ଯାହା ଉପରେ କୃପା କରିବେ ସେ କେବେ ହେଲେ କିଛି ଖରାପ ପ୍ରଭାବ ରେ ରହିବ ନାହିନ । ତଥାପି ଏହି ରାଶି ମାନେ କିଛି ସଂଯୋଗ କାରଣରୁ ଖରାପ ପରିଣାମ ପାଇବା ପାଇଁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ମାନେ କଣ ଖରାପ ପରିଣାମ ପାଇବେ ଓ କିଭଳି ଏହି ଖରାପ ପରିଣାମ ର ପ୍ରଭାବ କୁ କମେଇବେ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ପ୍ରଥମ ରାଶି ହେଉଛି ବୃଷ ରାଶି – ଏହି ରାଶିର ଲୋକମାନେ ଯାହା ଭି ଧନ ସଞ୍ଚୟ କରି ଥିବେ ସେମାନେ ଏହି ସମୟରେ ତାହାକୁ ହରାଇ ଦେବେ । କିଛି ନା କିଛି ଘଟଣା ପାଇଁ ଏହା ଖର୍ଚ ହୋଇଯିବ । ଆପଣ ଏହି ସମୟରେ ଯାହା ଭି କରିବେ ଖୁବ ଚିନ୍ତା କରିକି କରିବେ । ଆପଣ ଯଦି ନିଜ ଗହରେ କିଛି ମୂଲ୍ଯବାନ ଜିନିଷ ରଖିଛନ୍ତି ତେବେ ଆପଣ ତାକୁ ମଧ୍ୟ ନିଶ୍ଚିତ ଭାବେ ସଜାଗରେ ରଖନ୍ତୁ । କାରଣ ଏହା ଚୋରୀ ହୋଇପାରେ । ଆପଣ ଏହା ପାଇଁ ଏକ କାମ କରି ପାରିବେ ଆପଣ ଏହା ପାଇଁ ମା ଦୂର୍ଗା ଙ୍କ ଲକ୍ଷ୍ମୀ ରୂପକୁ ଆରାଧନା କରି ଶୁକ୍ରବାର ଦିନ ଆପଣ ହଳଦିଆ ମିଠାକୁ ଭୋଗ କରନ୍ତୁ ଓ ଏହାକୁ ଗାଇକି ଖାଇବା ପାଇଁ ଦିଅନ୍ତୁ ଦେଖିବେ ଏହା ଆପଣଙ୍କୁ ଭଲ ପରିଣାମ ଦେବ । ଆପଣ ଚାହିଲେ ଏହି ଭୋଗକୁ ଗାଈ କୁ ଦେଇ ସାରିବା ପରେ ବଞ୍ଚିଥିବା ଭୋଗ ଖାଇ ପାରିବେ ।

ସିଂହ ରାଶି – ଆପଣ ଖୁବ ରାଗି ଯାଇ ପାରନ୍ତି ଏହି ସମୟରେ ଆପଣ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ କାରଣ ଏହା ପାଇଁ ଆପଣ ନିଜର କାହା ସହ ଝଗଡା କରି ଦଦେଇ ପାରନ୍ତି ଯାହା ପାଇଁ ଆପଣ ଖୁବ ଖରାପ ସମୟର ସାମନା କରିବେ । ଆପଣ ଗୁରୁବାର ଦିନ ଦୁଇଟି ଧୂପ କାଠି ଅର୍ପଣ କରନ୍ତୁ ଭଗବାନ ବିଷ୍ଣୁ ଙ୍କୁ ଏହା କରିବା ଦ୍ଵାରା ଆପଣ ଦେଖିବେ କି ଆପଣଙ୍କ ବାନୀରେ ନିୟନ୍ତ୍ରଣ ରହିବ ।

ମକର ରାଶି – ଆପଣ ବିଶେଷ ଭାବେ ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖିବେ । ଏହି ସମୟରେ ଆପଣଙ୍କ ନିଜର ଜନ୍ତ ନିଅନ୍ତୁ । ଡାକତର ଙ୍କୁ ଦେଖାଇ ମେଡ଼ିସିନ କ୍ଷାନ୍ତୁ । ଏହି ସମୟରେ ଆପଣଙ୍କ ପାଇ ଖୁବ ଖରାପ ଅଛି ଆପଣ ଶାରୀରିକ ପୀଡା ପାଇବେ । ଆପଣ ବୁଧ ବାର ଦିନ ଭଗବାନ ଗଣେଶ ଙ୍କୁ ଆରାଧନା କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ ।

Leave a Reply

Your email address will not be published. Required fields are marked *