ତୁଳା ରାଶି VS କୁମ୍ଭ ରାଶି, କେଉଁ ରାଶି ଜୀବନରେ ଅଧିକ ଦୁଃଖ ପାଇଥାନ୍ତି ? ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତୁଳା ରାଶି ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ମଧ୍ୟରୁ ସବୁଠାରୁ ଧନବାନ, ଶକ୍ତିଶାଳୀ କିଏ ହୋଇଥାନ୍ତି । ଆମେ ଆଜି ଉଭୟ ରାଶିଙ୍କର ଗୁଣ, ଭବିଷ୍ୟତ ଓ ଜୀବନରେ କେବେ ଖୁସି ଆସିଥାଏ ତାହା କହିବାକୁ ଯାଉଛୁ । ପ୍ରଥମେ ଆସନ୍ତୁ ଜାଣିବା ତୁଳା ରାଶିର ବ୍ୟକ୍ତିଙ୍କ ବିଷୟରେ । ଆପଣଙ୍କ ନାମର ପ୍ରଥମ ଅକ୍ଷର ର, ରା, ରୁ, ତ, ଟି, ତୁ ଏହି ଅକ୍ଷର ମଧ୍ୟରୁ ଗୋଟେ । ଏମାନେ ଅନେକ ଗୁଣରେ ପାରଦର୍ଶିତା ଅଟନ୍ତି ।

ସର୍ବଜନ ପ୍ରିୟ, ମଧୁଭାଷୀ, ବହୁମୂଖୀ, ପରିଶ୍ରମୀ, କଉଶଳୀ, ସଙ୍ଗୀତ,କଳା ପ୍ରିୟ, ବିଚାରବନ୍ତ ଅଟନ୍ତି । ଧର୍ମ କର୍ମ, ବଡ ଖର୍ଚ୍ଚୀ, ବାଣିଜ୍ୟ କୁଶଳୀ, ପ୍ରବୃତ୍ତ ବିକାଶ ପାଇଁ ଚେଷ୍ଟିତ ଅଟନ୍ତି । ଏହି ରାଶି ରଜୋଗୁଣର ସମ୍ପନ୍ନ ଅଟନ୍ତି । ଆପଣ ପ୍ରାୟତଃ ସୁଦୃଶ୍ୟ ଚେହେରା ସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଆପଣ ତୀକ୍ଷଣ ମେଧା ସମ୍ପନ୍ନ ଅଟନ୍ତି । ଆପଣଙ୍କର ଅନ୍ୟ ମାନଙ୍କ ପାଇଁ ଅପେକ୍ଷା ଇମ୍ୟୁନିଟି ପାୱାର କମ ଥାଏ ।

ଆପଣ ନ୍ୟାୟପ୍ରିୟ ବ୍ୟକ୍ତି ହେବା ସହ ଜଟିଳ ସମସ୍ୟାକୁ ଧର୍ଯ୍ୟ ସହ ମୁକାବିଲା କରନ୍ତି । ସୁନ୍ଦର ପୋଷାକ ପିନ୍ଧିବାକୁ ପ୍ରିୟ ହୋଇଥାନ୍ତି । ନୂଆ କଥାମାନ ଚିନ୍ତା କରିଥାନ୍ତି । ବନ୍ଧୁଙ୍କ ଆଗରେ ପ୍ରିୟପାତ୍ର ହେଲେ ବି ଅନେକ ସମୟରେ ସମାଲୋଚନା ହୋଇଥାନ୍ତି । ବେଳେବେଳେ ନିଶାଶସ୍ତ ହୋଇ ନିଜକୁ ନଷ୍ଟ କରିଥାନ୍ତି ଓ ଲୋକେ ଆପଣଙ୍କୁ ଘୃଣା କରିଥାନ୍ତି ।

ପ୍ରେମିକ ବା ପ୍ରେମିକା ଦ୍ଵାରା ଅପମାନିତ ହୋଇ ମାନସିକ ରୋଗ ଦେଖାଯାଏ । ଅର୍ଥନୈତିକ ସମସ୍ଯା ହେଲେ ମାନସିକ ଅସାନ୍ତି ବଢେ । ଛୋଟ ଛୋଟ କଥାକୁ ବଡ ଭାବି ଦୁଶ୍ଚିନ୍ତାରେ ପଡି ଯାଇଥାଏ । ଛୋଟ ଛୋଟ କଥାରେ ଯୁକ୍ତି ବାଢିଥାନ୍ତି । ଲଭ ଲାଇଫରେ ଏମାନେ ଧୋକା ଖାଇଥାନ୍ତି । ଉପଯୁକ୍ତ ସାଥି ମିଳେ ଦାଂପତ୍ଯ ଜୀବନ ସୁଖମୟ ହୋଇଥାଏ । ଆପଣଙ୍କୁ ମିଥୁନ ଓ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ବିବାହ କରିଲେ ଜୀବନ ସୁଖମୟ ହୋଇଥାଏ ।

ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶି ବିଷୟରେ ବିସ୍ତାର ଭାବେ । କୁମ୍ଭ ରହସିର ବ୍ୟକ୍ତି ଧନବନ୍ତ, କ୍ରୂରର, ହିଂସ୍ରକ ଅଟନ୍ତି । ଚାଷରେ ମଧ୍ୟମ, ପ୍ରଶଂସାର ପାତ୍ର ହୋଇଥାନ୍ତି । କୁମ୍ଭ ରାଶିର ଚେହେରାର ବିଶେଷତ୍ବ ହେଲା ରୁପବନ୍ତ କର୍ଣ୍ଣ, କର୍କଟ ସ୍ଵର, ସୁନ୍ଦର ଚକ୍ଷୁ । ଏମାନେ ଚତୁର ବୁଦ୍ଧି ସମାପନ୍ନ, କ୍ଷଣକୋପୀ, ବ୍ୟବହାରରେ କଉଶଳୀ, ସାହିତ୍ୟ, ଧର୍ମ ଦର୍ଶନ, ଗଭୀର ବିଦ୍ୟାରେ ପାରଦର୍ଶିତା ଦେଖାଇଥାନ୍ତି ।

ଆପଣ ଜଣେ ବିପ୍ଳବୀ ଓ କର୍ମବୀର ଅଟନ୍ତି । ସାଂସାରିକ ଚିନ୍ତା ଆପଣଙ୍କ ଠାରେ ଥାଏ । ଆପଣଙ୍କର ନୈତିକ ମୂଲ୍ୟବୋଧର ଅବନତି ଘଟିଥାଏ । ଆପଣଙ୍କର ପ୍ରଖର ସ୍ମରଣ ଶକ୍ତି ରହିଥାଏ । ପରିଣତ ବୟସରେ ପକ୍ଷପାତ ଓ ବାତ ରୋଗରେ ପୀଡିତ ହୋଇପାରନ୍ତି । ଅର୍ଥ ଅଭାବ ଘଟିପାରେ । ଆପଣଙ୍କ ଜୀବନସାଥିଙ୍କ ମଧ୍ୟରେ ଉଝାମଣା ଠିକ ନ ରହିଲେ ଜୀବନ କଷ୍ଟମୟ ହୋଇଯାଏ ।

ବିଛେଦ ଘଟିପାରେ । ଏମାନେ ବୃଷ, ବିଛା ଓ ସିଂହ ରାଶିର ବ୍ୟକ୍ତିଙ୍କୁ ବିବାହ କରିଲେ ଅଶାନ୍ତିରେ ସମୟ କଟିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *