ତୁଳସିକୁ ଛୁଇଁ ଚୁପ ଚାପ ୩ ବାର କୁହନ୍ତୁ ଏହି ଦୁଇଟି ଶବ୍ଦ, ଯାହା ମାଗିବେ ତୁରନ୍ତ ଇଛା ପୁରା ହେବ 

ଆମ ହିନ୍ଦୁ ଧର୍ମରେ ତୁଲସୀ ପୂଜାର ବିଶେଷ ମହତ୍ଵ ରହିଛି । କାରଣ ତୁଲସୀ ଗଛରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । କୁହାଯାଏ ଯେଉଁ ଘରେ ପ୍ରତିଦିନ ତୁଲସୀର ପୂଜା କରାଯାଇଥାଏ ସେଇ ଘରେ କେବେବି ଦରିଦ୍ରତା ଓ ଦୁର୍ଭାଗ୍ୟ ଆସିନଥାଏ । ଆଉ ସେଇ ଘରେ ସବୁବେଳେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଏହା ସହିତ ତୁଲସୀ ପୂଜା କରିବା ଦ୍ଵାରା ମୋକ୍ଷ ପ୍ରାପ୍ତ ହୋଇଥାଏ ।

ଆଉ ପାପର ନାସ ହୋଇଥାଏ । କୁହାଯାଏକି ଯେଉଁ ଘରେ ତୁଲସୀ ଗଛ ରହିଥାଏ ସେଠାରେ ଦେବୀ ଦେବତାଙ୍କ ନିବାସ ସ୍ଥଳ ହୋଇଥାଏ । ଏହା ସହିତ ତୁଲସୀ ସେଇ ଘରର ନକରାତ୍ମକ ଊର୍ଜାକୁ ଦୂର କରିଦେଇଥାଏ । ଘରେ କେବଳ ସକାରାତ୍ମକ ଊର୍ଜାର ସଂଚାର ହୋଇଥାଏ ।

ପୌରଣିକ ମାନ୍ୟତା ଅନୁସାରେ ପ୍ରତିଦିନ ତୁଲସୀ ପୂଜା କରିବା ଦ୍ଵାରା ଧନ ସମ୍ପତି ବୈଭବ ସୁଖ ଓ ସମୃଦ୍ଧିର ପ୍ରାପ୍ତ ହୋଇଥାଏ । ଆଉ ମା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରହିଥାନ୍ତି । ଯଦି ଆମେ ପଦ୍ମା ପୁରଣର ଆଲୋଚନା କରିବା ତେବେ ଯେଉଁଠି ତୁଲସୀ ପୂଜା ହୋଇଥାଏ ଓ ଗଛ ରହିଥାଏ ସେଠାରେ ତ୍ରି ଦେବଙ୍କର ନିବାସ ସ୍ଥଳ ହୋଇଥାଏ । ତୁଲସୀ ପୂଜା କରିବା ଦ୍ଵାରା ମହାପାପ ମଧ୍ୟ ନଷ୍ଟ ହୋଇଯାଇଥାଏ ।

ଯେମିତି ସୂର୍ଯ୍ୟ ଉଦୟ ହେବା ଦ୍ଵାରା ଅନ୍ଧକାର ନଷ୍ଟ ହୋଇଯାଇଥାଏ । ଯଦି ଆପଣଙ୍କ ଘରେ କଳି ଝଗଡା ହୋଇଥାଏ କି ଘରେ ଗରିବୀ ବନିକି ରହିଥାଏ । ପଇସା ଆସିଥାଏ କିନ୍ତୁ ରହିନଥାଏ । ଜୀବନରେ କୌଣସି ପ୍ରକାରର ଅସୁବିଧା ଲାଗିରହିଥାଏ ତେବେ ଆଜି ଆମେ ଗୋଟିଏ ଖାସ ମନ୍ତ୍ର ବିଷୟରେ ଜାଣିବା । ଯଦି ଆପଣ ଏହି ଦୁଇ ଶବ୍ଦର ମନ୍ତ୍ର ତିନି ଥର ଜପ କରିବେ ଆପଣ ଯାହା ମାଗିବେ ସବୁ ପୂରଣ ହେବ । ଆପଣଙ୍କର ସବୁ ଇଛା ପୁରା ହୋଇବ ।

ଏହି ମନ୍ତ୍ରର ଜପ ତୁଲସୀ ପୂଜା କରିବା ସମୟରେ ଜପ କରିଥାନ୍ତି ଆପଣଙ୍କର ସବୁ ଅସୁବିଧା ଦୂର ହୋଇବ । ଘରେ ସ୍ଥାଇ ରୂପରେ ମା ଲକ୍ଷ୍ମୀଙ୍କ ବାସ ରହିବ । ଆପଣଙ୍କ ଘରେ ସୁଖ ଶାନ୍ତିର ବାତା ବାରଣ ମଧ୍ୟ ରହିବ । ଘରେ କେବେବି ଦୁଖ ଦରିଦ୍ରତାର ବାସ ହେବନି । ମନ୍ତ୍ର ଜପ କରିବା ପୂର୍ବରୁ ପ୍ରତିଦିନ ଭଳି ନିଜ ଇଷ୍ଟ ଦେବଙ୍କୁ ପୂଜା କରନ୍ତୁ । ତୁଳସୀଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣାମ କରନ୍ତୁ ଓ ସୁଧ ଜଳ ଅର୍ପିତା କରନ୍ତୁ ଆପଣ ଚାହିଁଲେ ଗଙ୍ଗା ଜଳ ମଧ୍ୟ ଅର୍ପିତା କରିପାରିବେ ।

ଏହା ପରେ ତାଙ୍କୁ ସିନ୍ଦୁର ଓ ହଳଦୀ ଚଢାନ୍ତୁ । ଏହା ତୁଳସୀଙ୍କ ଶୃଙ୍ଗାର ହୋଇଥାଏ । ଏହା ସହିତ ତୁଳସୀଙ୍କ ଆଗରେ ଘିଅ ଦୀପ ପ୍ରଜ୍ଵଳିତ କରନ୍ତୁ ଧୂପ ବତୀ ନିଶ୍ଚିତ ରୂପରେ ଲଗାନ୍ତୁ । ତୁଲସୀର ସାତ ପରିକ୍ରମା କରନ୍ତୁ । ତୁଳସୀଙ୍କ ସାମ୍ନାରେ ବସିକି ଏଗାର ଥର ତୁଲସୀ ମାଳା ସହିତ ଗୋଟିଏ ଖାସ ମନ୍ତ୍ର ଜପ କରନ୍ତୁ । ମନ୍ତଟି ହେଉଛି :- ମହା ପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନୀ, ଆଦି ବ୍ୟାଧି ହରା ନିତ୍ୟମ, ତୁଲସୀ ତ୍ଵମ ନମସ୍ତେତୁ । ଏହି ମନ୍ତ୍ର ଜପ କରିବା ସହିତ ତୁଳସୀଙ୍କୁ ଛୁଇଁ ଯାହା ମନରେ ଇଛା ରହିଛି ଆପଣ ମାଗି ପାରନ୍ତି । ଆପଣଙ୍କର ସବୁ ମନୋକମନା ପୂର୍ଣ ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *