Garuda Purana: ରାତିରେ ଅନ୍ତିମ ସଂସ୍କାର କାହିଁକି ହୁଏ ନାହିଁ ?

ଯେଉଁ ମଣିଷ ଜନ୍ମ ହୋଇଛି ଦିନେ ନା ଦିନେ ସେ ନିଶ୍ଚିତ ଭାବେ ଏହି ଜଗତକୁ ଛାଡିକି ଜୀବ । ତେବେ ଅଜଦି ଆମେ ଦେଖିବା ଏପାଇଁ ଜୀବ ଏକ ବିଚିତ୍ର ଜିନିଷ ଆମ ସାମନାକୁ ଆସେ କି ଯେଉଁ ଜାଗାରେ ଆମେ ଆମ ପ୍ରିୟ ଲୋକର ମୃ-ତ୍ୟୁ ରେ ଶୋକ କରିଥାଉ ସେହି ଭଳି ଆମେ ତାର ଅ-ନ୍ତି-ମ ସ-ତ୍କା-ର ପାଇଁ ମଧ୍ୟ ସବୁ ବେଳେ ତତ୍ପର ଥାଉ ।

ଯଦି ଦେଖିବା ପାଇ ଜୀବା ତ ଜାଣି ହେବ କି ଆମକୁ କାହାର ମୃ-ତ୍ୟୁ ପରେ ଯଦି ସାବା ଉଠିନୀ ତେବେ କାହା ଘରେ ଖାଦ୍ଯ ବନେଇବା ମନା ଓ ଖାଦ୍ଯ ଖାଇବା ମନା ଥାଏ ଏହା ସହ ସଂଧ୍ୟା ଦେବା ମଧ୍ୟ ମନା ହୋଇ ଥାଏ । କିନ୍ତୁ ଯଦି ରାତିରେ କାହାର ମୃ-ତ୍ୟୁ ହୋଇ ଯାଏ ତେବବେ ଏହା ପାଇଁ ସକାଳ ହେବା ଯାଇ ଅପେକ୍ଷା କରା ଯାଏ ଏହାର କାରଣ କଣ ଅଟେ ଜାଣିଛନ୍ତି କି ।

ଗରୁଡ ପୁରାଣ ଅନୁସାରେ ମାରି ଯାଇଥିବା ବ୍ଯକ୍ତି ପାଇଁ ଏହା ଅଶୁଭ ଅଟେ କି ସେ ରାତିରେ ଦାହ ହେଉ । ତାକୁ ମୃ-ତ୍ୟୁ ଲୋକରେ ଅନେକ ଯାତନା ଦିଆ ଯାଇଥାଏ । ସେହି ଲୋକ ଯଦି ଆଉ ଏକ ଜନ୍ମ ନେବ ତାହେଲ ତାର ଅଙ୍ଗରେ କିଛି ନା କିଛି ଡୋସା ଆସିଥାଏ । ଏହା ପରେ ସୂର୍ଯ୍ୟା ଅସ୍ତ ପରେ ମୃ-ତ୍ୟୁ ହେଲେ ଏହାକୁ ସକାଳେ ଜଳା ଯାଇଥାଏ । ଯଦି ଦେଖିବା ପାଇଁ ଜୀବା ଏହାକୁ ଜଳେଇବା ଆଗରୁ ଏକ ପି-ଣ୍ଡ ଦାନ କରା ଯାଇ ଥାଏ ।

ଯାହା ଦ୍ଵାରା ସବାର ଅ-ନ୍ତି-ମ ସ-ତ୍କା-ର ଭଲ ହେବା ସହ ଏହାର ମୁକ୍ତି ପାଇଁ ରାସ୍ତା ମଧ୍ୟ ଖୋଲି ଯାଇଥାଏ । ଗରୁଡ ପୁରାଣରେ କୁହା ଯାଇଥିବା ଅକଥା ଅନାଉସାରେ ଯଦି ମୃ-ତ ବ୍ୟକ୍ତି ର ଶବକୁ ସମୟ ଥାଉ ଥାଉ ଆମେ ଜଳାଇ ଦେବା ତ ସେ ସ୍ଵର୍ଗ କୁ ଯାଇ ଥାଏ । ଯଦି ଡେ-ରି ହୋଇ ଯାଇଥାଏ ତେବେ ତାହାର ଆ-ତ୍ମା ପ୍ରେ-ତା-ତ୍ମା ହୋଇ ଏହି ଧାରା ରେ ବୁଲୁଥାଏ ଓ ନାକେ କ-ଷ୍ଟ ପାଉଥାଏ ।

ଆହୁରି ଏକ କାରଣ ଅଛି ଯାହା ପାଇଁ ଆମେ ସବ ଦାହ ରାତିରେ ନକରିବା ଉଚିତ । କୁହାଯାଏ କି ରାତିରେ ସ୍ଵର୍ଗ ଦ୍ଵାର ବନ୍ଦ ଥାଏ । ନ-ର୍କ ଦ୍ଵାର ଖୋଲା ଥାଏ ଏହା ଅନେକ ପୁରାଣରେ ମଧ୍ୟ ବର୍ଣନା କରା ଯାଇଛି । କୁହାଯାଏ କି ସୂର୍ଯ୍ୟ ଉଦୟ ହେବା ପରେ ଆ-ତ୍ମା ସୂର୍ଯ୍ୟ ସହ ଲୀନ ହୋଇ ଥାଏ । କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ସୁର୍ଜ୍ୟଙ୍କ ଦ୍ଵାର ରାତିରେ ବନ୍ଦ ଥାଏ ।

ତେଣୁ ଆ-ତ୍ମା ପ-ର-ଲୋ-କ ଯାଇ ପାରେଣୀ ଓ ଏହି ଠାରେ ରହି ନର୍କ କୁ ଭୋଗ କରି ଥାଏ । ଯଦି ଶବ କୁ ଦାହ କରିବାରେ ବି-ଳ-ମ୍ବ ହେଉଛି ତେବେ ଆପଣ ଏହାକୁ ତୁଳଶି ଗଛ ପାଖେ ରଖନ୍ତୁ ଓ ଏହା ସହ ଆପଣ ଏହାକୁ ଘର ବାହାରେ ରଖୀ ଦୀପ ଜଳାଇ ସେଠାରେ ଜଗି ବସନ୍ତୁ କାରଣ ମୃ-ତ ଶ-ରୀ-ର ରେ ନ-କା-ରା-ତ୍ମ-କ ଶ-କ୍ତି ପ୍ରବେଶ କରିବା ପାଇଁ ଚେଷ୍ଟା କରି ଥାଏ । ତେଣୁ ଆପଣ ଏହି ସବୁ ଜିନିଷର ଧ୍ୟାନ ରଖନ୍ତୁ ।

Leave a Reply

Your email address will not be published. Required fields are marked *