ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି 3ଟି ଜିନିଷ, ସାରା ଜୀବନ ରହିବେ ଦରିଦ୍ର

ସକଳ ଶକ୍ତି ର ଆଧାର ହେଉଛନ୍ତି ଭଗବାନ ସୂର୍ଯ୍ୟ । ଯଦି ଆମେ ଦେଖିବା ପାଇଁ ଜୀବ ତ ଜାଣି ପାରିବା କି ଆମେ ସକାଳୁ ଉଠିବା ମାତ୍ରେ ଆମେ ଭଗବାନ ସୂର୍ଯ୍ୟ ଙ୍କୁ ପୂଜା କରି ଥାଉ । କହିବାର ମାନେ ହେଉଛି କି ଆମେ ସୂର୍ଯ୍ୟ ଭଗବାନ ଙ୍କୁ ପୂଜା କରିବା ଦ୍ଵାରା ଆମେ ସୁଖୀ ହୋଇ ପାରିବା ।

ତେବେ ଆମ ସୂର୍ଯ୍ୟ ମଣ୍ଡଲ ରେ ଥିବା ଅସବୁ ଗ୍ରହ ମାନଙ୍କ ର ଅନୁସାରେ ଆମେ ସାତଟି ବାର ରଖିଚେ ସେହି ପାଇଁ ଆମେ ଏମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓ ନିଜ କାମକୁ ସୂଚାରୁ ରୂପେ କରିବା ପାଇଁ ସେମାନଙ୍କ ଅନୁକୂଳ କୁ ଦେଖିକି କାମ କରି ଥାଉ । ଭଗବାନ ସୂର୍ଯ୍ୟ ଙ୍କୁ ପୂଜା କରିବାର ବାର ହେଉଛି ରବିବାର । ଏହି ଦିନ ପୂଜା କରିବା ସମୟରେ ଆପଣ ଦେଖିକି ଚାହି ପୂଜା କରିବେ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଏହି ଦିନ ସଠିକ ଭାବେ ପୂଜା ନକରୁଥିବା ଅବ୍ୟକ୍ତି କିମ୍ବା ଯାହା ଉପରେ ଖରାପ ପ୍ରଭାବ ଅଛି ତାକୁ ନିଶ୍ଚିତ ଭାବେ ସମାଜରେ ଅପମାନର ସାମନା କରିବା ପାଇଁ ପଡିଥାଏ । ବ୍ୟକ୍ତି ଜଣକ ଅଳସୁଆ ହୋଇଯାଏ ଯାହା ଦ୍ଵାରା ତାର କାମ ରୁ ମନ ଉଠି ଯାଏ । ସେ ଧୀରେ ଧୀରେ ରାଗି ହୋଇ ଯାଏ । ତା ଘରେ ସବୁ ବେଳେ କ୍ଲେଶ ଲାଗି ରହିଥାଏ ।

ତେଣୁ ଏହି ଭଳି ବ୍ୟକ୍ତି ମାନେ ସୂର୍ଯ୍ୟ ଦେବଙ୍କୁ ଆରାଧନା କରିବା ଉଚିତ ଅଟେ । ଏହି ଦିନ ଅଳସୁଆମି ଛାଡି ସବୁ ବେଳେ ଜଲ୍ଦି ଉଠିବା କଥା । କିଛି ଲୋକମାନେ ଭାବନ୍ତି କି ସେମାନେ ସପ୍ତାହ ସାରା କାମ କରନ୍ତି ତେଣୁ କରି ସେମାନେ ଏହି ଦିନ ଛୁଟି ମନେଇବେ ଓ ଶେଠୀ ପାଇଁ ସେମାନେ ଅଧିକ ସମୟ ସୋଇଥାନ୍ତି । ଯଦି ଦେଖିବା ଏପାଇଁ ଯିବା ତ ଜାଣି ହେବ କି ଏହି ଦିନ ଆମକୁ ଅନେକ କ୍କାମ କରିବା ପାଇଁ ମନା ହୋଇଛି ।

କେବଳ ସେତିକି ନୁହେଁ ଏହି ଦିନ କିଛି ଖାଦ୍ଯ ମଧ୍ୟ ଖାଇବା ପାଇଁ ମନା କରା ଯାଇଛି । ଯଦି ଆପଣ ଏହି ଦିନ ବାରଣ କରା ଯାଇଥିବା ଜିନିଷ ଖାଉଛନ୍ତି ତେବେ ଆପଣ ଏହାକୁ ଖାଇଅବା ବନ୍ଦ କରି ଦିଅନ୍ତୁ । ଏହି ଦିନ ପିପଳି ଗଛକୁ ଜଳ ଦିଅନ୍ତୁ ନି ଏହି ଗଛ ମୂଳରେ ଆପଣ ଦୀପ ଦେଇ ପାରିବେ କିନ୍ତୁ ଜଳ ଦିଅନ୍ତୁ ନି । ଏହି ଦିନ ଆଳସୁଆମୀ ନ କରି ସକାଳୁ ଉଠି ଗାଧୋଇ ସାରି ଭଗବାନ ସୁର୍ଜ୍ୟଙ୍କୁ ଜଳ ଦେବା ଉଚିତ ଅଟେ ।

ଧ୍ୟାନ ଦେବେ ଏହା କେବଳ ତମ୍ବା ପାତ୍ର ଦ୍ଵାରା ହି ଦେବେ । ଏହା ସହ ଆପଣ ମାନଙ୍କ ମଧ୍ୟରୁ ଯାହାର ସୂର୍ଯ୍ୟ ଖରାପ ସ୍ଥିତି ରେ ଅଛନ୍ତି ସେମାନେ ଜଡା ତେଲ ଦିଅନ୍ତୁ । ରବିବାର ଦିନ ମାଛକୁ ଅଟାର ଗୁଲ ଦିଅନ୍ତୁ ଏହି ଦିନ କେଉଁ କାମରେ ଯିବା ସମୟରେ ଆପଣ ଗାଈ କୁ ଏକ ରୁଟି ଦେଇକି ଯାଅନ୍ତୁ । ମସୁର ଡାଳିର ଖାଇବା ମନା ହୋଇ ଥାଏ ଯେଉଁ ମାନେ ରବିବାର ଦିନ ପୂଜା କରୁଥାଏ ତେବେ ଆପଣ ଆମିଷ ଭୋଜନ କରିବା ମନା ହୋଇଥାଏ । ଆପଣ ଯଦି ସନ୍ତାନ ପାଇଁ ପୂଜା କରୁଛନ୍ତି ତେବେ ଆପଣ ବିନା ପିଆଜ ରସୁଣ ଓ ବିନା ଲୁଣର ଖାଦ୍ଯ ଖାଇବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *