‘ୟେ ରିସ୍ତା କ୍ୟା କହଲାତା ହୈ’ ର ଛୋଟ ନାୟରା ଏବେ ହୋଇଗଲେଣି ଏତେ Hot ଓ Bold

ସମ୍ପର୍କର ମୂଲ୍ୟ କୁ ବୁଝାଇବା ପାଇଁ ଷ୍ଟାର୍ ପ୍ଲସ୍ ର ସିରିଏଲ ‘ଏ ରିସ୍ତା କ୍ଯା କେହେଲାତା ହେ’ ବହୁତ ବର୍ଷ ରୁ ଦର୍ଶକ ଙ୍କର ହୃଦୟ ରେ ନିଜର ଗୋଟେ ପରିଚୟ ସୃଷ୍ଟି କରିପାରିଛି । ଏହି ସିରିଏଲ ର ମୁଖ୍ୟ ଭୂମିକା ଅକ୍ଷରା ଓ ନୈତିକ  ଙ୍କର ଝିଅ ନାୟରା ର ଅଭିନୟ ସଂପୂର୍ଣ୍ଣ ସିରିଏଲ ର କାହାଣୀ କୁ ବଦଳେଇ ଦେଇଛି ।

ଏ ସିରିଏଲ ରେ ନାୟରା ଚରିତ୍ର ରେ ଶିଭାଙ୍ଗି ଯୋଶୀ ଅଭିନୟ କରୁଛନ୍ତି ହେଲେ ଏ ଆଗରୁ ଏ ସିରିଏଲ ରେ ଯିଏ ଛୋଟ ନାୟରା ଭୂମିକା ରେ ଅଭିନୟ କରିଥିଲେ ।  ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ ଜଣେଇବା ପାଇଁ ଯାଉଛୁ ।

‘ଏ ରିସ୍ତା କ୍ଯା କେହେଲାତା ହେ’ ସିରିଏଲ ରେ ଅକ୍ଷରା ଓ ନୈତିକ ଙ୍କର ଝିଅ ନାୟରା ଅଭିନୟ ରେ ଯେଉଁ ଛୋଟ ଝିଅ ଦେଖାଦେଇଥିଲେ ସେ ଏବେ ବଡ଼ ଓ ବହୁତ ସୁନ୍ଦର ମଧ୍ୟ ହୋଇଯାଇଛନ୍ତି । ତ ଆସନ୍ତୁ ଜାଣିବା ଛୋଟ ରୁ ବଡ ହୋଇଥିବା ନାୟରା ସମ୍ପର୍କରେ ।

ଆପଣମାନଙ୍କୁ ଜଣେଇ ଦେଉଛୁ ଯେ ଗତ ୮ ବର୍ଷ ରୁ ଦେଉଥିବା ଷ୍ଟାର୍ ପ୍ଲସ୍ ର ଏ ସିରିଏଲ ‘ଏ ରିସ୍ତା କ୍ଯା କେହେଲାତା ହେ’ ର କାହାଣୀ ଏକ ଯୌଥ ପରିବାର ର ସମ୍ପର୍କରେ ଦର୍ଶାଇଛି । ଏହି ସିରିଏଲ ର ମୁଖ୍ୟ ଭୂମିକା ରେ ଅକ୍ଷରା ଓ ନୈତିକ ଙ୍କୁ ଦେଖିବାକୁ ମିଳିଛି ଓ ଏହି ଦୁଇ ଜଣ ଙ୍କ ବିଷୟ କୁ ନେଇ ଏ ସିରିଏଲ ର କାହାଣୀ ଲେଖା ହୋଇଛି ।

ଆପଣ ଜାଣନ୍ତି ଯେ ଷ୍ଟାର୍ ପ୍ଲସ୍ ର ଏ ସିରିଏଲ ରେ ଅକ୍ଷରା ଚରିତ୍ର ରେ ହୀନା ଖାଁ ଓ ନୈତିକ ଚରିତ୍ର ରେ ଅନୁଜ ଅଭିନୟ କରିଥିବାର ଦେଖିଥିଲେ ହେଲେ ଏବେ ଏ ଦୁଇ ଜଣ ଏ ସିରିଏଲ କୁ ଛାଡ଼ି ସାରିଛନ୍ତି । ଏହି ଶୋ’ ରେ ଅକ୍ଷରା ହୋଇଥିବା ହୀନା ଖାଁ ଯିବା ପରେ ଶୋ’ର ସବୁ  ଆକର୍ଷଣ ଏବେ ଅକ୍ଷରା ର ଝିଅ ନାୟରା ଉପରେ ହେଲେ ଆଜି ଆମେ ଆପଣଙ୍କୁ ଏଇ ବଡ଼ ନାୟରା ବିଷୟରେ ନୁହେଁ ଛୋଟ ନାୟରା ର ବିଷୟରେ ଜଣେଇବା ପାଇଁ ଯାଉଛୁ । ଯାହାର ଭୂମିକା ରେ ଅଶ୍ରୁର କୌର ଅଭିନୟ କରିଥିଲେ । ଏହି ସିରିଏଲ ରେ ସୁନ୍ଦର ଓ ସୁଶୀଳ ଛୋଟ ନାୟରା ଭୂମିକା ରେ ନଜର ଆସିଥିବା ଅଶ୍ରୁର କୌର ଏବେ ବଡ଼ ହୋଇ ସାରିଛନ୍ତି ।

ଆପଣ ଜାଣନ୍ତି ଯେ ‘ଏ ରିସ୍ତା କ୍ଯା କେହେଲାତା ହେ’ ସିରିଏଲ ରେ ଛୋଟ ନାୟରା ଭୂମିକା ରେ ନଜର ଆସିଥିବା ଅଶ୍ରୁର କୌର ଙ୍କ ଜନ୍ମ ୨୦ ତାରିଖ ମେ ମାସ ରେ ଦିଲ୍ଲୀ ରେ ହୋଇଥିଲା । ଷ୍ଟାର୍ ପ୍ଲସ୍ ର ଏ ସିରିଏଲ ରେ କାମ କରିବା ଆଗରୁ ଅଶ୍ରୁର ‘କିଁଉକି ଶାଶ୍ ଭି କଭି ବୋହୂ ଥୀ’ ଓ ‘କାହାନୀ ଘର ଘର କୀ’ ରେ ନଜର ଆସିଥିଲେ । ଆପଣ ଜାଣନ୍ତି ଯେ ଅଶ୍ରୁର ଜୀ ଟିଭି ର ଦମ୍ ଦାର ସିରିଏଲ ରେ ଅଭିନୟ କରିଥିଲେ । ଯାହାର ସମସ୍ତେ ପ୍ରଶଂସକ ଥିଲେ ।

୨୦୦୪ ରେ ଜନ୍ମ ହୋଇ ଅଶ୍ରୁର ଏବେ ୧୪ ବର୍ଷ ର ହୋଇଯାଇଛନ୍ତି  ଓ ଏମିତି ବି ନିଜର ପଢା ପୁରା କରୁଛନ୍ତି । ଜାଣିଛନ୍ତି ଅଶ୍ରୁର ୧୪ ବର୍ଷ ବୟସରେ କୌଣସି ଅଭିନେତ୍ରୀ ଠାରୁ ବି କମ୍ ଲାଗୁନାହାନ୍ତି । ସେଇ ଛୋଟ ଝିଅ ଏବେ ସେ ବହୁତ ଷ୍ଟାଇଲିସ୍ ଓ ସୁନ୍ଦର ଯୁବତୀ ହୋଇ ଯାଇଛନ୍ତି ।   ଅଶ୍ରୁର ଙ୍କର ସ୍ବପ୍ନ ଆଜି ବି ଏକ ସଫଳ ଅଭିନେତ୍ରୀ ହେବା ପାଇଁ ହେଲେ ତାଙ୍କ ପରିବାର ଲୋକ ଚହୁଁଛନ୍ତି କି ସେ ପ୍ରଥମେ ତାଙ୍କ ପଢା ସଂପୂର୍ଣ୍ଣ କରନ୍ତୁ ।

Leave a Reply

Your email address will not be published. Required fields are marked *