10 ଦିନ ଲଗାତାର ପିଇଲେ କମ 15 କିଲୋ ଓଜନ, ବିନା Diet ଓ ବିନା Exercisରେ- Weightloss Drink

ଆପଣ ମାନେ ଜାଣିଥିବେ କି ଆଜି କାଲିର ଦୁନିଆ ରେ ସବୁ ଲୋକମାନେ ଏକ ସାଧାରଣ ରୋଗରେ ପୀଡିତ ଥାନ୍ତି । ଏହା ହେଉଛି ମୋଟାପା ଏହାକୁ ରୋଗ କହିଲେ ମଧ୍ୟ ଭୁଲ ହେବନି । ଆପଣ ଜାଣିଥିବେ କି ଏହାକୁ କମେଇବା ପାଇଁ ବହୁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି । ଯଦି ଦେଖିବା ପାଇ ଜୀବ ତ ଜାଣି ପାରିବା କି ଆମେ ଏହାକୁ ବଦଳାଇବା ଅପାଇନ ଯେତେ ଚେଷ୍ଟା କଲେ ଭି ଆମେ ବଦଳି ପାରିବା ନି । ଆମେ ଏହା ପାଇଁ ଅନେକ ଜିମ ଯାଉ ଓ ଅନେକ ମେଡ଼ିସିନ ଖାଉଛୁ ।

କିନ୍ତୁ ଆୟୁର୍ବେଦ ଚିକିସ୍ଛା ପାଇଁ ଆପଣ କରିକି ଦେଖନ୍ତୁ ଜାଣି ପାରିବେ କି କିଭଳି ଭାବରେ ଆପଣ ଏହାକୁ କମେଇ ପାରିବେ । ଚର୍ବି ଆମ ଶରୀର ରେ ଅଧିକ ହୋଇ ଯାଏ ସେତେ ବେଳେ ଯେତେ ବେଳେ ଆମ ଶରୀରୀ ର ପାଚନ ଶକ୍ତି କମ ହୋଇଯାଏ । ସେତେବେଳେ ଆମେ ମୋଟା ହୋଇ ଯାଇଥାଉ । ଆପଣ ଏହାକୁ କମେଇବା ପାଇଁ କିଛି ଆୟୁବେଦିକ ପାଉଡର ସହ କିଛି ଘରୋଇ ଉପଚାର କରିବା ଦ୍ଵାରା ଆପଣ ଜାଣି ପାରିବେ କି କେତେ କମ ହେଉଛି ଓଜନ ।

ଆସନ୍ତୁ ଜାଣିବା ଅଶ୍ଵଗନ୍ଧା ପାଉଡର ଯାହା ବଜାର ରେ ଆପଣଙ୍କୁ ଭଲ ଭାବେ ମିଳିଯିବ । ଆପଣ ଯଦି ଏହାର ଗଛ ଖୋଜିକି ଆଣିକି ଏଥିରୂ ଆପଣ କିଛି ପତ୍ର ଆଣିକି ତୋଳିକି ଏହାକୁ ଶୁଖାଇକି ଖାଇବେ ତା ଦ୍ଵାରା ଆପଣଙ୍କ ଓଜନ ଖୁବ କମ ହୋଇଯିବ ।

ଆପଣ ଜାଣିଥିବେ କି ଆମେ ଲେମ୍ବୁ ପାଣି ପି ଥାଉ ଏହା ପରେ ମଧ୍ୟ କିଛି ଫରକ ପଡି ନଥାଏ । କାରଣ ଏହାର ହେଉଛି ଯେଉଁ ମାନଙ୍କ ଏହି ରୋଗ ପରିବାର ଜନିତ ନ ହୋଇଥିବ । ତେବେ ଏହା ସହ ଯଦି କେବଳ ଆପଣ ଙ୍କୁ ଏହା ହୋଇ ଥାଏ ତେବେ ଏହା ଲେମ୍ବୁ ଓ ମହୁ ଦ୍ଵାରା କମି ଯାଇ ପାରେ । ଯଦି ଆପଣଙ୍କ ପରିବାରରେ ସବୁ ଲୋକ ମୋଟା ତେବେ ଏହା ଆମ ପାଇଁ ଭଲ କି ଆମେ ଅଶ୍ଵଗନ୍ଧା ଖାଇକି ଏହାକୁ କମେଇବା ।

ଏହି ପତ୍ର ସେତେବେଳେ ଆମକୁ କାମ ଦେବ ଯେତେବେଳେ ଏହାକୁ ଆମେ ଗରମ ପାଣିରେ ମହୁ ସହ ଖାଇବା । ଏହି ପାଣି କୁ ଆପଣ ତମ୍ବା ପାତ୍ରରେ ରାତିରେ ରଖିବା ଉଚିତ । ଆପଣ ଏହାକୁ ପିବା ପରେ ୫ ରୁ ୬ ମିନିଟ ଯାଏ ରେସ୍ଟ ରେ ରୁହନ୍ତୁ । ଏହାକୁ ଖାଇବା ପରେ ଆପଣଙ୍କ ଖାଦ୍ଯ ଉପରରେ ମଧ୍ୟ ଧ୍ୟାନ ରଖିବେ । ଆଉ ଏକ ଆୟୁର୍ବେଦ ଔଷଧ ଅଛି ।

କିନ୍ତୁ ଆପଣ ଏହା ପାଇଁ ଅନେକ ସାଲତ ଅଛି ତାକୁ ଖାଇ ପାରିବେ ଓ ଖାଇବା କୁ ଅଧା କରିନେବେ । ଆପଣ ଯଦି ଖାଇବା ପ୍ରସ୍ତୁତ କରିକି ଏହାକୁ ସାଙ୍ଗେ ସାଙ୍ଗେ ଖାଇବେ ତେବେ ଏହା ଭିତରେ ଆପଣ ୮ ଘନ୍ଟାର ଗ୍ୟାପ ଦିଅନ୍ତୁ । ଦେଖିବେ ଭଲ ପରିଣାମ ମିଳିବ ଆପଣ ଦେଖି ଚାହିଁ କି ନିଜକୁ ଟିକେ ଫ୍ଲେକ୍ଷିବୁଲ ଅନୁଭବ କରିବେ । ଆପଣ ଏହି ସମୟରେ ସନ୍ତୁଳିତ ଖାଦ୍ଯ ଖାଇବେ ।

Leave a Reply

Your email address will not be published. Required fields are marked *