ବାଛନ୍ତୁ ଯେ କୌଣସି ଗୋଟିଏ Box ଓ ଜାଣନ୍ତୁ ଆପଣଙ୍କ ପାଇଁ କଣ ଖୁସି ଖବର ଅଛି- Love Quiz

ବନ୍ଧୁଗଣ ଆପଣଙ୍କ ପାଇଁ କଣ ସରପ୍ରାଇଜ ରହିଛି କଣ ଆପଣ ଜାଣିବାକୁ ଇଚ୍ଛା କରୁଛନ୍ତି କି ? ତେବେ ଆଜି ଆମେ ଆପଣଙ୍କ ପାଇଁ ୫ଟି ବକ୍ସ ନେଇ ଆସିଛୁ । ସେଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ବକ୍ସ ଚୟନ କରିବାକୁ ହେବ । ଏହି ବକ୍ସ ଜରିଆରେ ଆପଣ ଜାଣି ପାରିବେ କି ଆପଣଙ୍କ ପାଇଁ କଣ ସରପ୍ରାଇଜ ରହିଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ତେବେ କଣ ଆପଣ ରେଡି ଅଛନ୍ତି ବକ୍ସ ଚୁଜ କରିବା ମଧ୍ୟରୁ । ତେବେ ଆସନ୍ତୁ ଆରମ୍ଭ କରିବା ଲଭ କୁଇଜ ଗେମ ।

୧- ପ୍ରଥମ ବକ୍ସ : ଯଦି ଆପଣ ପ୍ରଥମ ବକ୍ସ ଚୟନ କରିଛନ୍ତି ତେବେ ଆପଣଙ୍କର ଓ ଆପଣଙ୍କ ଲଭର ଙ୍କ ମଧ୍ୟରେ ଯାହା ବି ସମସ୍ଯା ଦୀର୍ଘ ଦିନରୁ ରହିଛି ତାହା ବହୁତ ଜଲ୍ଦି ପୁରା ହେବ । ଆପଣ ଓ ଆପଣଙ୍କ ଲଭର ଙ୍କ ମଧ୍ୟରେ ଯାହା ବି କଳହ ଲାଗି ରହିଛି ତାହା ବହୁତ ଜଲ୍ଦି ପୁରା ହେବ ।

୨- ଦ୍ଵିତୟ ବକ୍ସ : ଯଦି ଆପଣ ଦ୍ଵିତୀୟ ବକ୍ସ ଚୟନ କରିଛନ୍ତି ତେବେ ଆପଣ ନିଜ ଲଭର ଙ୍କ ସହ ବହୁତ ଜଲ୍ଦି ଦେଖା କରିବାର ଅଛି । ଅନେକ ସାରା ସମୟ ଆପଣ ଦୁହେଁ ପରସ୍ପର ସହ ବ୍ଯତୀତ କରିବେ । ଆପଣ ଦୁହେଁ ପରସ୍ପର ସହ ଏତେ ସମୟ ସ୍ପେନ୍ଡ କରିବେ ଯାହା ଆପଣଙ୍କର ସ୍ମୃତି ହୋଇ ରହିଯିବ ।

୩- ତୃତୀୟ ବକ୍ସ : ଯଦି ଆପଣ ତୃତୀୟ ବକ୍ସ ଚୟନ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର କ୍ରଶ ବହୁତ ଜଲ୍ଦି ମିଳିବାକୁ ଯାଉଛି । ଆପଣ ଓ ଆପଣଙ୍କ ଲଭର ଙ୍କ ମଧ୍ୟରେ ଆହୁତ ଜଲ୍ଦି ପ୍ରେମ ସମ୍ପର୍କ ଗଢି ଉଠିବାକୁ ଯାଉଛି । ଆପଣଙ୍କ ଓ ଆପଣଙ୍କ ଲଭର ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବ ଯାହା ଆପଣଙ୍କ ଦୁହିଙ୍କ ସମ୍ପର୍କ କୁ ମଜବୁତ କରି ଦେବ ।

୪- ଚତୁର୍ଥ ବକ୍ସ : ଯଦି ଆପଣ ଚତୁର୍ଥ ବକ୍ସ ଚୟନ କରିଛନ୍ତି ତେବେ ଆପଣ ଯେଉଁ ଚାକିରି ର ଅପେକ୍ଷା ରେ ଦୀର୍ଘ ଦିନରୁ ରହିଥିଲେ ତାହା ଆପଣଙ୍କୁ ବହୁତ ଜଲ୍ଦି ମିଳିବାକୁ ଯାଉଛି । ଯାହାକୁ ପାଇ ଆପଣ ବହୁତ ଖୁସି ଅନୁଭବ କରିବେ ।

୫- ପଞ୍ଚମ ବକ୍ସ : ଯଦି ଆପଣ ପଞ୍ଚମ ବକ୍ସ ଚୟନ କରିଛନ୍ତି ତେବେ ଆପଣଙ୍କ ଓ ଆପଣଙ୍କର ଲଭର ମଧ୍ୟରେ ବହୁତ ସାରା ପ୍ରେମ ରହିଛି । ଆପଣ ଦୁହିଙ୍କର ଯୋଡି ସବୁ ଦିନ ପାଇଁ ସେମିତି ସଲାମତ ରହୁ ଏହା ଭଗବାନଙ୍କ ପାଖରେ ଆମର କାମନା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *