Interesting GK Questions – ଗୋଟିଏ ଝିଅ ଜନ୍ମ ହେଲା 1950 ରେ ଆଉ ମଲା 1950 ରେ, ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା 20 ବର୍ଷ, କୁହ କେମିତି ହେଲା? ଏହା ସହ ଆହୁରି 16 GK Quiz

ନମସ୍କାର ବନ୍ଧୁଗଣ, ନିଜ ଜ୍ଞାନ ଘରର କବାଟ କେବେ ମଧ୍ୟ ବନ୍ଦ ହୋଇନଥାଏ । ସବୁବେଳେ ଏହାକୁ ଖୋଲା ରଖିବା ଦରକାର । କାରଣ ଏହି ଗୋଟିଏ ଜିନିଷ ହିଁ ଆମକୁ ପରିଚୟ ଦେଇଥାଏ ଜୀବନରେ । ଜ୍ଞାନର ବଳରେ ଆମେ ଜୀବନରେ ସଫଳତାର ସିଢି ଚଢିଥାଉ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଜ୍ଞାନ ବଢାଇବା ନିମନ୍ତେ କିଛି ଏଭଳି ପ୍ରଶ୍ନର ଉତ୍ତର ଯାହା ଆପଣଙ୍କୁ ଆପଣଙ୍କ ପାଠ ପଢା, ପିଲା ମାନଙ୍କ ଚାକିରି ଇତ୍ୟାଦିରେ ସହାୟ ହେବ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଏମିତି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ? ଉତ୍ତର: ଭେଜିଟେବଲ । 2- କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ? ଉତ୍ତର: ଗୁଡି । 3- ତାହା କେଉଁ ଜିନିଷ ଯାହାକୁ ଝିଅମାନେ ବର୍ଷରେ କେବଳ ଥରେ କିଣିଥାନ୍ତି ? ଉତ୍ତର:ରାକ୍ଷୀ । 4- ଭାରତର କେଉଁ ରାଜ୍ୟ ଇଂରେଜ ମାନଙ୍କର ଗୁଲାମ ହୋଇନାହିଁ ? ଉତ୍ତର: ଗୋଆ ।

5- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ବନ୍ୟପ୍ରାଣୀ ଦେଖିବାକୁ ମିଳନ୍ତି ? ଉତ୍ତର: ଜିଲ୍ଲା ମୟୂରଭଞ୍ଜ, ବ୍ୟାଘ୍ର ସରକ୍ଷଣ କେନ୍ଦ୍ର, ହାତୀ, ଗୟଳ, ଶମ୍ବର, ହରିଣ, ଭାଲୁ, ସାପ । 6- ଭିତର କନିକା କେଉଁ ଜିଲ୍ଲାରେ ଅଛି ଏବଂ ସେଠାରେ କେଉଁ ବନ୍ୟପ୍ରାଣୀ ଦେଖିବାକୁ ମିଳନ୍ତି ? ଉତ୍ତର: କେନ୍ଦ୍ରାପଡା କୁମ୍ଭୀର ପ୍ରଜନନ, ସାପ, ହରିଣ, ଶମ୍ବର ।

7- ଏମିତି କେଉଁ ଜିନିଷ ଯିଏ ଆଲୋକରେ ତୁମ ସାଥିରେ ଥାଏ କିନ୍ତୁ ଅନ୍ଧାରରେ ନଥାଏ ? ଉତ୍ତର: ଛାଇ । 8- ଗୋଟିଏ ଝିଅ ଜନ୍ମ ହେଲା 1950 ରେ ଆଉ ମଲା 1950 ରେ ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା 20 ବର୍ଷ, କୁହ କେମିତି ହେଲା? ଉତ୍ତର: କାରଣ ଝିଅଟି 1950 ମସିହାରେ ଜନ୍ମ ହୋଇଥିଲା ଓ ଯେଉଁ ଘରେ ମଲା ସେହି ଘରର ନମ୍ବର ଥିଲା 1950 ।

9- ମନୁଷ୍ୟର ଗୋଟିଏ ଆଖିର ଓଜନ କେତେ ହୋଇଥାଏ ? ଉତ୍ତର: 8 ଗ୍ରାମ । 10- ମୋଗଲ ବଂଶର ସଂସ୍ଥାପକ କିଏ ଥିଲେ ? ଉତ୍ତର: ବାବର । 11- ଭାରତର ସବୁଠାରୁ ସୁରକ୍ଷିତ ବ୍ୟକ୍ତି କିଏ ? ଉତ୍ତର: ପ୍ରଧାନମନ୍ତ୍ରୀ । 12- ବିଶ୍ଵର ସବୁଠାରୁ ଗରିବ ଦେଶର ନାମ କଣ ? ଉତ୍ତର: ଭୁଟାନ । 13- ମିସ ୟୁନିଭର୍ସ ବନିଥିବା ପ୍ରଥମ ଭାରତୀୟ ମହିଳା କିଏ ? ଉତ୍ତର: ସୁସ୍ମିତା ସେନ ।

14- ଭାରତରେ ସବୁଠାରୁ କମ ଜନସଂଖ୍ୟା ଥିବା ରାଜ୍ୟ କେଉଁଠି ? ଉତ୍ତର: ସିକ୍କିମ । 15- ସାପ ମାନଙ୍କର ଦେଶ କାହାକୁ କୁହାଯାଏ ? ଉତ୍ତର: ବ୍ରାଜିଲ । 16- କଇଁଛର ଜୀବନକାଳ କେତେ ହୋଇଥାଏ ? ଉତ୍ତର: 123 ବର୍ଷ । 17- ମଣିଷର କେଉଁ ଜିନିଷ ଟି ସବୁବେଳେ ବଢି ଚାଲିଥାଏ ? ଉତ୍ତର: ବୟସ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *