ମୁଁ କହିପାରିବି ଆପଣଙ୍କ Loverଙ୍କ ନାମ, କେମିତି ଜାଣିବା ପାଇଁ ଦେଖନ୍ତୁ- Love Quiz

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଉପାୟ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ସାଥିଙ୍କ ନାମ ଜାଣିପାରିବେ । ଏହାକୁ କରିବା ପାଇଁ ରହିଥିବା ସମସ୍ତ ଉପାୟକୁ ଆପଣ ଧ୍ୟାନର ସହ କରିବେ । ଯାହାଫଳରେ ଆପଣଙ୍କୁ ଉତ୍ତର ମିଳିପାରିବ । ତେବେ ଆଉ ଡେରି ନକରି ଆସନ୍ତୁ ଚମକାଇ ଦେଲା ଭଳି ସାଥିଙ୍କ ନାମକୁ ସହଜରେ ଖୋଜି ବାହାର କରିପାରିବା ଉପାୟ ଜାଣିବା ।

ଆପଣ ନିଜ ସାଥିଙ୍କ ନାମର ପ୍ରଥମ ଅକ୍ଷରକୁ ବାଛନ୍ତୁ । ଏହାପରେ ସେହି ଅକ୍ଷର ପାଇଁ ଲେଖା ଥିବା ନମ୍ବରରେ 10 ମିଶାଇ ଦିଅନ୍ତୁ । ଏହାର ଉତ୍ତରକୁ ଏବେ 3 ଦ୍ଵାରା ହରି ଦିଅନ୍ତୁ । ଏହା ଆପଣ ନିଜ ଉତ୍ତର  ସ୍କୋୟାର ରୁଟ ବାହାର କରନ୍ତୁ । ପାଇଥିବା ସମ୍ପୂର୍ଣ ଉତ୍ତରରୁ 1 ଫେଡିଦିଅନ୍ତୁ । ଏହାକୁ ବୁଝିବା ପାଇଁ ଏବେ ଆମେ ଉଦାହରଣ ସ୍ୱରୂପ ଦେଖାଇବା ପାଇଁ ଯାଉଛୁ ।

ପ୍ରଥମେ ନିଜ ସାଥିଙ୍କ ନାମ tomରୁ ପ୍ରଥମ ଅକ୍ଷର t କୁ ନେଲି । ଏହି t ର ନମ୍ବର ହେଉଛି 1313 । ଏହାପରେ 1313 ନମ୍ବରରେ 10 ମିଶାଇବା । 1313+10= 1323 । ଏବେ ଆମକୁ ଉତ୍ତର ମିଳିଗଲା । ଏହାପରେ ଏହି ଉତ୍ତରରେ ଆସିଥିବା ଉତ୍ତର 1323 କୁ 3 ଦ୍ଵାରା ହରଣ କରିବା । 1323 ହରଣ 3 = 441 । ଏହାର ଉତ୍ତରରେ 441 ଆସିଲା ।

ଏହାପରେ 441 ର ସ୍କୋୟାର ରୁଟ ବାହାର କରିବା । 441 ର ସ୍କୋୟାର ରୁଟ ବାହାରକଲେ ଏହାର ଉତ୍ତର 21 ହେବ । ଏବେ ଆପଣ ପାଇଥିବା 21 ଉତ୍ତରରୁ 1 କୁ ଫେଡି ଦିଅନ୍ତୁ । 21-1= 20 । ତେବେ ଏବେ ଆମେ ଉତ୍ତର ପାଇଲେ 20 ।   ଏବେ ଆପଣ ଏହି ଚାର୍ଟରେ ଆସିଥିବା ଆମର ଏହି ଉତ୍ତରକୁ ଦେଖନ୍ତୁ । ଉତ୍ତର 20 ଆସିଥିଲା । ଆଉ 20ର ଅକ୍ଷର ହେଉଛି t ।

ତେବେ ଏଥିରୁ ଜାଣିଲେ କି ସାଥିଙ୍କ ନାମର ପ୍ରଥମ ଅକ୍ଷର t ଅଟେ । ତେଣୁ ଆପଣ ମଧ୍ୟ ଏହିଭଳି ଭାବରେ ନିଜ ସାଥିଙ୍କ ନାମର ପ୍ରଥମ ଅକ୍ଷର ଖୁବ ସହଜରେ ବାହାର କରିପାରିବେ । ଏହାକୁ କରିବା ବେଳେ ବିଲକୁଲ ମଧ୍ୟ ଅନ୍ୟମାନସ୍କ ହେବେ ନାହିଁ । ଧ୍ୟାନର ସହ ଏହି ଗଣିତ ଟିକୁ କରିବାଦ୍ବାରା ଆପଣଙ୍କୁ ଆପଣଙ୍କ ସାଥିଙ୍କ ନାମ ମିଳିଯିବ ।

ଆଉ ଆପଣ ଏହାକୁ ଅନ୍ୟମାନଙ୍କ ଆଗରେ କରି ସେମାନଙ୍କ ହୋସ ଉଡାଇ ଦେଇ ପାରିବେ । ଆପଣ ମାନଙ୍କୁ ଆମର ଏହି ଉପାୟଟି ଯଦି ଆପଣ ମାନଙ୍କୁ ଭଲ ଲାଗୁଥାଏ ତେବେ, ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚିନ୍ତ ରୂପେ ଫଳପ୍ରଦ ହେବ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *