କର୍କଟ ରାଶି ଆସୁଛି ନୂଆବର୍ଷ 2023, ଦେଖନ୍ତୁ କେମିତି ରହିବ ଆପଣଙ୍କ ପାଇଁ, ମିଳିବ 6ଟି ବଡ ଖୁସି ଖବର

ନମସ୍କାର ବନ୍ଧୁଗଣ, ସଂସାରରେ ପରିବର୍ତ୍ତନ ଦ୍ଵାରା ହିଁ ସଂସାର ଚାଲିଥାଏ । ସମୟ ସହ ଦିନ ମାସ ବର୍ଷ ସବୁ ବଦଳୁଅଛି । ତେଣୁ ଏହା ସହ ରାଶି ନକ୍ଷତ୍ର ମଧ୍ୟ ନିଜର ସ୍ଥାନ ପରିବର୍ତ୍ତନ କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କି ଆସୁଥିବା ନୂତନ ବର୍ଷ ୨୦୨୩ ରେ ରାଶି ଚକ୍ରରେ ରହିଥିବା ୧୨ ରାଶି ମଧ୍ୟରୁ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ କଣ ସବୁ ଘଟିବାକୁ ଯାଉଛି । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ଏହା ବିଷୟରେ ।

କର୍କଟ ରାଶି: ଏହି ନୂତନ ବର୍ଷଟି ଆପଣ ମାନଙ୍କ ପାଇଁ ଅନୁକୂଳ ରହିଛି । ଧନ ଲାଭର ଭଲ ଯୋଗ ରହିଅଛି । କିନ୍ତୁ ଅଷ୍ଟମ ଘରେ ଶନି ଦେବଙ୍କ ଉପସ୍ଥିତି ହେତୁ କିଛି ଅଯଥା ଖର୍ଚ ହେବାର ସମ୍ଭାବନା ରହିଛି । ଟଙ୍କା ରୋଜଗାର ନିମନ୍ତେ ଆପଣଙ୍କୁ ନୂତନ ମାର୍ଗ ମିଳିବାକୁ ଯାଉଛି । ଆପଣ କରିଥିବା ସମସ୍ତ ଆର୍ଥିକ ଯୋଜନା ଏବେ ସଫଳ ହେବାକୁ ଯାଉଛି ।

ବୃହସ୍ପତି ଆପଣଙ୍କ ଭାଗ୍ୟକୁ ସୁଦୃଢ କରିବା ପାଇଁ ସହାୟ ହେବେ । ଏହା ଆପଣଙ୍କୁ ଧନ ଲାଭ କ୍ଷେତ୍ରରେ ସଫଳତା ଦେବ । ଜାନୁଆରୀ ଠାରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଆପଣ ଲାଭବାନ ରହିବେ । ଏପ୍ରିଲ ଓ ମେ ମାସରେ ସରକାରୀ କ୍ଷେତ୍ରରୁ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । ଅଗଷ୍ଟ ମାସରେ ଆପଣଙ୍କୁ ରହିଥିବା ପୈତୃକ ସମ୍ପତ୍ତିରୁ ଲାଭ ମିଳିବାକୁ ଯାଉଛି ।

ସେପ୍ଟେମ୍ବର ମାସଟି ଆପଣ ନିଜ ଉଦ୍ୟଗ ଦ୍ଵାରା ଧନ କମାଇବେ । କିଛି ମାସ ମଧ୍ୟରେ ଆପଣଙ୍କର ଉନ୍ନତି ହେବ । ବର୍ଷ ଶେଷ ସୁଧା ଆପଣଙ୍କ ହତରେ ଭଲ ରକରମର ପୁଞ୍ଜି ହୋଇସାରିଥିବା । କ୍ୟାରିଆର ଦୃଷ୍ଟିରୁ ବର୍ଷ ଆରମ୍ଭ ଆପଣଙ୍କ ପାଇଁ ଭଲ ରହିବାକୁ ଯାଉଛି । ଆପଣଙ୍କପାଇଁ ଯାନ ବାହନ କିଣିବାର ଭଲ ସୁଯୋଗ ରହିଛି ଏହି ବର୍ଷ ।

୩୦ ନଭେମ୍ବର ରୁ ୨୫ ଡିସେମ୍ବର ମଧ୍ୟରେ ଆପଣ ଯାନ ବାହନ କିମ୍ବା କୌଣସି ଜମିବାଡି କିଣିପାରନ୍ତି । ଆପଣ ଚଳିତ ବର୍ଷ ମେ ମାସରେ ସମ୍ପତ୍ତି କିଣିବାରେ ନିଶ୍ଚୟ ସଫଳ ହେବେ । ସ୍ୱାସ୍ଥ୍ୟ ଅନୁଯାୟୀ ବର୍ଷର ଆରମ୍ଭ ଆପଣଙ୍କ ପାଇଁ ଦୁର୍ବଳ ରହିବାକୁ ଯାଉଛି । ଶନି ଦେବ ଆପଣଙ୍କ ରାଶିର ଅଷ୍ଟମ ଘରେ ପ୍ରବେଶ କରିବେ । ଏହାଦ୍ବାରା କିଛି ଦୀର୍ଘ କାଳୀନ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି ।

ଏହି ପରିସ୍ଥିତି ନ ଆସିବା ପାଇଁ ଆପଣ ନିଜ ସ୍ୱାସ୍ଥ୍ୟର ଭଲ ଭାବରେ ଧ୍ୟାନ ନିଅନ୍ତୁ । ମେ ମାସ ଟି ସ୍ୱାସ୍ଥ୍ୟ ଦୃଷ୍ଟିରୁ ସବୁଠାରୁ ଦୁର୍ବଳ ରହିବାକୁ ଯାଉଛି । ଏହି ସମୟରେ ଛତି ଜନିତ କିଛି ଅସୁବିଧା ଦେଖା ଦେବ । ନିଜର ଯତ୍ନ ନିଅନ୍ତୁ ଏହି ସମୟରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *