ଝିଅର ନାମ କଣ ଅଟେ କୁହନ୍ତୁ ? କେବଳ ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବେ

ନମସ୍କାର ବନ୍ଧୁଗଣ, ନିଜର ବୁଦ୍ଧି ଓ ଜ୍ଞାନକୁ ପରୀକ୍ଷା କରନ୍ତୁ ଆଜି ଆମ ସହ । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ମଜାଦାର ଖେଳଟିଏ ନେଇ ଆସିଛୁ । ଦେଖିବା ଆପଣଙ୍କ ମୁଣ୍ଡରେ କେତେ ବୁଦ୍ଧି । ଆପଣ କଥାର ବିଶ୍ଳେଷଣରୁ ଝିଅର ନାମକୁ ଖୋଜି ବାହାର କରନ୍ତୁ । ତେବେ ଆଉ ଡେରି ନକରି ଆସନ୍ତୁ ଆରମ୍ଭ କରିବା ସେହି ମଜାଦାର ଖେଳଟିକୁ ।

1: କିଛି ମିଠା ସହିତ ଯଦି ଆପଣ ଚା ଥୁଆ ହୋଇଥିବାର ଦେଖନ୍ତି ତେବେ ସେଥିରୁ ଆପଣ ଝିଅର ନାମ କଣ ବୋଲି ଜାଣିବେ ? ଉତ୍ତର: ସୁଇଟି । ମିଠାର ଇଂରାଜୀ ସୁଇଟ ଆଉ ଚା ର ଇଂରାଜୀ ଟି ମିଶି ହେଲା ନା ସୁଇଟି ସାଙ୍ଗମାନେ । 2: ଗୋଟିଏ ସିମ କାର୍ଡ ସହ ଗୋଟିଏ ଦୌଡୁଥିବା ପୁଅ ଯଦି ଆପଣ ଦେଖନ୍ତି ତେବେ ଝିଅର ନାମ କଣ ହେବ କୁହନ୍ତୁ ତ ? ଉତ୍ତର: ସୀମରନ ।

ସିମ ଆଉ ଦୌଡିବାର ଇଂରାଜୀ ରନ ମିଶି ହେଲା ନା ସୀମରନ । 3: ଜୋତା ସହିତ ଅକ୍ଷର ରୁ ଆଉ ଚା ଦେଖିଲେ ଝିଅର ନାମ କଣ ହେବ କୁହନ୍ତୁ ତ ? ଉତ୍ତର: ସୃତି । ଜୋତାର ଇଂରାଜୀ ସୁ ଆଉ ସେଥିରେ ରୁ ମିଶିଲେ ହେଲା ସୃ । ତାପରେ ଟି ମିଶିଲେ ହେଲା ନା ସୃତି ସାଙ୍ଗମାନେ । 4: ଗାଈ ସହ ଗଛ ତେବେ କୁହ କଣ ଅଟେ ଝିଅର ନାମ ? ଉତ୍ତର: ଗାୟତ୍ରୀ । ଗାଈ ଆଉ ଗଛର ଇଂରାଜୀ ଟ୍ରି ମିଶି ହେଲା ନା ଗାୟତ୍ରୀ ।

5: ଅକ୍ଷର କା ସହିତ ଜଳ ଏହା ଦେଖିଲେ ଝିଅର ନାମ କଣ ଆସିବ ଆପଣଙ୍କ ମୁଣ୍ଡକୁ କୁହନ୍ତୁ ତ ? ଉତ୍ତର: କାଜଲ । କା ଆଉ ଜଳ ମିଶି ହେଲା ନା କାଜଲ । 6: ମୁଦି ସହିତ ଚାବି କାଠି ଦେଖିଲେ ଝିଅର ନାମ କଣ ଆସିବ ଆପଣଙ୍କ ମୁଣ୍ଡକୁ କୁହନ୍ତୁ ତ ? ଉତ୍ତର: ରିଙ୍କି । ମୁଦିର ଇଂରାଜୀ ରିଙ୍ଗ ଆଉ ଚାବିର ଇଂରାଜୀ କି ମିଶି ହେଲା ନା ଇଂରାଜୀ । 7: ପିମ୍ପୁଡି ସହିତ ରା ଅକ୍ଷରର ସମ୍ବନ୍ଧ କେଉଁ ଝିଅର ନାମ ସୃଷ୍ଟି କରୁଛି କୁହନ୍ତୁ ତ ? ଉତ୍ତର: ଅନ୍ତରା ।

ପିମ୍ପୁଡିର ଇଂରାଜୀ ଆଣ୍ଟ ଆଉ ରା ମିଶି ହେଲା ନା ଅନ୍ତରା । 8: ଦୀପ ସହିତ ଚା ଥୁଆ ହେବାର ଦେଖିଲେ ଆପଣଙ୍କ ମନରେ କେଉଁ ଝିଅର ନାମ ଆସିବ କୁହନ୍ତୁ ତ ? ଉତ୍ତର: ଦୀପ୍ତି । ଦୀପର ଦି ଆଉ ଚା ର ଇଂରାଜୀ ଟି ମିଶି ହେଲା ନା ଦୀପ୍ତି । 9: ସୁ ଅକ୍ଷର ସହିତ ଗୋଟିଏ ମଣିଷକୁ ଯଦି ଯୋଡି ଦେଖିବା ତେବେ କଣ ହେବ ଝିଅର ନାମ କୁହନ୍ତୁ ତ ? ଉତ୍ତର: ସୁମନ । ସୁ ଆଉ ମଣିସର ଇଂରାଜୀ ମ୍ୟାନ ମିଶି ହେଲା ନା ସୁମନ ।

10: ହ ଅକ୍ଷର ର ସହିତ ଗୋଟିଏ ମା ଏହା ଆପଣଙ୍କ ମୁଣ୍ଡରେ କେଉଁ ଝିଅର ନାମକୁ ଅଣୁଅଛି କୁହନ୍ତୁ ତ ? ଉତ୍ତର: ହେମା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ  ପଢିଥିବାରୁ ଧନ୍ୟବାଦ ବନ୍ଧୁଗଣ ।

Leave a Reply

Your email address will not be published. Required fields are marked *