2023 ରୁ 2025 ପର୍ଯ୍ୟନ୍ତ ଏହି 5ଟି ରାଶି ହେବେ ଭାଗ୍ୟଶାଳୀ 

ବନ୍ଧୁଗଣ ଆପଣ ମାନଙ୍କୁ ନୂତନବର୍ଷ ଉପଲକ୍ଷେ ଅନେକ ଅନେକ ଶୁଭକାମନା ଓ ଅଭିନନ୍ଦନ । ଆପଣ ନିରୋଗ ରୁହନ୍ତୁ, ଆପଣଙ୍କ ଜୀବନ ସୁଖମୟ ହେଉ ଓ ଦିନ ଅନୁକୂଳ ହେଉ । ଆପଣ ବିଜୟ ଲାଭ କରନ୍ତୁ । ଶନିଦେବଙ୍କ କୃପାରୁ କିଛି ରାଶିର ଲୋକେ ବର୍ଷ ୨୦୨୩ରୁ ୨୦୨୫ ଯାଏଁ ଯାଏଁ ହେଲେ ମାଲାମାଲ । ଦୀର୍ଘ ୩୦ ବର୍ଷ କୁମ୍ଭ ରାଶିରୁ ଶନି ମିଥୁନ ରାଶିରେ ପ୍ରବେଶ କରିବେ । ୧୭ ଜାନୁଆରୀରେ ଦେବଗୁରୁ ବୃହସ୍ପତି ମୀନ ରାଶିରେ ରହିବେ । ଏହି ୨ଟି ବଡ ଗ୍ରହ ଚମତ୍କାର କରିବା ସହ ବହୁତ ବଡ ପରିବର୍ତ୍ତନ ନେଇକି ଆସୁଛନ୍ତି । ଏବେ ଚାଲନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ମେଷ ରାଶି : ୩୦ ବର୍ଷ ପରେ ଶନି ଆପଣଙ୍କର ଏକାଦଶ ଘରକୁ ଗୋଚର କରିବେ । ଆପଣଙ୍କର ଫାଇନାନ୍ସକୁ ବହୁତ ଭଲ ରହିବ । ବଡ କିଛି କରିବାକୁ ଚାହୁଁଥିଲେ ତାହା ସଫଳ ହେବ । ଇନକମ ପାଇଁ ଏହି ୨ ବର୍ଷ ବହୁତ ଭଲ ସମୟ ରହିବ । ଏହାରି ଭିତରେ ଆପଣ ବହୁତ କିଛି ପାଇବାକୁ ଯାଉଛନ୍ତି । ଆପଣ ମାଲାମାଲ ହେବାକୁ ଯାଉଛନ୍ତି ।

ମିଥୁନ ରାଶି : ଏହି ସମୟରେ ଆପଣଙ୍କର ଯେଉଁ ସମସ୍ଯା ଥିଲା ତାହା ଦୂର ହେବ । ଶନି ଆପଣଙ୍କର ଭାଗ୍ୟ ସ୍ଥାନରେ ଗୋଚର କରିବେ । ବହୁତ ଦିନରୁ ଯେଉଁ କାମ ଅଟକି ରହିଛି ତାହା ପୁରା ହେବ । ୨୦୨୩ରୁ ୨୦୨୫ ଯାଏଁ ରାଜଯୋଗ ବନୁଅଛି ।

ସିଂହ ରାଶି : ଆପଣଙ୍କ ଜୀବନରେ ୨୦୨୩ରେ ବନୁଅଛି ରାଜଯୋଗ । ଶନି ଆପଣଙ୍କର ସପ୍ତମ ଭାବରେ କୁମ୍ଭ ରାଶିକୁ ଗୋଚର କରିବେ । ଦୈନିକ ରୋଜଗାରରେ ବୃଦ୍ଧି ହେବ । ବିବାହ ହେବାର ସମ୍ଭାବନା ଅଛି । ଆପଣ ବହୁତ କିଛି ପାଇବାକୁ ଯାଉଛନ୍ତି । ଶନି ଆପଣଙ୍କର ପଞ୍ଚମ ଭାବରେ ୩୦ ବର୍ଷ ପରେ ଗୋଚର କରିବେ । ସମୟ ଶୁଭ ରହିବା ସହ ସନ୍ତାନ ପକ୍ଷରୁ ଶୁଭ ଖବର ପ୍ରାପ୍ତ ହେବ । ଫାଇନାନ୍ସ କ୍ଷେତ୍ରରେ ଫାଇଦା ପାଇବେ ।

ବିଛା ରାଶି : ଶନି ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବେ ଓ ଦଶମ ଗୃହକୁ ଦ୍ରୁଷ୍ଟି ଦେବେ । କ୍ଯାରିୟରକୁ ନେଇ ଯେଉଁ ସମସ୍ଯା ଚାଲୁଥିଲା, ଚାକିରି ମିଳୁ ନ ଥିଲା ଏବେ ତାହା ସଫଳ ହେବ । ଯାହାବି ସମସ୍ଯା ଥିଲା ତାହା ଦୂର ହେ । ଘର ପରିବାରରେ ସୁଖ ଶାନ୍ତି ରହିବ ।

ମକର ରାଶି : ଆପଣଙ୍କର ଅନ୍ତିମ ଚରଣ ଆରମ୍ଭ ହୋଇଯିବ । ଶନି ଶୁଭ ଫଳ ପ୍ରଦାନ କରିବେ । ଆପଣଙ୍କର ଟଙ୍କା ପଇସାକୁ ନେଇ ଯେଉଁ ସମସ୍ଯା ଥିଲା ତାହା ଦୂର ହେବ । ବ୍ୟାପାର ଓ ବାଣିଜ୍ୟରେ ବୃଦ୍ଧି ହେବ ।  ଆର୍ଥିକ ସ୍ଥିତି ମଜବୁତ ରହିବ । ବିବାହ ପରେ ଆପଣଙ୍କ ଭାଗ୍ୟ ଖୋଲିଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *