ଆଜି ସଂଧ୍ୟାରେ ତୁଳସୀକୁ ଛୁଇଁ କହିଦିଅନ୍ତୁ ଏହି ଗୋଟିଏ ଶଦ୍ଦ, ଦେଖିବେ କୌଣସି ଅଭାବ ରହିବ ନାହିଁ

ବନ୍ଧୁଗଣ ଯଦି ଆପଣ ଜୀବନରେ ଧନୀ ହେବାକୁ ଚାହୁଁ ଛନ୍ତି ଓ ସୁଖ ସୁବିଧା ଗୁଡିକୁ ପ୍ରାପ୍ତ କରିବାକୁ ଚାହୁ ଛନ୍ତି ତେବେ ଏଥିପାଇଁ ଜରୁରୀ ଅଟେ କି ଆପଣଙ୍କ ଗ୍ରହ ଅନୁକୂଳ ହେବା ନିହାତି ଦରକାର । ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ତ୍ର ବିଷୟରେ କହିବୁ ଯାହାକୁ ଯଦି ଆପଣ ତୁଳସୀ ଗଛକୁ ସ୍ପର୍ଶ କରି କହି ଦିଅନ୍ତି ତେବେ ଗୁରୁ ଗ୍ରହର କୃପା ଆପଣଙ୍କ ପରେ ସର୍ବଦା ଲାଗି ରହିବ । ଆପଣଙ୍କ ପାଖରେ ଟଙ୍କା ପଇସା, ଗାଡି, ବଙ୍ଗଳା ସବୁ କିଛି ପ୍ରାପ୍ତ ହେବ ।

କୌଣସି ବ୍ଯକ୍ତିର କୁଣ୍ଡଳୀରେ ଗୁରୁ ଗ୍ରହ ଅନୁକୂଳ ହେବ ନାହି ତେବେ ଟଙ୍କା ପଇସା ସମସ୍ଯା, ଭାଗ୍ୟରେ ବାରମ୍ବାର ବାଧା ଆସିବ, ବିବାହ ନ ହେବା, ବାରମ୍ବାର କୌଣସି କାମରେ ବିଗ୍ନ ଦେଖା ଦେବା ଏଭଳି ଅନେକ ସମସ୍ଯା ବ୍ୟକ୍ତି କୁ ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ତୁଳସୀ ଗଛକୁ ଛୁଇଁ କେଉଁ ମନ୍ତ୍ର କହିବା ଦ୍ଵାରା ଧନ ଜନିତ ସମସ୍ୟାର ଅନ୍ତ ହୋଇଥାଏ । ଗୁରୁ ଦୋଷର ଶାନ୍ତି ଓ ଗୁରୁ ଗ୍ରହକୁ ଅନୁକୂଳ କରିବା ପାଇଁ ଗୁରୁବାର ଦିନକୁ ଶାସ୍ତ୍ର ଅନୁଯାୟୀ ବହତ ଶୁଭ ମାନା ଯାଇଥାଏ ।

ଗୁରୁଙ୍କୁ ନିଜର ଭାଗ୍ଯର କାରକ ଗ୍ରହ ବୋଲି କୁଚାଯାଏ । ଭାଗ୍ଯର ଉନ୍ନତି ପାଇଁ ଗୁରୁ ଗ୍ରହର ସ୍ଥିତି କୁଣ୍ଡଳୀରେ ଠିକା ହେବ ଉଚିତ । ତେବେ ଏହି ଉପାୟ କୁ କରିବା ପାଇଁ ଆପଣଙ୍କୁ ଗୁରୁବାର ଦିନ ସନ୍ଧ୍ୟା ରେ କରିବାକୁ ପଡିବ । ଏହି ଉପାୟ ପାଇଁ କେବଳ ଧଳା ଫୁଲର ଜରୁରତ ରହିଛି । ଆପଣଙ୍କର ଘରେ ତୁଳସୀ ଗଛ ପାଖକୁ ଯାଇ ଗୋଟେ ଘିଅ ଦୀପ ତୁଳସୀ ଆଗରେ ଜଳାଇବା ପଡିବ । ତା ପରେ ଧଳା ଫୁଲକୁ ଗୁରୁ ବୃହସ୍ପତି ଙ୍କ ଧ୍ୟାନ କରି ତୁଳସୀ ଗଛରେ ଅର୍ପଣ କରନ୍ତୁ ।

ସନ୍ଧ୍ୟା ୭ ଟା ସମୟରେ ଆପଣଙ୍କୁ ଏହି ଉପାୟ କରିବାକୁ ପଡିବ । ଗୁରୁ ଗ୍ରହଙ୍କ ଏହି ମନ୍ତ୍ର କୁ ଆପଣଙ୍କୁ ଜପ କରିବାର ଅଛି । ମନ୍ତ୍ର ଟି ହେଉଛି ଓମ ଏଂ ଶ୍ରୀଙ୍ଗ ବୃହସ୍ପତୟେ ନମଃ । ଏହି ମନ୍ତ୍ର କୁ ଆପଣ ଅତି କାମରେ ୧୧ ଥର କହିବାର ଅଛି । ଏହାକୁ ଜପିବା ପରେ ଆପଣ ତୁଳସୀ ଗଛକୁ ଛୁଇଁ ଆପଣଙ୍କର ଯାହା ବି ଇଚ୍ଛା ରହିଛି ତାହାକୁ ୩ ଥର କହି ଦିଅନ୍ତୁ ।

ଏହି ମାତ୍ର କହିବା ଦ୍ଵାରା ବ୍ୟକ୍ତି ର ଗୁରୁ ଗ୍ରହ ଅନୁକୂଳ ହୋଇଥାଏ । ବ୍ଯକ୍ତିର ସବୁ ଇଚ୍ଛା ପୂରଣ ହୋଇଥାଏ । ତଥା ସେହି ବ୍ଯକ୍ତିକୁ ଜୀବନରେ କେବେ ବି ଧନର ଅଭାବ ଆସେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *