ଗୃହର ସମସ୍ୟା ଦୂର କରିବା ପାଇଁ ଖାଇବା ପୂର୍ବରୁ କରନ୍ତୁ ଏହି କାମ, ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହାର ପାଳନ କରିଲେ ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇପାରିବ । ୧- କୌଣସି ବି ସ୍ଥିତିରେ ଅଘଷା ପାଟିରେ ଖାଇବେ ନାହି । ଖାଇବା ସମୟରେ ଧ୍ୟାନ ରଖନ୍ତୁ କି କେବେ ବି ଦକ୍ଷିଣ ମୁଖା ହୋଇ ଖାଇବେ ନାହି ।

୨- ରାତିର ଖାଦ୍ଯ ସମୟରେ କେବେ ବି ପିତା  ଜାତୀୟ ଖାଦ୍ୟା ଖାଇବା ଉଚିତ ନୁହେଁ । ବିଶେଷ କରି ନିମ୍ବ ଓ କଲରା ରାତିରେ ଖାଇବା ଉଚିତ ନୁହେଁ ।

୩- ପ୍ରାୟତ ଆପଣ ମାନେ ଦେଖିଥିବେ ଖାଇବା ସମୟରେ ମୁଣ୍ଡରେ ହାତ ଦେଇ ବସିଥାନ୍ତି । କିନ୍ତୁ ଏପରି ଭୁଲ କରିବା ଉଚିତ ନୁହେଁ । କେବେ ବି ମୁଣ୍ଡରେ ଭରା ଦେଇ ଖାଇବେ ନାହି । ଏହା ଅଶୁଭ ହୋଇଥାଏ ।

୪- ଖାଇବା ବେଳେ ଭୂମି ରେ ହାତ ଦେଇ ଖାଇବେ ନାହି । ଏହା ମଧ୍ୟ ଅଶୁଭ ବିଚାର କରାଯାଏ । ଖାଇବା ପୂର୍ବରୁ କିଛି ମାତ୍ରା ରେ ତଳେ ପକାଇ ଖାଆନ୍ତୁ । ଯାହା ଫଳରେ ଆପଣ ଅଜାଣତରେ ଅନେକ ପୂଣ୍ୟ ଅର୍ଜନ କରିପାରିବେ ।

୫- ଖାଇବା ସମୟରେ ଯଦି କେହି ଆପଣଙ୍କ ଖାଦ୍ଯ ଉପରେ ଦ୍ରୁଷ୍ଟି ପକାଇଥାଏ କୌଣସି ଜୀବଜନ୍ତୁ ବା ମନୁଷ୍ୟ ଆପଣଙ୍କ ଖାଦ୍ଯ କୁ ଦେଖୁଥାନ୍ତି ତେବେ ସେହି ସମୟରେ ଖାଇବା ଠିକ ନୁହେଁ । ପ୍ରଥମେ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ପରେ ନିଜେ ଖାଆନ୍ତୁ ।

୬- ଅନ୍ଧାର ରେ ଭୋଜନ କରିବା ଉଚିତ ନୁହେଁ । ଏହା ଆଶ୍ଵରୀକ ଭୋଜନ ହୋଇଥାଏ । ଖାଇବା ସମୟରେ ଲାଇନ କଟିଗଲେ ତୁରନ୍ତ ଖାଇବା ବନ୍ଦ କରି ଦିଅନ୍ତୁ । କାରଣ ଏହା କୌଣସି ଦିଗରୁ ଠିକ ବିଚାର କରାଯାଏ ନାହି ଓ ନେଗେଟିଭ ଶକ୍ତିର ଦ୍ରୁଷ୍ଟି ରହିଥାଏ ।

୭- ଖାଇବା ସମୟରେ କେତେ ଲୋକଙ୍କର ଅଭ୍ୟାସ ହାତ ଆଙ୍ଗୁଳି କୁ ଚାଟିଥାନ୍ତି । କିନ୍ତୁ ଏହା ଏତେ ବି ଖରାପ ନୁହେଁ । କିନ୍ତୁ ଧ୍ୟାନ ରଖିବେ ହାତ ପଛ ପଟ ଆଙ୍ଗୁଳି କେବେ ବି ଛାତିବେ ନାହି । ଏହା ଅଶୁଭ ସଂକେତ ହୋଇଥାଏ ।

୮- ଠିଆ ହୋଇ କେବେ ବି ପାଣି ପିଇବେ ନାହି । ଏହା ଦ୍ଵାରା ଅନେକ ପ୍ରକାରର ରୋଗ ସୃଷ୍ଟି ହୁଏ । ଖାଇବା ପରେ ଅଇଁଠାକୁ କେବେ ଅଧିକ ସମୟ ଯାଏଁ ପକାଇ ରଖିବେ ନାହି । ଏହା ଗୃହ ପାଇଁ କୌଣସି ଦିଗରୁ ଠିକ ନୁହେଁ ।

୯- ଖାଇବା ଅଇଁଠା ଥାଳିରେ କେବେବି ଗୋଡ ବଜାନ୍ତୁ ନାହି । ଯଦି ବାଜିଯାଏ ତେବେ ନମସ୍କାର କରନ୍ତୁ । ନଚେତ ମା ଅର୍ଣ୍ଣପୂର୍ଣ୍ଣା ରୁଷ୍ଟ ହୋଇପାରନ୍ତି ।

୧୦- ଯଦି ଆପଣ ଖାଇବା ସମୟରେ ଖାଇବାର ଠିକ ପୂର୍ବରୁ ମହା ମନ୍ତ୍ର ବା ଯେ କୌଣସି ମନ୍ତ୍ର ଜପ କରନ୍ତି ତା ପରେ ଖାଦ୍ଯ ଖାଇବା ଆଗରୁ ତାହାକୁ ପ୍ରଣାମ କରି ମୁଣ୍ଡରେ ଲଗାଇବେ ତେବେ ବହୁତ ଭଲ ହୋଇଥାଏ । ଏହା ଦ୍ଵାରା ରୋଷେଇ ସାମଗ୍ରୀ କେବେବି ନିଅଣ୍ଟ ପଡିବ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *