6 ତାରିଖ ସକାଳୁ ହଟାତ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବଡ ଖୁସି ଖବର

ପ୍ରତେକ ଲୋକଙ୍କ କୁଣ୍ଡଳୀରେ ଶନି ଦେବଙ୍କ ଛାୟା ରହିଥାଏ । ଆଉ ଯେତେ ପର୍ଯ୍ୟନ୍ତ ଏହି ଛାୟା ରହିଥାଏ ବ୍ୟକ୍ତି ସାବଧାନ ରହିଥାଏ । ୧୦୪ ଦିନ ବକ୍ରୀ ଶନି ଦେବ 6 ତାରିଖକୁ ମାର୍ଗୀ ହୋଇକି ସିଧା ଚାଲ ଚଳିବେ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମାର୍ଗୀ ହେବା ଦ୍ଵାରା ଶନୀଙ୍କର ଶଢେସାତ ସହିତ ଶନୀଙ୍କ ଦ୍ଵାରା ପୀଡିତ ଲୋକଙ୍କୁ କଷ୍ଟରୁ ମୁକ୍ତି ମିଳିବ । ଶନିଦେବ ୩୦ ଏପ୍ରିଲକୁ ବକ୍ରୀ ହୋଇଥିଲେ । ଶନି ଦେବଙ୍କ ମାର୍ଗୀ ହେବାର ଅଲଗା ଅଲଗା ରାସୀ ଉପରେ ପ୍ରଭାବ ପଡିବ ।

କିନ୍ତୁ ଏମିତି ଖାସ ରାଶିର ଲୋକ ଏହି ପରିବର୍ତନ ଦ୍ଵାରା ତାଙ୍କ ଜୀବନରେ ସବୁ କଷ୍ଟରୁ ଦୂର ହେବ । ଆଉ ଶନି ଦେବ ତାକୁ ମାଲା ମାଲ କରିବେ । ଶନି ଦେବଙ୍କୁ ନ୍ୟାୟିକ କାରକ ଗ୍ରହ ହିସାବରେ ମନା ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଧର୍ମ ଗ୍ରନ୍ଥରେ ଶନି ଦେବ କ୍ରୂର ହେବ ଦ୍ଵାରା ନ୍ୟାୟିକ ଦେବତା ବୋଲି ମଧ୍ୟ କୁହାଯାଏ । ଶନି ଦେବ ମନୁଷ୍ୟର କର୍ମ ଆଧାରରେ ଫଳ ଦେଇଥାନ୍ତି ।


ମେଷ :- ଏହି ରାଶିର ଲୋକଙ୍କୁ ଏବେ ପର୍ଯ୍ୟନ୍ତ ଯାହା ଅସୁବିଧା ଥିଲା ତାହା ସବୁ ପୂରଣ ହେବ । ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରାପ୍ତ ହେବ । ଯେଉଁ ଲୋକଙ୍କ ବିବାହ ଏବେ ପର୍ଯ୍ୟନ୍ତ ହୋଇପାରୁ ନହିଁ, ସେଇ ଲୋକଙ୍କ ପାଇଁ ବ୍ଯ୍ବହାର ଯୋଗ ବନିବ । ମେଷ ରସୀଙ୍କୁ ଶନି ମାର୍ଗୀ ହେବା ଦ୍ଵାରା ଆର୍ଥିକ ସ୍ଥିତି ଏବେ ମଜଭୁତ ହେବ ।


ବୃଷ :- ଶନି ଦେବଙ୍କ ମାର୍ଗୀ ହେବା ଦ୍ଵାରା ଏହି ରାଶିର ଲୋକଙ୍କ ଆସୁବିଧା ଦୂର ହୋଇବ । ଭାଗ୍ୟ ଉଦୟକାରୀ ଯୋଗ ବନିବ ଓ ଆର୍ଥିକ ସମସ୍ଯା ଦୂର ହେବ । ଖାଲି ସେତିକି ନୁହେଁ ବ୍ୟବସାୟରେ ମଧ୍ୟ ଆପଣଙ୍କୁ ଲାଭ ହେବ । ଘର କିଣିବାର ଯୋଗ ବନିବ ।


ସିଂହ :- ଏହି ରାଶିର ଲୋକଙ୍କୁ ଶନି ଦେବ ମାର୍ଗୀ ହେବା କାରଣରୁ ରୋଗରୁ ମୁକ୍ତି ମିଳିବ । ହୋଇପାରେ ରୋକିହୋଇକି ଥିବା ଧନ ମିଳିଯିବ । ଏହା ସହିତ ଚାକିରିରେ ମଧ୍ୟ ସଫଳତା ମିଳିବ । ବ୍ୟବସାୟରେ ମଧ୍ୟ ଲାଭ ହେବ । ଏହା ସହିତ ମାନ ସନମାନ ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି ହେବ ।


କନ୍ୟା :- ଏହି ରାଶିର ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆପଣମାନଙ୍କୁ ବିଶେଷ ସଫଳତା ମିଳିବ । ଏହା ସହିତ ଆୟଡ଼ ନୂଆ ନୂଆ ସାଧନ ପ୍ରାପ୍ତ ହେବ । ବ୍ୟବସାୟ ଓ ଚାକିରିରେ ସ୍ଥାଇତ୍ଵ ଆସିବ । ସମସ୍ତ କାର୍ଯ୍ୟ ଆପଣଙ୍କର ପୁରା ହେବାକୁ ଲାଗିବ । ଶିକ୍ଷା ସମ୍ବନ୍ଧିତ କାର୍ଯ୍ୟରେ ଆପଣ ବିଦେଶ ମଧ୍ୟ ଯାଇପାରନ୍ତି ।


ବିଛା :- ଭୂମି ଭବନ ଓ ସ୍ଥାୟୀ ସମ୍ପତିର ସୁଖ ପ୍ରାପ୍ତ ହେବ । ଯଦି ବହୁତ ଦିନରୁ ବାହାନ କିଣିବା ପାଇଁ ଭାବୁଛନ୍ତି ତେବେ ଆପଣ ଏବେ କିଣିପାରିବେ । ଏହି ରାଶିର ହୃଦୟ ରୋଗ ଲୋକ ମୁକ୍ତ ହେବେ ।


ମିଥୁନ :- ଏହି ରାଶିର ଲୋକଙ୍କୁ ଭାଇ ଭଉଣୀଙ୍କ ଠାରୁ ସୁଖ ପ୍ରାପ୍ତ ହେବ । ରୋଗରୁ ମୁକ୍ତି ମିଳିବ । ଚାକିରି କରିଥିବା ବ୍ୟକ୍ତିଙ୍କ ଦାୟିତ୍ଵ ବଢିବ । ଆର୍ଥିକ ମାମଲାରେ ଲାଭ ଦାୟକ ଯୋଗ ବନିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *